banner
Breaking
Browsing Category

ସାହିତ୍ୟ ଓ ସଂସ୍କୃତି

ଲିଙ୍ଗରାଜ ମନ୍ଦିରରେ ନଭେମ୍ବର ୧ ରୁ ପାନ ଗୁଟକା ମନା

ଭୁବନେଶ୍ୱର,୩୦ା୧୦ (ଓଡ଼ିଆ ନ୍ୟୁଜ):ନଭେମ୍ବର ୧ରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ପାନ ଗୁଟ୍‌ଖା ସମ୍ପୂର୍ଣ୍ଣ ମନା କରାଯିବ। ଏଥିରେ ବ୍ୟତିକ୍ରମ ହେଲେ ୧୦୦ଟଙ୍କା ଫାଇନ ଦେବାକୁ ହେବ ବୋଲି ମଙ୍ଗଳବାର ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ କାର୍ଯ୍ୟାଳୟ ପରିସରରେ ଆୟୋଜିତ ମଧ୍ୟବର୍ତ୍ତୀକାଳୀନ…
Read More...

ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୧୩୬ତମ ଋଷି ନିର୍ବାଣ ମହୋତ୍ସବ

ଭୁବନେଶ୍ୱର,୨୮/୧୦(ଓଡ଼ିଆ ନ୍ୟୁଜ) : ଭାରତବର୍ଷରେ ଧାର୍ମିକ ଓ ସାମାଜିକ ଆନ୍ଦୋଳନର ଆଦ୍ୟ ପ୍ରବକ୍ତା ତଥା ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୧୩୬ତମ ଋଷି ନିର୍ବାଣ ମହୋତ୍ସବ ଆଜି ସ୍ୱାମୀ ଦୟାନନ୍ଦ ସର୍ଭିସ୍ ମିଶନ ପକ୍ଷରୁ ଶ୍ରୀ ଅରବିନ୍ଦ ନଗରସ୍ଥିତ ସ୍ୱାମୀ…
Read More...

ନରସିଂହପୁରରେ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ସୁରଭି ।

ନରସିଂହପୁର,୨୧/୧୦(ବ୍ୟୁରୋ) ନରସିଂହପୁର ବ୍ଲକରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନରସିଂହପୁର ବ୍ଲକ ଅନ୍ତର୍ଗତ ନିମସାହି-ଡ଼ମକଟା ପଞ୍ଚାୟତ ବିଦ୍ୟାପୀଠ ପରିସରରେ ରବିବାର ଆୟୋଜିତ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ କୁ ପୂର୍ବତନ…
Read More...

ଲିଙ୍ଗରାଜ ମନ୍ଦିର ପାଖରୁ ଉଚ୍ଛେଦ ପାଇଁ ସଜବାଜ।

ଭୁବନେଶ୍ୱର ୧୭।୧୦(ବ୍ୟୁରୋ): ରାଜ୍ୟର ଅନ୍ୟତମ ଐତିହ୍ୟ ତଥା ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ହେବ। ଏଥିପାଇଁ ମଙ୍ଗଳବାରଠାରୁ ଦୁଇଦିନିଆ ସର୍ଭେ ଆରମ୍ଭ ହୋଇଥିଲା। ହେଲେ ଜବରଦଖଲ ସ୍ଥାନ ଚିହ୍ନଟ କରିବାରେ ବହୁ ସମୟ ଲାଗୁଛି। ଦୁଇ ଦିନ…
Read More...

ଆଜି ପୂଜା ପାଇବେ ମା ଗଜଲକ୍ଷ୍ମୀ।

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ଆଜି ଧରାବତରଣ କରିବାକୁ ଯାଉଛନ୍ତି ଧନଦାତ୍ରୀ ମା’ ଲକ୍ଷ୍ମୀ। ଧନଧାନ୍ୟରେ ଜନମାନସକୁ ସମୃଦ୍ଧି କରିବାକୁ ପ୍ରତିବର୍ଷ ଧରାପୃଷ୍ଠକୁ ଓହ୍ଲାଇଥାନ୍ତି ମା’ ଗଜଲକ୍ଷ୍ମୀ। ଏନେଇ ରାଜଧାନୀର ବିଭିନ୍ନ ପୂଜାମଣ୍ଡପରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶିଳ୍ପୀମାନେ…
Read More...

ଶ୍ରୀ ଜଗନ୍ନାଥ ସେବା ସଦନର ରାଜ୍ୟସ୍ତରୀୟ ଗାନ୍ଧି ଆଦର୍ଶ ସମ୍ବର୍ଦ୍ଧନା ସମାରୋହ।

ଭୁବନେଶ୍ୱର,୧୨/୧୦(ଓଡ଼ିଆ ନ୍ୟୁଜ) : ଶ୍ରୀ ଜଗନ୍ନାଥ ସେବା ସଦନର ରାଜ୍ୟସ୍ତରୀୟ ଗାନ୍ଧି ଆଦର୍ଶ ସମ୍ବର୍ଦ୍ଧନା ସମାରୋହ ରୋଟାରୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ…
Read More...

ଉତ୍ତର ଭୁବନେଶ୍ୱର ଭସାଣୀ ମହୋତ୍ସବରେ ଭାଗନେଲେ ୨୦ ମେଢ଼। ପ୍ଲାଷ୍ଟିକ ଓ ପ୍ରଦୂଷଣ ମୁକ୍ତ ରାଜଧାନୀ ପାଇଁ ଆହ୍ୱାନ।

ଭୁବନେଶ୍ୱର, ୧୦/୧୦(ଓଡ଼ିଆ ନ୍ୟୁଜ) ଓଡିଶାର ବଡପର୍ବ ଦଶହରା ଉତ୍ସାହର ସହ ଶେଷ ହୋଇଛି । ଓଡିଶାର କୋଣ ଅନୁକୋଣରେ ଥିବା ପୂଜା ମପରେ ଷଷ୍ଠୀଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ପୂଜା ପାଉଥିବା ମହାମାୟା, ଦୁର୍ଗତିନାସିନୀ, ମହିସା ମର୍ଦ୍ଧିନୀ ମାଙ୍କ ମୃଣ୍ମୟ ପ୍ରତିମା ଭସାଣୀରେ ପାରମ୍ପରିକ ବାଦ୍ୟ,…
Read More...

ଆଜି ବିଜୟା ଦଶମୀ, ଅସତ୍ୟକୁ ବଧ କରିବେ ମା।

ଭୁବନେଶ୍ୱର, ୮ା୧୦(ଓଡ଼ିଆ ନ୍ୟୁଜ): ଆଜି ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟ ଓ ପାପ ଉପରେ ପୁଣ୍ୟର ବିଜୟ ସ୍ବରୂପ ହେଉଛି ବିଜୟା ଦଶମୀ। ଆଜି ମହିଷାସୁରକୁ ବଧ କରିବେ ମା’ ଦୁର୍ଗା। ମା’ ଜଗତଜନନୀଙ୍କ ଆଗମନରେ ଗାଁଠୁ ସହର ସବୁଠି ଉତ୍ସବ ମୁଖର। ପୂଜା ମଣ୍ଡପରେ ମା’ଦୁର୍ଗା ଶ୍ରଦ୍ଧାଳୁଙ୍କୁ ଦର୍ଶନ…
Read More...

୩୯ତମ ବିଶ୍ୱ କବି ସମ୍ମିଳନୀ ଉଦ୍‍ଯାପିତ। ବିଶ୍ୱକୁ ପରିବର୍ତ୍ତନ କରିବାର କ୍ଷମତା କବିତାର ରହିଛି: ଉପରାଷ୍ଟ୍ରପତି

ଭୁବନେଶ୍ୱର, ୬ ।୧୦(ଓଡ଼ିଆ ନ୍ୟୁଜ): ବିଶ୍ୱକୁ ପରିବର୍ତ୍ତନ କରିବାର କ୍ଷମତା କବିତାର ରହିଛି ବୋଲି ଭାରତର ଉପରାଷ୍ଟ୍ରପତି ଏମ୍‍. ଭେଙ୍କେୟା ନାଇଡ଼ୁ କହିଛନ୍ତି । ରବିବାର କିଟ୍‍ ପରିସରରେ ୩୯ତମ ବିଶ୍ୱ କବି ସମ୍ମିଳନୀର ଉଦ୍‍ଯାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ନାଇଡୁ କହିଲେ, ଦୟା…
Read More...

ଭୁବନେଶ୍ୱର ଉତ୍ତର ଭଷାଣୀ କମିଟିର ପ୍ରସ୍ତୁତି ବୈଠକ। ସ୍ୱଚ୍ଛତା, ଶବ୍ଦ ପ୍ରଦୁଷଣ, ଶାନ୍ତି ଶୃଙ୍ଖଳା ଉପରେ…

ଭୁବନେଶ୍ୱର, ୦୨/୧୦(ଓଡ଼ିଆ ନ୍ୟୁଜ) ଭୁବନେଶ୍ୱର ଉତ୍ତର ଭଷାଣୀ କମିଟିର ପ୍ରସ୍ତୁତି ବୈଠକ ଶୈଳଶ୍ରୀ ବିହାର ସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭଷାଣୀ କମିଟିର ସଭାପତି ମଧୁ ମାଧବ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ…
Read More...