banner
Breaking
Monthly Archives

February 2020

ଜଗନ୍ନାଥଙ୍କୁ ଦର୍ଶନ କଲେ ଶାହା।

ପୁରୀ, ୨୯ା୨(ଓଡ଼ିଆ ନ୍ୟୁଜ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଦୁଇ ଦିନିଆ ଗସ୍ତରୁ ଆଜି ଦ୍ୱୀତିୟ ଦିନରେ ପୁରୀରେ ସେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ପ୍ରହ୍ଲାଦ ସିଂ ପଟେଲ ମହାପ୍ରଭୁଙ୍କୁ ଦର୍ଶନ…
Read More...

ଖେଲୋ ଇଣ୍ଡିଆରେ କିସର ସଫଳତା।

ଭୁବନେଶ୍ବର,୨୯/୨(ଓଡ଼ିଆ ନ୍ୟୁଜ) : ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ କିଟ୍‌ ବିଶ୍ବବିଦ୍ୟାଳୟ ମହିଳା ଦଳ ସ୍ବର୍ଣ୍ଣ ଓ ପୁରୁଷ ଦଳ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ଶୁକ୍ରବାର କିଟ୍‌ ରଗ୍‌ବୀ ଗ୍ରାଉଣ୍ଡରେ ଖେଳାଯାଇଥିବା ମହିଳା ବିଭାଗ ଫାଇନାଲ ମ୍ୟାଚରେ କିଟ୍‌ ବିଶ୍ବବିଦ୍ୟାଳୟ ୩୨-୭…
Read More...

ନବୀନ ନିବାସରେ ଧର୍ମେନ୍ଦ୍ର, ଶାହା, ମମତା ଓ ନବୀନଙ୍କ ଭୋଜନ ନେଇ ଚର୍ଚ୍ଚା।

ଭୁବନେଶ୍ୱର,୨୮/୨(ଓଡ଼ିଆ ନ୍ୟୁଜ) : ବର୍ତ୍ତମାନ ରାଜନୀତିରେ କେତେବେଳେ କଣବା ଘଟୁଛି ତାହା ଆଖିରେ ନଦେଖିବା ଯାଏ ବିଶ୍ୱାସ କରିବା କଷ୍ଟକର ହୋଇଗଲାଣି । ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଆସି ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା ପୂର୍ବାଞ୍ଚଳ ପରିଷଦର ବୈଠକରେ ଯୋଗ…
Read More...

ଓଡିଶା ଶିଳ୍ପର ବିକାଶରେ ଯୋଡିହେଵ ଜାପାନ-ଧର୍ମେନ୍ଦ୍ର ପ୍ରଧାନ।

ଭୁବନେଶ୍ୱର,୨୭/୨(ଓଡ଼ିଆ ନ୍ୟୁଜ) : ଓଡ଼ିଶାର ବିକାଶ ପାଇଁ ସଦାସର୍ବଦା ପ୍ରଚେଷ୍ଟା ଜାରି ରଖିଥିବା ଓଡ଼ିଶାର ବରପୁତ୍ର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିଳ୍ପ କ୍ଷେତ୍ରରେ ଆଉଏକ ବିକାଶର ଅଧ୍ୟାୟ ଯୋଡଛନ୍ତି। ଓଡିଶା ଶିଳ୍ପର ଅଭିବୃଦ୍ଧିରେ ଜାପାନ ସହଯୋଗୀ ହେବ ବୋଲି ଗୁରୁବାର…
Read More...

ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ।

ମେଲବୋର୍ନ,୨୬।୨(ବ୍ୟୁରୋ): ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟି୨୦ ବିଶ୍ୱକପ୍‌ର ସପ୍ତମ ସଂସ୍କରଣରେ ଭାରତ ଆଜି ସ୍ଥାନୀୟ ଜଙ୍କସନ ଓଭାଲ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡକୁ ଭେଟିବ। କ୍ରମାଗତ ଦୁଇଟି ବିଜୟ ହାସଲ କରି ଭାରତର ଆତ୍ମବିଶ୍ୱାସ ବେଶ୍‌ ଉଚ୍ଚରେ ରହିଛି। ଏବେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ…
Read More...

ରାଶନ କାର୍ଡ ପାଇଁ ବିଧାନସଭାରେ ଝଡ।

ଭୁବନେଶ୍ୱର,୨୬।୨(ଓଡ଼ିଆ ନ୍ୟୁଜ): ଆଜି ବିଧାନସଭାରେ ରାଶନ କାର୍ଡ ଝଡ ଉଠିଥିଲା। ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବହୁ ଯୋଗ୍ୟ ହିତାଧିକାରୀ କାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି। କମ୍ପ୍ୟୁଟର ଖୋଲୁ ନ ଥିବାରୁ ଜଣେ ବି ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଯୋଗାଇ ଦିଆଯାଇପାରୁନାହିଁ। ଗାଁ ଗଣ୍ଡାକୁ…
Read More...

ବିଜେଡି ସଭାପତି ନିର୍ବାଚିତ ହେବାପରେ କଣ କହିଲେ ନବୀନ ପଟ୍ଟନାୟକ ଜାଣନ୍ତୁ।

ଭୁବନେଶ୍ବର ୨୬।୨(ଓଡ଼ିଆ ନ୍ୟୁଜ) : ଓଡିଶା ରାଜନୀତିର ଅଦ୍ବିତୀୟ ବାଦସାହା, ଶାଡ଼େ ଚାରିକୋଟି ଓଡିଆଙ୍କ ମନର ମଣିଷ ତଥା ବିଜେଡି ସୁପ୍ରିମୋ ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲାଗାତର ଅଷ୍ଟମଥର ଲାଗି ବିଜୁ ଜନତା ଦଳର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ବୁଧବାର ବିଜେଡି ରାଜ୍ୟ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜିର ଶୁକ୍ର ସହ ଚନ୍ଦ୍ର ଯୋଗ ହେତୁ ଗୃହରେ ଶୁଭକାମରେ ବନ୍ଧୁମିଳନ ନିଶ୍ଚିତ। ଏହିଯୋଗ ଆପଣଙ୍କୁ ଅର୍ଥ ଓ ସମ୍ମାନ ପ୍ରଦାନ କରିବାରେ ଅବହେଳା କରିବ ନାହିଁ। କର୍ମକ୍ଷେତ୍ରରେ ମଧ୍ୟ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ସୁସ୍ଥ ପରିବେଶ ଓ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ…
Read More...

ବାଙ୍କୀ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ଗିରଫ।

ବାଙ୍କୀ : :ବାଙ୍କୀ ନିଆଗାଁ ପଞ୍ଚାୟତର କଂଗ୍ରେସ ସମର୍ଥିତ ସରପଞ୍ଚ ମମତା ମହାପାତ୍ରଙ୍କ ସ୍ୱାମି ଭଗବାନ ସ୍ୱାଇଁ ଓ ସାମ୍ବାଦିକ ଆଦିତ୍ୟ ରଣସିଂହଙ୍କ ହତ୍ୟା ଘଟଣାରେ ବାଙ୍କୀ ପୁଲିସ୍‍ ଇତି ମଧ୍ୟରେ ୪ ଜଣଙ୍କୁ ଗିରଫ କରିଥିବାବେଳେ ଗତ କାଲି ଅନ୍ୟତମ ଅଭିଯୁକ୍ତ ବୋଲି କୁହାଯାଉଥିବା ଖଜୁରିପଦା…
Read More...

ପୁରୀରେ ମମତା ବାନାର୍ଜୀ।

ଭୁବନେଶ୍ୱର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ଗସ୍ତରେ ଆସି ଗତକାଲି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ମମତାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚି ମାନ୍ୟବର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ସ୍ବାଗତ…
Read More...