banner
Breaking
Monthly Archives

February 2020

ଜଘନ୍ୟ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ।

ଭୁବନେଶ୍ୱର,୨୫|୦୨:  ବହୁଚର୍ଚ୍ଚିତ ନୟାପଲ୍ଲୀ ଆଇଆରସି ଭିଲେଜ ଉଷଶ୍ରୀ ହତ୍ୟା ଘଟଣାରେ ଆଜି ଖୋର୍ଧା କୋର୍ଟ ଅଭିଯୁକ୍ତ କର୍ଣ୍ଣେଲ ସୋମନାଥ ପରିଡାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ୨୦୧୩ରେ ସୋମନାଥ ନିଜ ପତ୍ନୀ ଉଷଶ୍ରୀଙ୍କୁ ହତ୍ୟା କରିବା ପରେ ପ୍ରାୟ ୩୦୦ ଖଣ୍ଡ କରି ଟିଫିନରେ ରଖିଥିଲେ।…
Read More...

ପ୍ରେମ ଫାସରେ ପୋଲିସ ନା ବିଲଡ଼ର।

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ଯୁବତୀଙ୍କୁ ବଳାତ୍କାର କରି ଏହାର ଭିଡିଓ ଦେଖାଇ ବ୍ଲାକ୍‌ମେଲ୍‌ କରିବା ଓ ୨୦ଲକ୍ଷ ଠକିନେବା ଅଭିଯୋଗରେ ସୋମବାର ଗିରଫ ହୋଇଛନ୍ତି ବିଏସ୍‌ଏଫ୍‌ ଡିଏସ୍‌ପି ମନୋଜ କୁମାର ମହାକୁଡ଼। ମହିଳା ଥାନା ପୋଲିସ ତାଙ୍କୁ ଗିରଫ କରିବା ପରେ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରୀ…
Read More...

ହି°ସା ସମାଧାନର ବାଟ ନୁହେଁ। ଦିଲ୍ଲୀରେ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୫/୨(ଓଡ଼ିଆ ନ୍ୟୁଜ): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଦେଶବ୍ୟାପି ଆନ୍ଦୋଳନ ପ୍ରଦର୍ଶନ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀରେ ଦେଖାଦେଇଥିବା ହିଂସା ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସହିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ବୈଠକରେ ଯୋଗଦେଇଛନ୍ତି। ବୈଠକ ଶେଷ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-କିଛିଦିନ ହେଲା ହାତକୁ ନେଇଥିବା କାମକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଅତି ନିକଟରେ ରହୁଥିବା ବନ୍ଧୁଟିର ସାହାଯ୍ୟ ଆଶା କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ମିଳିବ। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେଇପାରେ। ଶତ୍ରୁମାନେ…
Read More...

ଏଣିକି ଚିକେନ ଓ ଅଣ୍ଡା ଖାଇ ପାରିବେ।

ଭୁବନେଶ୍ବର,୨୪/୨(ବ୍ୟୁରୋ) : ଓୟୁଏଟିର ଭୁବନେଶ୍ବର ସ୍ଥିତ କୁକୁଡା ଫାର୍ମରେ ବାର୍ଡ ଫ୍ଲୁ ଲାଗିବା ପରିପ୍ରେକ୍ଷୀରେ ଲୋକମାନେ ଆଶଙ୍କା ମଧ୍ୟରେ ଥାଇ କୁକୁଡା ମାଂସ ଓ ଅଣ୍ଡା ଖାଉନାହାନ୍ତି। ଏଥିପାଇଁ କୌଣସି ଭୟ ଆଶଙ୍କା ସୃଷ୍ଟିହେବା ଉଚିତ ନୁହେଁ। ସରକାରଙ୍କ ତରଫରୁ ଓୟୁଏଟି କୁକୁଡା ଫାର୍ମା ଓ…
Read More...

୨୬ ତାରିଖ ପର୍ଯ୍ୟନ୍ତ ବର୍ଷା ଓ ପବନ। କେଉଁ ସ୍ଥାନରେ ଜାଣନ୍ତୁ

ଭୁବନେଶ୍ବର,୨୪/୨(ଓଡ଼ିଆ ନ୍ୟୁଜ) : ସୋମବାର ରାଜ୍ୟର କେତେକ ସ୍ଥାନରେ ଝିପଝିପ ବର୍ଷା ହୋଇଥିବା ବେଳେ ପାଗ କୋହଲା ରହିଥିଲା। ଆସନ୍ତାକାଲିଠାରୁ ରାଜ୍ୟର କେତେକ ଜିଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ…
Read More...

ଭାରତରେ ପହଞ୍ଚିଲେ ଟ୍ରମ୍ପ। ସ୍ବାଗତକଲେ ମୋଦି

ଅହମଦାବାଦ,୨୪।୨: ଭାରତରେ ପହଞ୍ଚିଲେ ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ। ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପ ଦମ୍ପତିଙ୍କର ସ୍ବାଗତ କରିଛନ୍ତି। ବିମାନ ବନ୍ଦରରୁ ଟ୍ରମ୍ପ ଓ ମୋଦି ଗୁଜରାଟରରେ ଥିବା…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-କର୍ମକ୍ଷେତ୍ରରେ ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନ ହୋଇ କାମ କରି ସଫଳତା ହାସଲ କରିବେ। ସୀମା ନିର୍ଦ୍ଧାରଣକୁ କେନ୍ଦ୍ରକରି ବିବାଦ ହେତୁ ନିର୍ମାଣାଧୀନ କାମ ଗୁଡିକ ବାଧାପ୍ରାପ୍ତ ହୋଇପାରେ। ବ୍ୟବସାୟରେ ଟେନସନ୍‌ ଲାଗି ରହିବ, କିନ୍ତୁ କ୍ଷତିର ପ୍ରଶ୍ନ ରହିବ ନାହିଁ। ସଭାସମିତିରେ…
Read More...

ମୋ ସରକାରରେ ରାଜସ୍ୱ ବିଭାଗ ସାମିଲ ହେବ।

ଭୁବନେଶ୍ବର : ରାଜସ୍ବ ବିଭାଗ ‘ମୋ-ସରକାର’ କାର୍ଯ୍ୟକ୍ରମରେ ଚଳିତମାସ ୨୬ ତାରିଖରେ ସାମିଲ ହେବ। ସେହିଦିନ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜସ୍ବ ବିଭାଗର ମୋ-ସରକାର କାର୍ଯ୍ୟକ୍ରମକୁ ଲୋକସେବା ଭବନରେ ଉଦଘାଟନ କରି ରାଜସ୍ବ ସେବା ସଂକ୍ରାନ୍ତରେ ଲୋକମାନଙ୍କ ମତାମତ ଗ୍ରହଣ କରିବେ…
Read More...

ନବୀନଙ୍କ କୃତିତ୍ବ ପାଇଁ ଓଡିଶାରେ ଖେଲୋ ଇଣ୍ଡିଆ ଉଦଘାଟନ କଲେ ମୋଦି।

କଟକ : କଟକସ୍ଥିତ ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମ ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହି କ୍ରୀଡ଼ା…
Read More...