banner
Breaking
Browsing Category

ଜିଲ୍ଲା

ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ

ଭୁବନେଶ୍ୱର, ୧୨/୮:  ନ୍ୟୁ ଭୁବନେଶ୍ବର ପ୍ରେସ୍ କ୍ଲବ୍ ଓ ଓମ୍ ସାଇ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ମହାତ୍ମାଗାନ୍ଧି ପାର୍କ ନିକଟରେ ସକାଳୁ ଶତାଧିକ ଯୁବକ ଯୁବତୀ ଏକାଠି ହୋଇଥିଲେ। ଚଳିତ ବର୍ଷ ୱାକ୍ ଟୁ ଗ୍ରୀନ୍ ବିଷୟବସ୍ତୁକୁ ନେଇ ଯୁବ…
Read More...

ରୋଟାରୀ ଏଲିଟ’ର ଅଧିଷ୍ଠାନ ଦିବସ -ସଭାପତି ଭାବେ ରୋଟାରିଆନ ସୁବ୍ରତ ଦାସ, ସମ୍ପାଦକ ସୌରେନ୍ଦ୍ର ଦାଶ ମନୋନୀତ

ଭୁବନେଶ୍ବର:ଭୁବନେଶ୍ୱରର ସ୍ଥାପିତ ରୋଟାରୀ ଏଲିଟ ର 2023-24 ବର୍ଷ ପାଇଁ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇ ଅଛି। ଏହି ଅବସରରେ ରୋଟାରୀ ଏଲିଟର ନୂତନ କର୍ମକର୍ତା ମାନେ ଦାୟିତ୍ୱ ଗ୍ରହଣ କରିଥିଲେ,। ନୂତନ ସଭାପତି ଭାବେ ରୋଟାରୀଆନ ସୁବ୍ରତ ଦାସ ବିଦାୟୀ ସଭାପତି ଚିତ୍ତରଞ୍ଜନ ମିଶ୍ର ଙ୍କ…
Read More...

ଖାଦ୍ୟ ସୁରକ୍ଷା ପ୍ରଶିକ୍ଷଣ କର୍ମଶାଳା

ଢେଙ୍କାନାଳ : ଆରୋମା ଶିକ୍ଷା ଓ ସେବା ସମିତି ପକ୍ଷରୁ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଠାରେ ଏକ ହୋଟେଲ ପରିସରରେ ଖାଦ୍ୟ ସୁରକ୍ଷା ସମ୍ବଦ୍ଧୀୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆରୋମା ଶିକ୍ଷା ଓ ସେବା ସମିତିର ରାଜ୍ୟ ସଂଯୋଜକ ବିଭୂତି ଭୂଷଣ ଲେଙ୍କା, ଓରିଜନ ଉଦ୍ୟୋଗର…
Read More...

ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ଭୁବନେଶ୍ୱର : ଗାଡକଣ ସହରାଞ୍ଚଳ ସ୍ୱାସ୍ଥ୍ୟସେବା କେନ୍ଦ୍ର ଓ ସିଏଫଆର ସ୍ୱେଚ୍ଛାସେବୀ ଅନୁଷ୍ଠାନର ମିଳିତ ସହଭାଗିତାରେ ମଞ୍ଚେଶ୍ବର ରେଳବାଇ ଉଚ୍ଚ ବିଦ୍ୟାଳୟ ଠାରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ୧୨ ନମ୍ବର ଓାର୍ଡର କର୍ପୋରେଟର ଜୟନ୍ତୀ ସାହୁ ମୁଖ୍ୟ ଅତିଥି…
Read More...

ଉତ୍ତର ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ

ଭୁବନେଶ୍ୱର, : ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ଓ୍ବାର୍ଡରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି। କର୍ପୋରେଟର ଜୟନ୍ତୀ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ…
Read More...

ଓଡିଶା ସେବକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭୁବନେଶ୍ୱର : ଓଡିଶା ସେବକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ମଞ୍ଚେଶ୍ବର ସ୍ଥିତ ଧିରୀକୁଟି ସାହି ଠାରେ ପାଳିତ ହୋଇଯାଇଛି । ସଂଘର ସଭାପତି ଅଶୋକ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୧୧ ନମ୍ବର ଓ୍ବାର୍ଡର କର୍ପୋରେଟର ପ୍ରଭାସିନୀ ମହାନ୍ତି…
Read More...

ଉତ୍ତର ବିଧାୟକଙ୍କ ଦ୍ବାରା ଭତ୍ତା ବଣ୍ଟନ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ଓ୍ବାର୍ଡରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କର୍ପୋରେଟର ଜୟନ୍ତୀ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ବୃଦ୍ଧ, ବୃଦ୍ଧା ଓ ଶାରୀରିକ ଭିନ୍ନକ୍ଷମ…
Read More...

ଭୁବନେଶ୍ୱର ରଜ ମହୋତ୍ସବ ଉଦଘାଟିତ

ଭୁବନେଶ୍ୱର : ଭୁବନେଶ୍ୱର ରଜ ମହୋତ୍ସବ ପରିଷଦ ପକ୍ଷରୁ କଲ୍ୟାଣପୁର ସ୍ଥିତ ସ୍ୱସ୍ତିବନର ପ୍ରାକୃତିକ ପରିସରରେ ଅନୁଷ୍ଠିତ ରଜ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏହାକୁ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ…
Read More...

ଏଲପିଟିମ ପକ୍ଷରୁ ରଜ ମହୋତ୍ସବ

ଭୁବନେଶ୍ୱର : ଏଲପିଟିମ ପକ୍ଷରୁ ଚନ୍ଦ୍ରଶେଖରପୁର ସ୍ଥିତ ଦୁର୍ଗା ପଡିଆ ଠାରେ ରଜ ମହୋତ୍ସବ ଧୁମଧାମ୍‌ରେ ପାଳିତ ହୋଇଯାଇଛି । ଏହି ମହୋତ୍ସବରେ କଲୋନୀର ସମସ୍ତ ବର୍ଗର ଲୋକ ସାମିଲ ହୋଇଥିଲେ । ଅନୁଷ୍ଠାନ ପକ୍ଷରୁ ଚିତ୍ରାଙ୍କନ, ବକ୍ତୁତା, ରଙ୍ଗୋଲି, ପୁଚି, ମେହେନ୍ଦୀ, ବେଲୁନ୍ ଫଟା,ହୁଳହୁଳି,…
Read More...

ବାହାନଗା ଷ୍ଟେସନରେ ଅଟକିବ ନାହିଁ ଟ୍ରେନ

ବାଲେଶ୍ୱର - ୧୦।୬: ବାଲେଶ୍ୱର ଜିଲା ବାହାନଗା ବଜାର ଷ୍ଟେସନରେ ଏବେ କୌଣସି ଟ୍ରେନ ରହିବ ନାହିଁ। ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ଏଠାରେ କୌଣସି ଟ୍ରେନ ରହିବ ନାହିଁ ବୋଲି ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ ଜନସଂପର୍କ ଅଧିକାରୀ (ସିପିଆରଓ) ଆଦିତ୍ୟ ଚୌଧୁରୀ କହିଛନ୍ତି । ସେ କହିଛନ୍ତି, ରିଲେ…
Read More...