
Breaking
Browsing Category
ଅପରାଧ
ନକଲି ପୋଲିସ ଗିରଫ
ଭୁବନେଶ୍ୱର :କମିଶନରେଟ ପୋଲିସ ଏକ ୯ ଜଣିଆ ନକଲି ପୋଲିସ ଗ୍ୟାଙ୍ଗକୁ ଧରିଛି। ତେଲ ଟ୍ୟାଙ୍କର ସହ ଡ୍ରାଇଭର ଓ ହେଲ୍ପରଙ୍କୁ ଅପହରଣ କରି ନିସ୍ତୁକ ମାଡ଼ ମାରିବା ଏବଂ ମୁଣ୍ଡ ଜାମିନ ରଖି ମାଲିକଙ୍କଠାରୁ ୪ ଲକ୍ଷ ଟଙ୍କା ନେବା ମାମଲାରେ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା…
Read More...
Read More...
ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ
ସୁରଟ,୨୩।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚୋର କହିବା ଅଭିଯୋଗରେ ସୁରଟ କୋର୍ଟ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲା ୨୦୧୯ର ଅଟେ। ସାଧାରଣ ନିର୍ବାଚନ ପୂର୍ବରୁ କର୍ନାଟକର କୋଲାର ଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ରାହୁଲ ଗାନ୍ଧୀ…
Read More...
Read More...
ରାଜ୍ୟରେ ବଢୁଛି ଅପରାଧ
ଭୁବନେଶ୍ୱର,୨୧ା୩(ବ୍ୟୁରୋ):ରାଜ୍ୟରେ ଅପରାଧ ବଢ଼ି ଚାଲିଛି। ଏକଥା ଖୋଦ୍ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସୋମବାର ୨୦୨୨ ବର୍ଷ ପାଇଁ ପ୍ରକାଶିତ ଶ୍ୱେତପତ୍ରରେ ଉଲ୍ଲେଖ ରହିଛି। ୨୦୨୧ରେ ରାଜ୍ୟରେ ୧,୫୫, ୪୨୦ ଆପରାଧିକ ମାମଲା ରୁଜୁ ହୋଇଥିବାବେଳେ ୨୦୨୨ରେ ୧ଲକ୍ଷ ୭୮ ହଜାର ୧୯୦ଟି ଧର୍ତ୍ତବ୍ୟ ଅପରାଧ…
Read More...
Read More...
ସଲମାନ୍ ଖାନଙ୍କୁ ଧମକ
ମୁମ୍ବାଇ : ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନଙ୍କୁ ଏକ ଧମକପୂର୍ଣ୍ଣ ଇମେଲ ମିଳିଛି। ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରଙ୍କ ସହ କଥା ହେବାକୁ ଇମେଲରେ ଜରିଆରେ ସଲମାନଙ୍କୁ କୁହାଯାଇଛି। ଏହି ଇମେଲଟି ୧୮ ମାର୍ଚ୍ଚରେ ଆସିଥିଲା। ସଲମାନଙ୍କ ମ୍ୟାନେଜର ପ୍ରଶାନ୍ତ ଗୁଞ୍ଜଲକରଙ୍କ ଅଭିଯୋଗ କ୍ରମେ ମୁମ୍ବାଇ…
Read More...
Read More...
ପାଣିରେ ବୁଡି ଚିନ୍ମୟୀଙ୍କ ମୃତ୍ୟୁ ଘଟିଛି: ଏସ୍ ପି
ଭୁବନେଶ୍ୱର, ୭।୩(ବ୍ୟୁରୋ): ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏସ୍ପି ବି. ଗଙ୍ଗାଧର। ସେ କହିଛନ୍ତି, ଚିନ୍ମୟୀଙ୍କୁ ହତ୍ୟା କରାଯାଇନାହିଁ, ପାଣିରେ ବୁଡି ଚିନ୍ମୟୀଙ୍କ ମୃତ୍ୟୁ ଘଟିଛି। ହେଲେ କେମିତି ଓ କେଉଁ ପରିସ୍ଥିତିରେ…
Read More...
Read More...
ଭୁବନେଶ୍ବରରୁ଼ ଜବତ ହେଲା ହାତୀ ଦାନ୍ତ
ଭୁବନେଶ୍ୱର,୨୦।୨(ବ୍ୟୁରୋ): ଭୁବନେଶ୍ୱରରେ ହାତୀଦାନ୍ତ ର଼୍ୟାକେଟ ଧରାପଡିଛି। ସୈନିକ ସ୍କୁଲ ଛକ ନିକଟରେ ଡିଲ୍ବେଳେ ମୈତ୍ରୀବିହାର ଥାନା ପୋଲିସ ରବିବାର ସାରେ ଚଢ଼ାଉ କରି ୨ ବନ୍ୟଜନ୍ତୁ ଚାଲାଣକାରୀଙ୍କୁ ଧରିଛି। ସେମାନଙ୍କଠୁ ପ୍ରାୟ ୩ କେଜି ଓଜନର ଏକ ହାତୀ ଦାନ୍ତ ଜବତ କରାଯାଇଛି।…
Read More...
Read More...
ଚୌଦ୍ବାର ଜେଲରେ ରହିବ ଗୋପାଳ
ଝାରସୁଗୁଡ଼ା : ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୋମବାର କ୍ରାଇମବ୍ରାଞ୍ଚ ଦଳ ଝାରସୁଗୁଡ଼ା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ…
Read More...
Read More...
ଗୋପାଳ କହିଲା ହତ୍ୟାକାଣ୍ଡ ରହସ୍ୟ
ଭୁବନେଶ୍ବର : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିରୋଧରେ ଅସନ୍ତୋଷ ବୃଦ୍ଧି କରିବାକୁ ଯାଇ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସ ଦୁଇ ମାସ ହେବ ଔଷଧ ଖାଉନଥିଲେ। ୫ ଦିନିଆ ରିମାଣ୍ଡର ତଦନ୍ତ ବେଳେ ଏହି ସୂଚନା ମିଳିଛି। ଗୁରୁବାର, ଶୁକ୍ରବାର ଓ ଶନିବାର ଗୁଜରାଟର ଗାନ୍ଧୀନଗରସ୍ଥିତ ଫରେନ୍ସିକ…
Read More...
Read More...
ଧାର ଟଙ୍କାକୁ କେନ୍ଦ୍ରକରି ଗଣ୍ଡଗୋଳ ଜଣେ ମୃତ
ଭୁବନେଶ୍ୱର,୧୦ା୨ : ଧାର ଟଙ୍କାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଗୁରୁବାର ରାତିରେ ଅପହରଣ କରାଯିବା ଏବଂ ପରେ ଶହୀଦନଗର ଥାନା ପରିସରରେ ତାଙ୍କର ମୃତ୍ୟୁ ଘଟିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଗାଡ଼କଣ ଅଞ୍ଚଳରେ ରହୁଥିବା ବିଚିତ୍ର ପଲେଇ(୪୨)। ପୋଲିସ ଏହି ଘଟଣାରେ ସମ୍ପୃକ୍ତ…
Read More...
Read More...
ଅର୍ଚ୍ଚନା ନାଗ ମାମଲାର ଚାର୍ଜସିଟ୍ ଦାଖଲ
କଟକ :ବହୁ ଚର୍ଚ୍ଚିତ ବ୍ଲାକ୍ମେଲର ଅର୍ଚ୍ଚନା ନାଗ ଜାମିନ ଆବେଦନ ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଛି। ଆବେଦନକାରୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଥିବା ଶୁଣାଣିବେଳେ ସ୍ପଷ୍ଟ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତର ସାନି ସ୍ଥିତି ଅବଗତ କରାଯାଇଛି। ଚାର୍ଜସିଟ୍ରେ ଉଲ୍ଲେଖ…
Read More...
Read More...