banner
Breaking
Browsing Category

ଅପରାଧ

ଚୌଦ୍ବାର ଜେଲରେ ରହିବ ଗୋପାଳ

ଝାରସୁଗୁଡ଼ା : ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୋମବାର କ୍ରାଇମବ୍ରାଞ୍ଚ ଦଳ ଝାରସୁଗୁଡ଼ା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ…
Read More...

ଗୋପାଳ କହିଲା ହତ୍ୟାକାଣ୍ଡ ରହସ୍ୟ

ଭୁବନେଶ୍ବର : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିରୋଧରେ ଅସନ୍ତୋଷ ବୃଦ୍ଧି କରିବାକୁ ଯାଇ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସ ଦୁଇ ମାସ ହେବ ଔଷଧ ଖାଉନଥିଲେ। ୫ ଦିନିଆ ରିମାଣ୍ଡର ତଦନ୍ତ ବେଳେ ଏହି ସୂଚନା ମିଳିଛି। ଗୁରୁବାର, ଶୁକ୍ରବାର ଓ ଶନିବାର ଗୁଜରାଟର ଗାନ୍ଧୀନଗରସ୍ଥିତ ଫରେନ୍ସିକ…
Read More...

ଧାର ଟଙ୍କାକୁ କେନ୍ଦ୍ରକରି ଗଣ୍ଡଗୋଳ ଜଣେ ମୃତ

ଭୁବନେଶ୍ୱର,୧୦ା୨ : ଧାର ଟଙ୍କାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଗୁରୁବାର ରାତିରେ ଅପହରଣ କରାଯିବା ଏବଂ ପରେ ଶହୀଦନଗର ଥାନା ପରିସରରେ ତାଙ୍କର ମୃତ୍ୟୁ ଘଟିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଗାଡ଼କଣ ଅଞ୍ଚଳରେ ରହୁଥିବା ବିଚିତ୍ର ପଲେଇ(୪୨)। ପୋଲିସ ଏହି ଘଟଣାରେ ସମ୍ପୃକ୍ତ…
Read More...

ଅର୍ଚ୍ଚନା ନାଗ ମାମଲାର ଚାର୍ଜସିଟ୍ ଦାଖଲ

କଟକ :ବହୁ ଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ଜାମିନ ଆବେଦନ ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଛି। ଆବେଦନକାରୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଥିବା ଶୁଣାଣିବେଳେ ସ୍ପଷ୍ଟ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତର ସାନି ସ୍ଥିତି ଅବଗତ କରାଯାଇଛି। ଚାର୍ଜସିଟ୍‌ରେ ଉଲ୍ଲେଖ…
Read More...

ନିଜ ଫଟୋ ଦେଖି ହସିଲା ଗୋପାଳ

ଝାରସୁଗୁଡା : ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଅଭିଯୁକ୍ତ ଗୋପାଳ ଦାସଙ୍କର ହେବ ନାର୍କୋ ଟେଷ୍ଚ । ଏଥିପାଇଁ ସେ ଝାରସୁଗୁଡା ବିମାନ ବନ୍ଦରରୁ କୋଲକାତା ପରେ ଗୁଜରାଟର ଅହମଦାବାଦ ଯାଇଛି। ଏହିଠାରେ ତାଙ୍କର ନାର୍କୋ ଟେଷ୍ଟ ହେବ। ସେ ଏହି ଘଟଣାକୁ ନେଇ ଯେଉଁ ବୟାନ ତଦନ୍ତକାରୀ ଟିମକୁ ଦେଇଛନ୍ତି…
Read More...

ପୁଣି ୫ ଦିନ ରିମାଣ୍ଡରେ ଗୋପାଳ

ଝାରସୁଗୁଡ଼ା : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ପୁଣି ୫ ଦିନ ରିମାଣ୍ଡରେ ଯାଇଛନ୍ତି ଅଭିଯୁକ୍ତ ଗୋପାଳ ଦାସ। ବୁଧବାର ତୃତୀୟ ପର୍ଯ୍ୟାୟରେ ୫ ଦିନ ରିମାଣ୍ଡରେ ନେବାକୁ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟ ଅନୁମତି ଦେଇଛନ୍ତି। ଏହି ସମୟରେ ଗୋପାଳଙ୍କର ନାର୍କୋ ଏବଂ ପଲିଗ୍ରାଫ୍‌…
Read More...

ଝାରସୁଗୁଡ଼ା ଯିବେ ଜଷ୍ଟିସ ଜେ ପି ଦାସ

ବ୍ରଜରାଜନଗର : ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାରେ ମଙ୍ଗଳବାର ଜଷ୍ଟିସ ଜେ. ପି. ଦାସ ଝାରସୁଗୁଡ଼ା ଯିବେ। ଘଟଣାର ଅଧିକ ତଦନ୍ତ ଲାଗି ଜଷ୍ଟିସ ଦାସଙ୍କ ତତ୍ତ୍ବାବଧାନରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ବୁଧବାର ଜଷ୍ଟିସ ଦାସ ଘଟଣାସ୍ଥଳ ତଦାରଖ କରିବେ ବୋଲି ସୂଚନା ମିଳିଛି।
Read More...

ଗୋପାଳ ରିମାଣ୍ଡ ଅବଧି ବଢିଲା

ଝାରସୁଗୁଡ଼ା : ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାରୀ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସଙ୍କ ରିମାଣ୍ଡ ଅବଧି ବଢ଼ିଛି। ପୂର୍ବରୁ ୪ ଦିନିଆ ରିମାଣ୍ଡରେ ଯାଇଥିଲେ ଗୋପାଳ। ଶନିବାର ଏହି ଅବଧି ସରୁଥିବା ବେଳେ କ୍ରାଇମବ୍ରାଞ୍ଚ ପୋଲିସ ତରଫରୁ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ…
Read More...

କାଲି ଲାଗିଥିଲା ୪ ଦଫା, ଆଜିକି ୧୦ ହେଇଗଲା :ସାଲୁଜା

ଭୁବନେଶ୍ୱର: କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅକୁ ପୋଲିସ ଗିରଫ କରିଛି । ଅଭିଯୋଗ ଅନୁସାରେ, ସାଲୁଜାଙ୍କ ପୁଅ ସେଜି ଅନ୍ୟ ସାଙ୍ଗମାନଙ୍କ ସହ ମିଶି ସିନେମା ହଲରେ ଗଣ୍ଡଗୋଳ କରିଥିଲେ । ଯେଉଁଥିପାଇଁ ପୋଲିସ ସେଜିଙ୍କ ସହ ୬ ଜଣଙ୍କୁ ଗିରଫ କରିଛି । ପୁଅ ସହ ୬ ଜଣଙ୍କୁ…
Read More...

କାଗଜ ଖଣ୍ଡକୁ ମିଳିବ କି ହତ୍ୟା ରହସ୍ୟ?

ଝାରସୁଗୁଡ଼ା : ନବ ଦାସଙ୍କ ମୃତ୍ୟୁକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ବାସ୍ତବ ସତ କଣ ତାହା ତଦନ୍ତ ଶେଷ ହେବା ପରେ ଜଣାପଡ଼ିବ। କିନ୍ତୁ ଏନେଇ ଅନେକ ପ୍ରଶ୍ନ ଉଠିଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି କଲା ଗୋପାଳ ? ଗୁଳି ପଛର କାରଣ ବ୍ୟକ୍ତିଗତ ଶତ୍ରୁତା ନା ଆଉ…
Read More...