banner
Breaking

ଜଗନ୍ନାଥଙ୍କୁ ଦର୍ଶନ କଲେ ଶାହା।

0

ପୁରୀ, ୨୯ା୨(ଓଡ଼ିଆ ନ୍ୟୁଜ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଦୁଇ ଦିନିଆ ଗସ୍ତରୁ ଆଜି ଦ୍ୱୀତିୟ ଦିନରେ ପୁରୀରେ ସେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ପ୍ରହ୍ଲାଦ ସିଂ ପଟେଲ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ସେଠାରେ ଦର୍ଶନ କରିବା ପରେ ଶାହା କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବର୍ତ୍ତମାନ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ଏହାପରେ ଦିଲ୍ଲୀ ଫେରିଯିବା ନେଇ ଜଣାପଡ଼ିଛି ।

Khansweb Solution Bhubaneswar

Leave A Reply

Your email address will not be published.