banner
Breaking

କଟକ ବାଲିଯାତ୍ରାକୁ ମିଳିବ ରାଜ୍ୟ ସ୍ତରୀୟ ମାନ୍ୟତା-ପ୍ରତାପ ଜେନା

0

ଭୁବନେଶ୍ୱର,୧।୧୧(ଓଡ଼ିଆ ନ୍ୟୁଜ): କଟକ ବାଲିଯାତ୍ରାକୁ ସରକାରୀ ମାନ୍ୟତା ଦିଆଯିବ। ଏହାକୁ ରାଜ୍ୟସ୍ତରୀୟ ପର୍ବ ଭାବେ ପାଳନ କରାଯି। ସରକାରଙ୍କ ନଗର ଉନ୍ନୟନ, ସଂସ୍କୃତ ବିଭାଗ ପକ୍ଷରୁ ଆର୍ଥିକ ସହଯୋଗ ମଧ୍ୟ କରାଯିବ ବୋଲି ଶୁକ୍ରବାର ଏକ ପ୍ରସ୍ତୁତି ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ତେବେ ବାଲିଯାତ୍ରାକୁ ସରକାରୀ ମାନ୍ୟତା ପାଇଁ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ଜିଲାପାଳ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.