banner
Breaking
Monthly Archives

December 2020

ରାଜନେତା ଓ ସରକାରୀ କର୍ମଚାରୀ ଦେବେ ସମ୍ପତ୍ତି ତାଲିକା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୧୨(ବୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ସର୍ବଦା ସ୍ବଚ୍ଛତାକୁ ଗୁରତ୍ୱ ଦେଇ ଆସିଛନ୍ତି। ଦୁର୍ନୀତି ବିରୋଧୀ ସ୍ବରକୁ ଆହୁରି ଶାଣିତ କରିବାକୁ ସମସ୍ତ ଜନ…
Read More...

ସାହିତ୍ୟ ହାରି ଯାଉଥିବା ଲୋକକୁ ବଞ୍ଚିବାର ପ୍ରେରଣା ଦିଏ। ବିନ୍ଦୁ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୨୯/୧୨- ବିନ୍ଦୁ ସାହିତ୍ଯ ସମାଜର ବାର୍ଷିକୋତ୍ସବ ଓ ଗଳ୍ପ ଆସର ୱେବନାର ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ସଭାପତି ପ୍ରଫେସର ନିତ୍ଯାନନ୍ଦ ମିଶ୍ର ଉଦଘାଟନ କରି ତାଙ୍କ ଅଭିଭାଷଣରେ ବିନ୍ଦୁ ସାହିତ୍ଯ ସମାଜର ଆଭିମୂଖ୍ଯ ସ୍ପଷ୍ଟ କରିଥିଲେ।ଏଥିରେ…
Read More...

ଅରୁଣ ବୋଥ୍ରାଙ୍କୁ ନୂଆବର୍ଷ ଭେଟି।

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ନୂଆବର୍ଷ ଭେଟି ସ୍ବରୂପ ବରିଷ୍ଠ ପୋଲିସ ଅଧିକାରୀ ଅରୁଣ ବୋଥ୍ରା ଏଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ଏଥିସହିତ ୮ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ୨୦୨୧ ଜାନୁୟାରୀ ୧ ରୁ ପଦୋନ୍ନତି ଦିଆଯାଇଛି। ୧୯୯୬ ବ୍ୟାଚ୍‌ର ଅରୁଣ ବୋଥ୍ରା ପୋଲିସ ବିଭାଗର ଅତିରିକ୍ତ ଡିଜି…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ବନ୍ଧୁମିଳନ ସହ ଅର୍ଥ, ଉଚ୍ଚସମ୍ମାନ ପ୍ରଦାନ କରିବ। ଆଶା କରିଥିବା କାର୍ଯ୍ୟଟିରେ ସଫଳତା ସକାଶେ ବହୁତ ଶ୍ରମ ସ୍ବୀକାର କରିବାକୁ ପଡ଼ିପାରେ। ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇ ସାଙ୍ଗଠନିକ କାର୍ଯ୍ୟକୁ ତ୍ୱରାନ୍ବିତ କରିପାରିବେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।…
Read More...

ଏହି ରାଜ୍ୟରେ ମାଗଣାରେ ଦିଆଯିବ କରୋନା ଟୀକା।

ନୂଆଦିଲ୍ଲୀ,୧୩।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ ଦେଶରେ କରୋନା ଟିକା ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା ମଧ୍ୟ କରି ସାରିଛନ୍ତି। ଇତିମଧ୍ୟରେ ୫ ରାଜ୍ୟ ସରକାର ଲୋକଙ୍କୁ ମାଗଣାରେ କରୋନା ଟିକା ଦେବା ଲାଗି ଘୋଷଣା…
Read More...

୨୪ରେ ଖୋଲିବ ଶ୍ରୀମନ୍ଦିର।

ପୁରୀ , ୧୨।୧୨: କରୋନା ଯୋଗୁ ପ୍ରାୟ ୯ମାସ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିର ଏବେ ଖୋଲିବାକୁ ଯାଉଛି। ଏନେଇ ଶନିବାର ମନ୍ଦିର ପ୍ରଶାସନ ଏବଂ ଛତିଶା ନିଯୋଗ ପକ୍ଷରୁ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ଖୋଲିବାକୁ ଛତିଶା ନିଯୋଗ ସମ୍ମତି ପ୍ରଦାନ କରିଥିବାବେଳେ ୨ଦିନ ମଧ୍ୟରେ…
Read More...

ଆସନ୍ତାକାଲି ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ।

ଭୁବନେଶ୍ୱର,୭/୧୨(ଓଡ଼ିଆ ନ୍ୟୁଜ): ଆସନ୍ତାକାଲି ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଭାରତ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତାକାଲି(ମଙ୍ଗଳବାର) ଛୁଟି ଘୋଷଣା କରାଯାଇଛି। ତେବେ ବନ୍ଦ ସମୟରେ ସମସ୍ତ ଅତ୍ୟାବଶ୍ୟକ ସେବା ବଜାୟ ରହିବ ବୋଲି ରାଜ୍ୟ ସରକାରଙ୍କ…
Read More...

ରାସ୍ତା ଉପରେ ଚାଷୀ। କାଲି ଭାରତ ବନ୍ଦ।

ଭୁବନେଶ୍ବର, ୭/୧୨ - କ୍ଷେତ ଛାଡ଼ି ରାଜପଥରେ ଅନ୍ନଦାତା । ଉତ୍ପାଦିତ ସାମଗ୍ରୀର ବିକ୍ରି, ଉଚିତ ମୂଲ୍ୟ, ମଣ୍ଡି ବ୍ୟବସ୍ଥା ଓ ଅନ୍ୟ ପ୍ରସଙ୍ଗ ନେଇ ଶୀତ କାକରରେ ରାଜପଥରେ ବସିଛି, ସରକାରଙ୍କ ବିରୋଧରେ ଗର୍ଜନ କରୁଛି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଘରକୁ ଫେରିବ ନାହିଁ ବୋଲି ଶପଥ କରିଛି । …
Read More...

ଭାରତରେ ପହଞ୍ଚିଲା ରୁଷିଆ କୋଭିଡ ଟୀକା ।

ପୁଣେ: ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଭାରତରେ ପହଞ୍ଚିଲା ରୁଷ ପ୍ରସ୍ତୁତ କୋଭିଡ଼ ଟୀକା ସ୍ପୁଟନିକ୍ ଭି । ଏହି ଟୀକାକୁ ଚଳିତ ମାସରେ ରୁଷର ଜନସାଧାରଣଙ୍କ ନିମନ୍ତେ ଗଣ ଟୀକାକରଣ କରାଯିବାକୁ ରାଷ୍ଟ୍ରପତି ପୁଟିନ ଘୋଷଣା କରିଛନ୍ତି । ମାତ୍ର ଭାରତରେ ଏହି ଟୀକା କେତେ କାର୍ଯ୍ୟକ୍ଷମ ହେବ ସେ…
Read More...

ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଓ ଅରୁଣ ସାହୁଙ୍କ ବହିସ୍କାର ଦାବିକଲା ବିଜେପି।

ଭୂବନେଶ୍ୱର,୭/୧୨(ଓଡ଼ିଆ ନ୍ୟୁଜ):ପରୀ ହତ୍ୟାର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ରାଜଭବନ ସମ୍ମୁଖରେ ଧାରଣା ଦେଇଛି ବିଜେପି । ଅନ୍ୟପକ୍ଷରେ ଦଳର ମହିଳା ମୋର୍ଚା ପ୍ରତିନିଧିମାନେ ରାଜ୍ୟପାଳଙ୍କୁ ଭେଟି ଘଟଣାରେ ହସ୍ତକ୍ଷେପ କରିବାକୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି…
Read More...