banner
Breaking
Monthly Archives

December 2021

ଆଜି କ୍ୟାବିନେଟ ବୈଠକ

ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ):ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସାଢେ ୧୨ଟା ସମୟରେ ଲୋକସେବା ଭବନଠାରେ ଅନୁଷ୍ଠିତ ହେବ। ଭର୍ଚୁଆଲ ମୋଡ୍‌ରେ ବସିବାକୁ ଥିବା କ୍ୟାବିନେଟ୍‌ରେ ୧୧ଟି ପ୍ରସ୍ତାବ ଉପରେ ମୋହର…
Read More...

ଆଜି ଦାୟିତ୍ୱ ନେବେ ନୂଆ ପୋଲିସ ମହାନିର୍ଦ୍ଦେଶକ

କଟକ,୩୧/୧୨(ବ୍ୟୁରୋ) : ଓଡ଼ିଶାର ନୂତନ ପୁଲିସ ମହାନିର୍ଦେଶକ ଭାବେ ନିଯୁକ୍ତି ପାଇଥିବା ୧୯୮୭ ବ୍ୟାଚର ଆଇପିଏସ୍‌ ସୁନୀଲ କୁମାର ବଂଶଲ ଶୁକ୍ରବାର ଦାୟିତ୍ବ ନେବେ। ଗୁରୁବାର ଶ୍ରୀ ବଂଶଲ ରାଜଧାନୀରେ ପହଞ୍ଚିଛନ୍ତି । ଶୁକ୍ରବାର ଅପରାହ୍ଣରେ ବକ୍ସିବଜାରସ୍ଥିତ ପୁଲିସ ମୁଖ୍ୟାଳୟରେ ଶ୍ରୀ ବଂଶଲ…
Read More...

ମନ୍ଦିର, ମସଜିଦ ସବୁ ବନ୍ଦ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ବିଏମ୍‌ସି ଅଧୀନରେ ଥିବା ସବୁ ଧର୍ମାନୁଷ୍ଠାନ ୩ ଦିନ ବନ୍ଦ ରହିବ । ୩୧ରୁ ୨ ତାରିଖ ଯାଏ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଧର୍ମାନୁଷ୍ଠାନ। ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଜନସାଧାରଣଙ୍କ ସ୍ବାସ୍ଥ୍ୟ ଏବଂ…
Read More...

ଭାରତରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ

ମୁମ୍ବଇ,୩୧/୧୨ : ଦେଶରେ କୋଭିଡ-୧୯ର ଓମିକ୍ରନ ପ୍ରକରଣରେ ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି । ଏହା ଦେଶରେ ପ୍ରଥମ ଓମିକ୍ରନ ସଂକ୍ରମଣ ଜନିତ ମୃତ୍ୟୁ । ମହାରାଷ୍ଟ୍ରର ପିମ୍ପ୍ରି ଅଞ୍ଚଳର ୫୨ ବର୍ଷ ବୟସ୍କ ଏହି ବ୍ୟକ୍ତିଜଣକ ନାଇଜେରିଆରୁ ଫେରିଥିଲେ । ତାଙ୍କର ନମୁନା…
Read More...

ଜାନୁଆରୀ ମାସ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଜାନୁଆରି ମାସ ପାଇଁ କରୋନା ଗାଇଡଲାଇନ ଘୋଷଣା କରିଛନ୍ତି। ଜାନୁଆରି ମାସ ପାଇଁ ଜାରି ହୋଇଥିବା ଗାଇଡଲାଇନ କଟକଣା କଡାକଡି କରାଯାଇଛି। କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜ୍ୟ ସରକାର ଜାରି କରିଥିବା ଗାଇଡଲାଇନରେ…
Read More...

ଭାରତର ବୃହତ ବିଜୟ

ସେଞ୍ଚୁରିୟନ୍‌,୩୦।୧୨:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଗୁରୁବାର ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୧୧୩ ରନ୍‌ରେ ପରାସ୍ତ କରିଛି। ଓପନର୍‌ କେ.ଏଲ ରାହୁଲଙ୍କ ଏକ ଶତକ ଯୋଗୁ ଭାରତ ପ୍ରଥମ ଇନିଂସରେ ୩୨୭ ରନ ସ୍କୋର କରିବା ପରେ ୧୯୭ ରନରେ ଆୟୋଜକଙ୍କ ଅଲଆଉଟ୍‌…
Read More...

ଇନୋଭେସନ୍‍ ରାଙ୍କିଙ୍ଗ ୨୦୨୧ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ପ୍ରଥମ ସ୍ଥାନ ବଜାୟ ରଖିଲା କିଟ୍‍

ଭୁବନେଶ୍ୱର : ଗବେଷଣା ଓ ସର୍ଜନା କ୍ଷେତ୍ରରେ କିଟ୍‍ ବିଶ୍ୱବିଦ୍ୟାଳୟକୁ ମିଳିଛି ଭାରତ ସରକାରଙ୍କ ସ୍ୱୀକୃତି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଅଟଳ ରାଙ୍କିଙ୍ଗ ଅଫ୍‍ ଇନ୍‍ଷ୍ଟିଚ୍ୟୁସନ୍‍ ଅନ୍‍ ଇନୋଭେସନ୍‍ ଆଚିଭମେଣ୍ଟ (ଏଆରଆଇଆଇଏ)ରେ ସମଗ୍ର ଭାରତର ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ କିଟ୍‍…
Read More...

ଦେଶରେ ହଜାର ମୁହାଁ ଓମିକ୍ରନ୍

ନୂଆଦିଲ୍ଲୀ, ୩୦।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ସଙ୍କଟ ଘନେଇବାରେ ଲାଗିଛି। ଇତିମଧ୍ୟରେ ଦେଶର ୨୨ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୬୧ ଛୁଇଁଛି। ଦେଶରେ ଓମିକ୍ରନ୍‌ ଅଣାୟତ୍ତ ହେବା…
Read More...

ଗିରଫ ହେଲେ କାଳିଚରଣ

ରାୟପୁର,୩୦ ।୧୨: ମହାତ୍ମା ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣି ଦେଇଥିବା କାଳିଚରଣ ମହାରାଜଙ୍କୁ ଶେଷରେ ପୋଲିସ ଗିରଫ କରିଛି । ରାୟପୁର ପୋଲିସ ତାଙ୍କୁ ମଧ୍ୟପ୍ରଦେଶର ଖୁଜରାହୋରୁ ଗିରଫ କରିଛି । କାଳିଚରଣଙ୍କ ବିରୋଧରେ ଛତିଶଗଡ଼ଠାରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ମାମଲା ଦାୟର କରାଯାଇଛି ।…
Read More...

ବିଶ୍ବସ୍ତରୀୟ ହେବ ନନ୍ଦନକାନନ ଚିଡିଆଖାନା

ବାରଙ୍ଗ,୩୦।୧୨(ବ୍ୟୁରୋ): ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଖୁବ୍‌ଶୀଘ୍ର ହେବାକୁ ଯାଉଛି ବିଶ୍ୱସ୍ତରୀୟ ଚିଡ଼ିଆଖାନା। ଏଥିପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି। ଏଥିସହ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ସ୍ବୀକୃତି ଦେଇଛନ୍ତି ବୋଲି ପ୍ରଧାନ ମୁଖ୍ୟ…
Read More...