banner
Breaking
Monthly Archives

May 2020

ମାନବ ଜାତିକୁ କରୋନା ଦାଉରୁ ରକ୍ଷା କରିବା ପାଇଁ ୭୧ ଦିନଧରି ହୋମଯଜ୍ଞ ଜାରି ରଖିଛନ୍ତି ସମାଜସେବୀ ନିବେଦିତା ଲେଙ୍କା।

ଭୁବନେଶ୍ୱର,୩୧/୫(ଓଡ଼ିଆ ନ୍ୟୁଜ): ମହାମାରୀ କରୋନାକୁ ପରାଜିତ କରିବା ଏବଂ ତାର ସଂକ୍ରମଣ ପଥରୋଧ କରିବା ସମଗ୍ର ବିଶ୍ୱପାଇଁ ଏକ ଚ୍ୟାଲେଞ୍ଜ ପରିସ୍ଥିତି ସୃଷ୍ଟି କରିଛି। ମାରାତ୍ମକ ନୋବେଲ କରୋନା ଭୂତାଣୁ ବା କୋଭିଡ଼-୧୯ ତାର ଭୟଙ୍କର କାୟା ବିସ୍ତାର କରିଚାଲିଛି। ଦୁର୍ବଳ ହେବାର ନାଁ ହିଁ…
Read More...

ସରିଲା ଲକଡାଉନ୍। କାଲିଠାରୁ ୩୦ ଦିନ ଅନଲକଡାଉନ୍-୧

ନୂଆଦିଲ୍ଲୀ,୩୧/୩(ଓଡ଼ିଆ ନ୍ୟୁଜ): କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଲକ୍‌ଡାଉନ୍ ୪.୦‌ ଶେଷ ହେବା ଦିନକ ପୂର୍ବରୁ ସରକାର ଜୁନ୍‌ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି।ଏହାକୁ ଅନ୍ ଲକଡାଉନ୍ ୧ ବୋଲି କୁହାଯାଇଛି। ଏଥିରେ ଧାର୍ମିକସ୍ଥଳ, ହୋଟେଲ୍‌ ଓ ସପିଂମଲ୍‌କୁ…
Read More...

ଭୁବନେଶ୍ୱରର ଚନ୍ଦକାରେ ହେବ ବିଶ୍ବସ୍ତରୀୟ ପ୍ରାଣୀ ଚିକିତ୍ସାଳୟ।

ଭୁବନେଶ୍ୱର,୩୧/୫(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ଚନ୍ଦକା ବନାଞ୍ଚଳରେ ହେବ ବନ୍ୟପ୍ରାଣୀଙ୍କ ପାଇଁ ବିଶ୍ୱସ୍ତରୀୟ ପ୍ରାଣୀ ଚିକିତ୍ସାଳୟ।  ଏଥିସହ ରାଜ୍ୟର ହାତୀ କରିଡର ସଂଖ୍ୟା ୧୪ରୁ ୧୬କୁ ବଢାଯିବ ବୋଲି ଲୋକସେବା ଭବନରେ ହାତୀଙ୍କ ସୁରକ୍ଷା ପାଇଁ ଆୟୋଜିତ ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ…
Read More...

ବନ୍ଦେ ଉତ୍କଳ ଜନନୀ ଗାଇ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ସରସ୍ବତୀ କଳା ପରିଷଦ ଓ ଭାରତୀୟ ଜନତା ପାର୍ଟି ସମବାୟ ସେଲ…

କଟକ,୩୦/୫(ଓଡ଼ିଆ ନ୍ୟୁଜ):ସରସ୍ବତୀ କଳା ପରିଷଦ, କଳାବିହାର,କନ୍ଦରପୁର ଓ ଭାରତୀୟ ଜନତା ପାର୍ଟି ସମବାୟ ସେଲ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଓ ତାଙ୍କ ବାର୍ତାରେ ଅନୁପ୍ରାଣିତ ହୋଇ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ,ସେମାନଙ୍କୁ ଉତ୍ସାହ ଯୋଗାଇବା ପୂର୍ବକ କାନ୍ତକବି…
Read More...

ବନ୍ଦେ ଉତ୍କଳ ଜନନୀ ଗୁଞ୍ଜରଣରେ ପୂରି ଉଠିଲା ଜଗତସିଂହପୁର।

ଜଗତସିଂହପୁର,୩୦/୫(ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ କରୋନା ଯୋଦ୍ଧା ମାନଙ୍କ ସମ୍ମାନାର୍ଥେ ଜଗତସିଂହପୁର ବିଜୁ ଜନତା ଦଳ ତରଫରୁ ସାମାଜିକ ଦୂରତା ରକ୍ଷା କରି ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ମାନ୍ୟବର ବିଧାୟକ,ଜିଲ୍ଲା ଯୋଜନା କମିଟି…
Read More...

ରାଜ୍ୟରେ ଆଜି ସର୍ବାଧିକ ୧୨୯ ପଜିଟିଭ୍ ଚିହ୍ନଟ।ଆକ୍ରାନ୍ତଙ୍କ ସ°ଖ୍ୟା ୧୯୪୮ କୁ ବୃଦ୍ଧି।

ଭୁବନେଶ୍ୱର,୩୧/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ଆଜି ସର୍ବାଧିକ ୧୨୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୧୯ଜଣ କ୍ବାରେଣ୍ଟାଇନରୁ ଓ ୧୦ ଜଣ ସ୍ଥାନୀୟ ଲୋକ।ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି କିଛିଟା ଭଲ ସହ ଖର୍ଚ୍ଚଭାରର ଆଧିକ୍ୟ,ପୁରାତନ ରୋଗପୀଡା,ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିପାରନ୍ତି। ନିକଟ ସଂପର୍କୀୟମାନେ ନିଆଁରେ ଘିଅ ଢାଳିଲାପରି କଟୁ କଥା କହି ମାନସିକ ଆଘାତ ଦେଇପାରନ୍ତି। ଅବଶ୍ୟ ଆପଣ ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେଇ ପ୍ରତିଟି ସମସ୍ୟାକୁ ସୁଧାରି…
Read More...

ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର ,୩୦।୫(ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ସମଗ୍ର ବିଶ୍ୱର ବିଭିନ୍ନ ସ୍ଥାନରେ ରହିଥିବା ଓଡ଼ିଆ ଭାଇଭଉଣୀମାନେ କୋଭିଡ୍‌ ଯୋଦ୍ଧାମାନଙ୍କ ନିଷ୍ଠା, ତ୍ୟାଗ ଓ ସେବାକୁ ସମ୍ମାନ ଜଣାଇ ସନ୍ଧ୍ୟା ୫.୩୦ ମିନିଟ୍‌ରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ…
Read More...

ସରକାରଙ୍କ ହାତରେ ରଥଯାତ୍ରା ଡୋରି।

ପୁରୀ , ୩୦।୫(ଓଡ଼ିଆ ନ୍ୟୁଜ): ଚଳିତ ବର୍ଷ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ଶନିବାର ଭୁବନେଶ୍ୱର ଓ ପୁରୀରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ନିଳାଦ୍ରିବିଜେ ପର୍ଯ୍ୟନ୍ତ ଭକ୍ତଙ୍କ…
Read More...

ରାଜଧାନୀରେ ହାଇଫ୍ରୋଫାଇଲ ଜୁଆ ଆଡ୍ଡା।

ଭୁବନେଶ୍ୱର, ୩୦।୫(ବ୍ୟୁରୋ): କରୋନା କଟକଣା ଭିତରେ ରାଜଧାନୀ ଭୁବନେଶ୍ୱରରେ ହାଇ ପ୍ରୋଫାଇଲ ଜୁଆ ଆଡ୍ଡା ଚାଲିଛି। ନୟାପଲ୍ଲୀ ଭିଆଇପି କଲୋନୀରେ ଏକ ହୋଟେଲରେ ଏହି ଜୁଆ ଆଡ୍ଡା ଚାଲିଥିବା ଖବର ପାଇ ନୟାପଲ୍ଲୀ ପୋଲିସର ଶୁକ୍ରବାର ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା। ଏହି ସମୟରେ ୯ଜଣ…
Read More...