banner
Breaking
Monthly Archives

May 2020

ମୋଦି ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବର୍ଷ ପୂରଣ। କଣ କହିଲେ ମୋଦି

ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରଙ୍କୁ ଏକ ବର୍ଷ ପୂରଣ ହୋଇଛି। ଏହି ବର୍ଷପୂର୍ତ୍ତି ଅବସରରେ ମୋଦି ଜାତି ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ସରକାରଙ୍କ ଉପଲବ୍ଧି ଓ ଆଗକୁ ଥିବା ଆକାଂକ୍ଷା ବିଷୟରେ ଉଲ୍ଲେଖ କରିଛନ୍ତି। କରୋନା…
Read More...

ରାଜ୍ୟରେ ପୁଣି ୯୬ ପଜିଟିଭ। ଆକ୍ରାନ୍ତଙ୍କ ସ°ଖ୍ୟା ୧୮୧୮କୁ ବୃଦ୍ଧି।

ଭୁବନେଶ୍ୱର, ୩୦।୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଶନିବାର ପୁଣି ୯୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯ରେ ପହଞ୍ଚିଛି। ତେବେ ସମସ୍ତ ନୂଆ ଆକ୍ରାନ୍ତ କ୍ବାରେଣ୍ଟାଇନ ସେଣ୍ଟରରେ ଥିଲେ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…
Read More...

ଇଣ୍ଡିଆ ବଦଳରେ ଭାରତ କିମ୍ବା ହିନ୍ଦୁସ୍ଥାନ ପାଇଁ ସୁପ୍ରିମକୋର୍ଟରେ ପିଟିଶନ।

ନୂଆଦିଲ୍ଲୀ,୩୦ା୫(ବ୍ୟୁରୋ): ସମ୍ବିଧାନ ସଂଶୋଧନ କରି ଦେଶର ନଁ। ଇଣ୍ଡିଆ ବଦଳରେ ‘ଭାରତ’ କିମ୍ବା ‘ହିନ୍ଦୁସ୍ଥାନ’ ରଖିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ସୁପ୍ରିମକୋର୍ଟରେ ପିଟିଶନ ଦାଏର ହୋଇଥିଲା। ଜୁନ୍‌ ୨ରେ ଏହାର ଶୁଣାଣି କରିବାକୁ ଅଦାଲତ ନିଷ୍ପତ୍ତି ନେଇଛନ୍ତି।…
Read More...

ରାଜୀବଗାନ୍ଧୀ ଖେଲରତ୍ନ ପୁରସ୍କାର ପାଇଁ ରୋହିତ ଶର୍ମା ମନୋନୀତ।

ଦିଲ୍ଲୀ,୩୦/୫(ଓଡ଼ିଆ ନ୍ୟୂଜ) : କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଆଜି କ୍ରିକେଟର ରୋହିତ ଶର୍ମାଙ୍କୁ ଚଳିତ ବର୍ଷ ରାଜୀବ ଗାନ୍ଧୀ ଖେଲ ରତ୍ନ ପୁରସ୍କାର ୨୦୨୦ ପାଇଁ ମନୋନୀତ କରିଛି। ସେହିପରି ବିସିସିଆଇ ଇଶାନ୍ତ ଶର୍ମା, ଶିଖର ଧୱନ ଏବଂ ଦୀପ୍ତି ଶର୍ମାଙ୍କୁ ଅର୍ଜୁନ…
Read More...

ଭିଏସ୍‍ଏସ୍‍ ନଗର ଅଞ୍ଚଳବାସୀଙ୍କ ନିଆରା ଉଦ୍ୟମ: ‘ବନ୍ଦେ ଉତ୍କଳ ଜନନୀ’ଗାଇଲେ, କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ

ଭୁବନେଶ୍ୱର, ୩୦ା୫(ଓଡ଼ିଆ ନ୍ୟୂଜ): ମାତୃଶକ୍ତି ଜଗତର ଶ୍ରେଷ୍ଠ ଶକ୍ତି । ମାତୃଶକ୍ତି ନିକଟରେ ସମସ୍ତ ଅଶୁଭ ଓ ରାକ୍ଷାସ ହାରମାନିଥାଏ । ତେଣୁ ମା’ କୋଳ ସବୁଠୁ ସୁରକ୍ଷିତ ସ୍ଥାନ ବୋଲି ବିବେଚନା କରାଯାଏ । ଆଜି ଯେତେବେଳେ ସମଗ୍ର ବିଶ୍ୱ କରୋନା ମହାମାରୀରେ ଆକ୍ରାନ୍ତ, ଏହି କରୋନା ରୂପି ରାକ୍ଷସ…
Read More...

ଦିଲ୍ଲୀରେ ଭୂକମ୍ପ ଅନୁଭୂତ।

ନୂଆଦିଲ୍ଲୀ,୨୯/୫(ବ୍ୟୁରୋ) : ଦିଲ୍ଲୀ –ଏନସିଆର ଓ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ହରିୟାଣାର ରୋହତକରେ ଏହାର କେନ୍ଦ୍ର ଥିବାବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୬ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ରାତି ୯ଟା ୮…
Read More...

ଶ୍ରୀବଳଦେବଜୀୟୁଙ୍କ ସ୍ନାନଯାତ୍ରା ନୀତି ନିର୍ଘଣ୍ଟ ପ୍ରସ୍ତୁତ।

କେନ୍ଦ୍ରାପଡ଼ା , ୨୯।୫(ଓଡ଼ିଆ ନ୍ୟୂଜ): ଶ୍ରୀ ବଳଦେବଜୀଉଙ୍କ ସ୍ନାନଯାତ୍ରା ଲାଗି ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ସକାଳ ୬ରୁ ୭ଟା ମଧ୍ୟରେ ଶ୍ରୀଜୀଉ ସ୍ନାନ ମଣ୍ଡପକୁ ବିଜେ ହେବେ। ୭ଟା୩୦ରେ ଜୟ ମଙ୍ଗଳା ଆରତି, ୧୦ଟାରେ ନୀତି ସ୍ନାନ, ୧୨ଟାରେ ବଲ୍ଲଭ ମଣୋହି, ୧ଟାରେ ମଙ୍ଗଳାର୍ପଣ, ୧ଟା୩୦ରେ…
Read More...

ନବୀନଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୁରିଲା। ଜନପ୍ରିୟତା ବଢି ବଢି ଚାଲିଛି।

ଭୁବନେଶ୍ୱର,୨୯।୫(ବ୍ୟୁରୋ): ୨୦୧୯ ମେ ୨୯ରେ ଲଗାତର ପଞ୍ଚମ ଥର ପାଇଁ ରାଜ୍ୟ ଶାସନ ଡୋରି ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେକର୍ଡ ସୃଷ୍ଟି କରିଛନ୍ତି। ଅସାଧାରଣ ଲୋକପ୍ରିୟତା ତାଙ୍କୁୁ ଜନପ୍ରିୟ ମୁଖ୍ୟମନ୍ତ୍ରୀରେ ପରିଣତ କରିପାରିଛି। ଶୁକ୍ରବାର ନବୀନଙ୍କ ପଞ୍ଚମ ପାଳି ସରକାରକୁ ବର୍ଷେ…
Read More...

ଜୁନ ୧ ରେ କେରଳ ଛୁଇଁବ ମୌସୁମୀ। ଓଡିଶାରେ ୧୫

ନୂଆଦିଲ୍ଲୀ,୨୯ା୫: ଜୁନ୍‌ ପହିଲାରେ କେରଳକୁ ମୌସୁମୀ ବାୟୁ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦର୍ଶାଯାଇଛି। ଖୁବ୍‌ଶୀଘ୍ର ଅନୁକୂଳ ପରିବେଶ ସୃଷ୍ଟି ହେବ ଓ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବ ବୋଲି ଭୂ ବିଜ୍ଞାନୀମାନେ ମତବ୍ୟକ୍ତ କରିଛନ୍ତି। ଏହି ବାୟୁ ମାଳଦ୍ୱୀପ, ଦକ୍ଷିଣ…
Read More...

ମାତ୍ର ୧୦ ମିନିଟରେ ହେବ ପାନକାର୍ଡ।

ନୂଆଦିଲ୍ଲୀ,୨୯।୫: ଆଧାର ଭିତ୍ତିକ ଇ-କେୱାଇସି ଦ୍ୱାରା ତ୍ୱରିତ ପାନ୍‌ (ଇନ୍‌ଷ୍ଟାଣ୍ଟ ପାନ୍‌) ପ୍ରଦାନ ସେବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ଶୁଭାରମ୍ଭ କରିଛନ୍ତି। ଏ ସମ୍ପର୍କିତ ଘୋଷଣା ୨୦୨୦ ବଜେଟରେ ହୋଇଥିଲା। ଏହାଦ୍ୱାରା ଆଧାର ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ତୁରନ୍ତ…
Read More...