banner
Breaking
Monthly Archives

November 2020

କେବଳ ଗୋଟିଏ କଲ୍‌-ଗୋଟିଏ କ୍ଲିକ୍‌ ଘରେ ଜରୁରି ସାମଗ୍ରୀ ପହଞ୍ଚାଇବ ଏଜିସି କାର୍ଟ

ଭୁବନେଶ୍ବର: ସାମ୍ପ୍ରତିକ କରୋନା କାଳରେ ସମସ୍ତେ ଚାହାନ୍ତି ବାହାରକୁ ନଯାଇ ଘରେ ପହଞ୍ଚିଯାଉ ନିଜ ଆବଶ୍ୟକ ସାମଗ୍ରୀ। ତାହାପୁଣି ଯେତେ ସଅଳ ଉପଲବ୍ଧ ହେବ ଭଲ। ବିଭିନ୍ନ କମ୍ପାନି ହୋମ ଡେଲିଭରି ସୁବିଧା ପ୍ରଦାନ କରୁଛନ୍ତି। କିନ୍ତୁ ସେମାନଙ୍କଠାରୁ ଅଧିକ ଉନ୍ନତ ଓ ସହଜରେ ସେବା ଯୋଗାଇଦେବା ପାଇଁ…
Read More...

ସାଇ ଜରାଶ୍ରମରେ ବରିଷ୍ଠ ନାଗରିକ ସ୍ୱାଭିମାନ ଗୃହ ଉଦ୍‌ଘାଟିତ

ଭୁବନେଶ୍ୱର,୩୦/୧୧(ଓଡ଼ିଆ ନ୍ୟୁଜ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରଘୁନାଥପୁର ସ୍ଥିତ ଶିରିଡି ସାଇ ସନ୍ଥ ଆଶ୍ରମ ଓ ଜରାନିବାସ ପରିସରରେ ସରକାରଙ୍କର କୋଭିଡ୍ ନିୟମକୁ ମାନି ଶ୍ରୀ ସାଇଙ୍କର ଚଭାଡି ଶୋଭାଯାତ୍ରା କରାଯାଇଥିଲା । ଏହି ଅବସରରେ ରାଜ୍ୟରେ ବରିଷ୍ଠ ନାଗରିକମାନଙ୍କର ସମସ୍ୟା…
Read More...

ଆସନ୍ତାକାଲି ଦେଶରେ ଉପଚ୍ଛାୟା ଚନ୍ଦ୍ର ଗ୍ରହଣ।

ନୂଆଦିଲ୍ଲୀ,୨୯।୧୧: ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୩୦ ସୋମବାର କାର୍ତ୍ତିକ ପୂର୍ଣ୍ଣିମାରେ ହେବାକୁ ଯାଉଛି। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ। ଭାରତରେ ଏହା ଦେଖାଯିବ ନାହିଁ। ତେବେ ଉପଛାୟା ଗ୍ରହଣ ଯୋଗୁ କୌଣସି ସୂତକ ପାଳନ କରାଯିବ ନାହିଁ। ଗ୍ରହଣ ନଭେମ୍ବର ୩୦ ଅପରାହ୍ନ ୧ଟା ୪ରୁ…
Read More...

ଡିସେମ୍ବର ୧ରୁ ବଦଳିବ ଏଟିଏମ ନିୟମ।

ଭୁବନେଶ୍ୱର,୨୯ା୧୧: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ପକ୍ଷରୁ ଡିସେମ୍ବର ୧ରୁ ଏହାର ଏଟିଏମ୍‌ରୁ ଟଙ୍କା ଉଠାଣ ପ୍ରକ୍ରିୟାରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛି। ବ୍ୟାଙ୍କ ନିଜର ଗ୍ରାହକମାନଙ୍କୁ ଉନ୍ନତ ସେବା ଓ ସୁବିଧା ସହ ବିଭିନ୍ନ ପ୍ରକାର ଠକେଇରୁ ସୁରକ୍ଷା ଦେବା ପାଇଁ ଏହି…
Read More...

ଜେଲଗଲେ ଆଇ ଏଫ ଏସ ଅଧିକାରୀ।

ଭୁବନେଶ୍ୱର,୨୭।୧୧(ବ୍ୟୁରୋ)-ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ ଆଇଏଫ୍‌ଏସ୍‌ ଅଧିକାରୀ ତଥା ରାଜ୍ୟର ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଶେଷରେ ଶୁକ୍ରବାର ଭିଜିଲାନ୍ସ ଗିରଫ କରିଛି। ପରେ ଉଭୟଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା।…
Read More...

ମାଇକ୍ରୋସଫ୍ଟ ଆଜୁରା ଏବଂ ଆଜୁରା ଏଆଇ ଦ୍ୱାରା ପୈସା ବଜାର ଡଟ୍ କମ୍‌ର ଋଣ ପ୍ରଦାନ ଅଧିକ ସହଜ ହୋଇଛି

ପୈସା ବଜାର ଡଟ୍ କମ୍ ପକ୍ଷରୁ ଏହାର ପୈସା ବଜାର ଷ୍ଟାକ୍‌ରେ ମାଇକ୍ରୋସଫ୍ଟର ଆଜୁରା ଏବଂ ଆଜୁରା ଏଆଇର ବ୍ୟବହାର କରାଯାଇଛି । ଏହାଦ୍ୱାରା କଂଟାକ୍ଟଲେସ୍ ପ୍ରୋସେସ୍‌ରେ ଋଣ ପ୍ରଦାନ କାର୍ଯ୍ୟ ୩ରୁ୫ ଘଂଟା ମଧ୍ୟରେ ସମ୍ଭବ ହୋଇପାରୁଛି । ଏହି ଷ୍ଟାକ୍ ବିଭିନ୍ନ ଅଂଶୀଦାର ବ୍ୟାଙ୍କ ସହିତ…
Read More...

ନକଲି ଘିଅ କାରଖାନାରେ ଚଢ଼ାଉ।

କଟକ,୨୬।୧୧(ବ୍ୟୁରୋ)- କଟକସଦର ଥାନା ହରିଅନ୍ତା ପଞ୍ଚାୟତ ଉଲ୍ଲାର ଗ୍ରାମରେ ଥିବା ଏକ ନକଲି ଘିଅ କାରଖାନାରେ ପୋଲିସ ଗୁରୁବାର ଚଢ଼ାଉ କରି ବିଭିନ୍ନ ନାମୀଦାମୀ ଘିଅ କମ୍ପାନୀର ଲୋଗୋ, ଜରି ପ୍ୟାକେଟ, ନକଲି ଘିଅ ପ୍ରସ୍ତୁତ ପାଇଁ ସାମଗ୍ରୀ, ଓଜନ ଯନ୍ତ୍ରୀ ସମେତ ବିଭିନ୍ନ ସାମଗ୍ରୀ ଜବତ କରିଛି।…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା।

ଭୁବେନଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତି ବୈଠକରେ ଓଡ଼ିଶା ସମେତ ୧୦ ରାଜ୍ୟର ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏଥିରେ ବିଶେଷ ଭାବରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ଅଗ୍ରଗତି, ବିଭିନ୍ନ ରାଜ୍ୟର ରେଳ ଓ ଶକ୍ତି ପ୍ରକଳ୍ପ, ରାଜପଥ ଆଦି…
Read More...

କଟକ ଲୁଟ ଘଟଣାର ପର୍ଦ୍ଦାଫାସ।

କଟକ, ୨୪।୧୧: କଟକ ନୟାସଡ଼କସ୍ଥିତ IIFL ବ୍ରାଞ୍ଚରେ ଗତ ୧୯ ତାରିଖରେ ଏକ ବଡ଼ ଧରଣର ଲୁଟ୍‌ ହୋଇଥିଲା। IIFLର ଲାଲା ଅମ୍ରିତ ରାୟ ନାମକ କର୍ମଚାରୀ ହିଁ ଏହି ଲୁଟ ଘଟଣାରେ ମୁଖ୍ୟ ମାଷ୍ଟରମାଇଣ୍ଡ । ସେ ନିଜ ଭାଇ ଓ ସାଙ୍ଗଙ୍କ ସହ ମିଶି ଏହି ଡକାୟତିର ଯୋଜନା କରିଥିଲେ। ନୟାସଡ଼କ IIFL ସୁନା ଓ…
Read More...

ବିଧାନସଭାରେ ଉଠିଲା ପରି ହତ୍ୟାକାଣ୍ଡ ଘଟଣା।

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ବିଧାନସଭାରେ ଉଠିଲା ୫ ବର୍ଷର ଝିଅ ‘ପରୀ’ ହତ୍ୟା ଘଟଣା। ଗୃହରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏହି ଘଟଣା ଉଠାଇଛନ୍ତି। ନୟାଗଡ଼ର ୫ ବର୍ଷର ଝିଅ ପରୀ ହତ୍ୟା ଘଟଣାରେ ନ୍ୟାୟ ପାଇଁ ମା’ବାପା ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବା ଘଟଣାକୁ ସେ ନିନ୍ଦା…
Read More...