banner
Breaking
Monthly Archives

November 2020

ଭାରତ ପାଇଁ ଖୁସି ଖବର। ଅକ୍ସଫୋର୍ଡ ଟୀକା ୯୦℅ ଫଳପ୍ରଦ ହେବ।

ନୂଆଦିଲ୍ଲୀ, ୨୪।୧୧(ଵ୍ୟୁରୋ): ଅକ୍ସଫୋର୍ଡ ଟିକା ପାଖାପାଖି ୯୦ ପ୍ରତିଶତ ଫଳପ୍ରଦ ହୋଇପାରିବ ଓ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି ବ୍ରିଟେନ କମ୍ପାନୀ ଅଷ୍ଟ୍ରାଜେନିକା ସୋମବାର ଘୋଷଣା କରିଛି। ବିଶ୍ୱରୁ କରୋନା ମହାମାରୀକୁ ରୋକିବାରେ ଏହା ଆଉ ଏକ ସଫଳତା ବୋଲି କୁହାଯାଉଛି। ଏହି…
Read More...

ନବୀନତମ ଜ୍ଞାନକୌଶଳ ଗ୍ରହଣ କରୁଥିବା ବ୍ୟବସାୟିକ ସଂସ୍ଥା ଭାରତର ଆର୍ଥିକ ପୁନରୁଦ୍ଧାର ପାଇଁ ଉପଯୋଗୀ:…

କରୋନା ମହାମାରୀ ଯୋଗୁ ବିଶ୍ୱବ୍ୟାପି ବ୍ୟବସାୟ ପ୍ରତିଷ୍ଠାନର କାରବାରରେ ବାଧା ସୃଷ୍ଟି ହୋଇଛି । ତେବେ ମାଇକ୍ରୋସଫ୍ଟ-ଆଇଡିସି ପକ୍ଷରୁ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ,ନବୀନତମ ଜ୍ଞାନକୌଶଳ ଗ୍ରହଣ କରୁଥିବା ବ୍ୟବସାୟିକ ସଂସ୍ଥା ଭାରତର ଆର୍ଥିକ ପୁନରୁଦ୍ଧାର ପାଇଁ ଉପଯୋଗୀ ହୋଇ ପାରିବେ ।…
Read More...

ବିଧାନସଭାରେ ଅତ୍ୟାବଶ୍ୟକ ସେବା ବିଲ ପାରିତ। ସରକାରୀ କର୍ମଚାରୀ ଧର୍ମଘଟ କଲେ ଜେଲ ଯିବେ।

ଭୁବନେଶ୍ବର,୨୩/୧୧(ଓଡ଼ିଆ ନ୍ୟୁଜ): ଓଡ଼ିଶା ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍‌ ବିଧାନସଭାରେ ପାରିତ ହୋଇଛି। ସଂଶୋଧିତ ବିଲ୍‌ରେ କିିଛି ସେବାକୁ ଅତ୍ୟାବଶ୍ୟକ ଭାବେ ବିବେଚନା କରାଯାଇଛି। ସେଥିରେ ଅଗ୍ନି ନିରାପତ୍ତା, ଅବକାରୀ, ଜଙ୍ଗଲ, କାରାଗାର, ଜେଲ ସଂସ୍କାର ଅତ୍ୟାବଶ୍ୟକ ସେବା।…
Read More...

ରାଜ୍ୟରେ ଆଜି ପୁଣି ୬୬୮ ପଜିଟିଭ ଚିହ୍ନଟ ଓ ୧୭ ମୃତ।

ଭୁବନେଶ୍ୱର,୨୩।୧୧(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୬୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୮୫ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୮୩ଜଣ ସ୍ଥାନୀୟ ଅଞ୍ଚଳର ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ବିଭିନ୍ନ ସମସ୍ୟାରେ ଜଡ଼ିତ ରହିଲେ ମଧ୍ୟ ଆନନ୍ଦର ଅନୁଭୂତି ଲାଭ କରିବେ । ବନ୍ଧୁଙ୍କ ସାହାଯ୍ୟରୁ ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ଓ ପାରିବାରିକ ସମସ୍ୟା ସମାଧାନ ହେବ । ଅର୍ଥ, ପ୍ରଶାସନ, ଆଇନ, ସଭା ସମିତି, ଆନୁଷ୍ଠାନିକ କାମ ଓ ବନ୍ଧୁ ମିଳନ ହେତୁ ଖୁସି ରହିବେ । ମନ ପସନ୍ଦର ଜିନିଷ…
Read More...

ଡିପ୍ରେସନର ରୂପ ନେବ ଲଘୁଚାପ। ୨୫ ରୁ ପ୍ରବଳ ବର୍ଷା।

ଭୁବନେଶ୍ୱର,୨୨।୧୧(ଓଡ଼ିଆ ନ୍ୟୁଜ)-ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଡିପ୍ରେସନରେ ପରିଣତ ହୋଇପାରେ। ଏହାର ପରବର୍ତ୍ତୀ ୪୮ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ୨୫ ତାରିଖ ଅପରାହ୍ନ ବେଳକୁ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଛୁଇଁବାର ସମ୍ଭାବନା…
Read More...

ଟାଟା ମୋଟର୍ସର ଭାରତରେ ଦ୍ୱିତୀୟ ଦୀପାବଳି ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ବୃହତମ ବାଣିଜ୍ୟକ ଯାନ ନିର୍ମାତା ଟାଟା ମୋଟର୍ସ ଏହାର ଗ୍ରାହକମାନଙ୍କ ପାଇଁ ଖୁସି ଓ ପାର୍ବଣ ଦିଗୁଣିତ କରିବା ସହିତ ଅଖଣ୍ଡ ସମାରୋହକୁ ସମ୍ପ୍ରସାରିତ କରି ‘ଭାରତର ଦ୍ୱିତୀୟ ଦୀପାବଳି’ ଅଭିଯାନର ଘୋଷଣା କରିଛନ୍ତି । ବିଗତ ବର୍ଷର ବଡ ସଫଳତାର ଖୁସି ପରେ ପାର୍ବଣ ଖୁସିକୁ…
Read More...

କିଟ୍ କୁ ଟାଇମସ ‘ଆୱାର୍ଡସ ଏସିଆ’ ୨୦୨୦ ପୁରସ୍କାର

ଭୁବନେଶ୍ୱର,୧୭/୧୧(ଓଡ଼ିଆ ନ୍ୟୁଜ): ବିଶ୍ୱସ୍ତରରେ କିଟ୍ ବିଶ୍ଵବିଦ୍ୟାଳୟକୁ ମିଳିଛି ଆଉ ଏକ ସମ୍ମାନଜନକ ପୁରସ୍କାର। ମଙ୍ଗଳବାର ଟାଇମସ ହାଇଅର ଏଜୁକେସନ ପକ୍ଷରୁ ‘ଆୱାର୍ଡସ ଏସିଆ ୨୦୨୦ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ସମଗ୍ର ଏସିଆରେ ଏକମାତ୍ର ଅନୁଷ୍ଠାନ ଭାବେ କିଟ୍ ବିଶ୍ୱବିଦ୍ୟାଳୟ ଏହି…
Read More...

ବିଧାନସଭା ପୂର୍ବରୁ ଆରମ୍ଭ ହେଲା କରୋନା ଟେଷ୍ଟ।

ଭୁବନେଶ୍ୱର, ୧୭।୧୧(ବ୍ୟୁରୋ): ବିଧାନସଭା ଶୀତ ଅଧିବେଶନ ଆସନ୍ତା ୨୦ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଏହା ପୂର୍ବରୁ ଗତଥର ମୌସୁମୀ ଅଧିବେଶନ ଭଳି ଏଥର ମଧ୍ୟ ବିଧାନସଭା ସଦସ୍ୟ ଏବଂ ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କ କୋଭିଡ୍‌ ପରୀକ୍ଷା କରାଯିବ।…
Read More...

ରାଜ୍ୟରେ ଆଜି ୬୪୪ ପଜିଟିଭ ଚିହ୍ନଟ ଓ ୧୭ ମୃତ।

ଭୁବନେଶ୍ୱର,୧୭।୧୧(ଓଡ଼ିଆ ନ୍ୟୁଜ): ରାଜ୍ୟରେ କମୁଛି କରୋନା। ମଙ୍ଗଳବାର ୬୪୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୭୧ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୭୩ ଜଣ ସ୍ଥାନୀୟ ଅଞ୍ଚଳର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌…
Read More...