banner
Breaking
Monthly Archives

November 2020

ପୁରୀ ଜଗନ୍ନାଥ ମନ୍ଦିର ଖୋଲିବା ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସେବାୟତ।

ପୁରୀ,୧୬।୧୧: ମହାମାରୀ କରୋନା ପାଇଁ ଦୀର୍ଘ ୮ମାସ ହେବ ରାଜ୍ୟର ବିଭିନ୍ନ ମନ୍ଦିରକୁ ଭକ୍ତଙ୍କୁ ଛଡ଼ାଯାଉ ନାହିଁ। ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବାରୁ ସେବାୟତ ଓ ପୂଜକଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ସେମାନଙ୍କ ଚଳିବା କଷ୍ଟକର ହୋଇପଡ଼ିଛି। ତେଣୁ ରାଜ୍ୟର ଦେବାଦେବୀ ପୀଠ ତୁରନ୍ତ ଖୋଲିବା…
Read More...

ବିସିସିଆଇ ପ୍ୟାନେଲରେ ଦୁଇ ଓଡିଆ ଖେଳାଳି।

ନୂଆଦିଲ୍ଲୀ, ୧୬ା୧୧- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ନ୍ୟାଶନାଲ ସିଲେକ୍ସନ ପ୍ୟାନେଲ ନୂଆରୂପ ନେବାକୁ ଯାଉଛି। ଖାଲି ପଡ଼ିଥିବା ପଦବୀଗୁଡ଼ିକ ଲାଗି ପୂର୍ବାଞ୍ଚଳରୁ ଓଡ଼ିଶାର ଶିବ ସୁନ୍ଦର ଦାସ, ଉତ୍ତରାଞ୍ଚଳରୁ ଚେତନ ଶର୍ମା ଓ ମନିନ୍ଦର ସିଂ ଏବଂ ପଶ୍ଚିମାଞ୍ଚଳରୁ ଅଜିତ…
Read More...

ଶିଶୁ ଦିବସ ପାଳନ ଓ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓ ଜୟ ମା ୟୁଥ୍ କ୍ଲବ୍ ତରଫରୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନରେ ଶିଶୁଦିବସ ପାଳନ ପୂର୍ବକ ପଥରବନ୍ଧ ଲାୟନସ କ୍ଲବ୍ ଓ ଷ୍ଟାର୍ କ୍ଳବ୍, ତ୍ରିନାଥ ବସ୍ତିରେ ପଢୁଥିବା ପିଲା ମାନଙ୍କ ସହିତ ଶିଶୁ…
Read More...

ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୱାର୍ଡ ନଂ – ୩୯ ରେ ଶହେରୁ ଉର୍ଦ୍ଧ ଶିଶୁ ମାନଙ୍କୁ ଖାତା, କଲମ, ମାସ୍କ, ବିସ୍କୁଟ,…

ଭୁବନେଶ୍ୱର : ପବିତ୍ର ଦୀପାବଳୀ ଓ ଶିଶୁ ଦିବସ ଉପଲକ୍ଷେ ନୟାପଲ୍ଲୀ ୱାର୍ଡ ନମ୍ୱର୍ ୩୯ ଅଧୀନରେ ଥିବା ନୂଆସାହିର ଶ୍ରୀ ଶ୍ରୀ ମହାବୀରଙ୍କ ପୂଜା ମଣ୍ଡପ ଓ ଶାସ୍ତ୍ରୀନଗର କମୁନିଟି ହଲରେ ନିଃସ୍ୱାର୍ଥ ସେବା ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟ ର ପ୍ରତିଷ୍ଠାତା ରଶ୍ମୀ ରଞ୍ଜନ ମାର୍ଥା,…
Read More...

୧୮ରେ ସର୍ବଦଳୀୟ ବୈଠକ। ଶପଥ ନେବେ ୨ ବିଧାୟକ।

ଭୁବନେଶ୍ୱର,୧୫ା୧୧(ଓଡ଼ିଆ ନ୍ୟୁଜ): ବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ ଆସନ୍ତା ୧୮ ତାରିଖରେ ସର୍ବଦଳୀୟ ବୈଠକ ବସିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ବିଧାନସଭା ଶୀତକାଳୀନ ଅଧିବେଶନ ପରିଚାଳନା କିପରି ହେବ ସେ ନେଇ ବୈଠକରେ ଆଲୋଚନା ହେବ। ମୁଖ୍ୟତଃ ଚଳିତ ଅଧିବେଶନରେ…
Read More...

ରାଜ୍ୟରେ କହୁଛି କରୋନା। ଆଜି ଆଉ ୭୫୩ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ଓଡିଶାରେ ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। ରାଜ୍ୟରେ ରବିବାର ଆଉ ୭୫୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୪୩୪ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୧୯ ଜଣ ସ୍ଥାନୀୟ ଅଞ୍ଚଳରକ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ…
Read More...

ସୋମବାର ଠାରୁ ମହାରାଷ୍ଟରେ ଖୋଲିବ ଧାର୍ମିକ ସ୍ଥଳ।

ମୁମ୍ବାଇ,୧୫।୧୧: ସୋମବାର ଠାରୁ ମହାରାଷ୍ଟ୍ରରେ ଧାର୍ମିକ ସ୍ଥଳ ଖୋଲିବ। ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଧାର୍ମିକସ୍ଥଳରେ ୬୫ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍‌ ବୟସ୍କ ଛୋଟ ପିଲା ଏବଂ କୌଣସି…
Read More...

ଚାଷ ଆମ ଅର୍ଥନୀତିର ମେରୁଦଣ୍ଡ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି କାର୍ଯ୍ୟକ୍ରମ ଅଧୀନରେ କୃଷକ, କୃଷି କର୍ମଚାରୀ ମାନଙ୍କ ପାଇଁ କୃଷକ ଡାଟାବେସ୍‌, କୃଷିସାମଗ୍ରୀ ବିକ୍ରେତାମାନଙ୍କ ପାଇଁ ଅନ୍‌ଲାଇନ ଲାଇସେନ୍‌ସ ପ୍ରଦାନ, ଦକ୍ଷ କର୍ମଚାରୀ ମାନଙ୍କ ପାଇଁ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆଦି ବିଭିନ୍ନ ଅନ୍‌ଲାଇନ…
Read More...

ଆୟୁର୍ବେଦ ଆମ ପରମ୍ପରା : ମୋଦୀ

ନୂଆଦିଲ୍ଲୀ,୧୩ ।୧୧: ଆୟୁର୍ବେଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ୨ଟି ଆୟୁର୍ବେଦ ସଂସ୍ଥାନକୁ ସମର୍ପିତ କରିଛନ୍ତିି । ଗୁଜରାଟ ଜାମନଗରର ଆୟୁର୍ବେଦ ଅଧ୍ୟାପନ ଏବଂ ଅନୁସନ୍ଧାନ ସଂସ୍ଥାନ ଓ ଜୟପୁରର ରାଷ୍ଟ୍ରୀୟ ଆୟୁର୍ବେଦ ସଂସ୍ଥାନର ଉଦ୍‌ଘାଟନ କରିଛନ୍ତି ମୋଦି । ଏହି…
Read More...

ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ବନ୍ଦେ ଉତ୍କଳ ଜନନୀ।

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ସାଢେ ଚାରି କୋଟି ଓଡ଼ିଆଙ୍କ ହୃଦୟର ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଏଣିକି ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ। ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରୀଛାତ୍ରମାନେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଏହି କାଳଜୟୀ କୃତି ପଢ଼ିବାର ସୁଯୋଗ…
Read More...