banner
Breaking
Monthly Archives

September 2019

ଭୁବନେଶ୍ୱରରେ ରାଷ୍ଟ୍ରପତି

ଗଞ୍ଜାମ, ୨୮ା୯(ଓଡ଼ିଆ ନ୍ୟୁଜ): ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ସେ ଗୋପାଳବନ୍ଧ ଏହାର ଡିଫେନସ କଲେଜ ଯାଇ ୨୫ବର୍ଷ ପୂର୍ତ୍ତ ଅବସରରେ କଲର୍ସ ପୁରସ୍କାର ପ୍ରଦାନ କରିଛନ୍ତି । କର୍ପସ ଅଫ AAD ତରଫରୁ ପୁରସ୍କାର ଗ୍ରହଣ କଲା AADS। ରାଷ୍ଟ୍ରପତି…
Read More...

ଭୁବନେଶ୍ୱରରେ ଖୋଲିଲା କ୍ୟାରଟଲେନର ଦ୍ବିତୀୟ ଷ୍ଟୋର।

ଭୁବନେଶ୍ୱର,୨୮/୯(ଓଡ଼ିଆ ନ୍ୟୁଜ): ଭରତର ନିର୍ଭରଯୋଗ୍ୟ ଗହଣା ବ୍ରାଣ୍ଡ ତନିସ୍କର ସହଭାଗିତାରେ କ୍ୟାରେଟଲେନର ଏକ ନୂଆ ଷ୍ଟୋର ଚନ୍ଦ୍ରଶେଖରପୁର ଠାରେ ଖୋଲିଛି। ଏହାକୁ କାଦମ୍ବିନୀର ସ°ପାଦିକା ଇତି ସାମନ୍ତ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦଘାଟନ କରିଛନ୍ତି। ପ୍ରକାଶଥାଉକି ଗହଣା କ୍ଷେତ୍ରରେ ଏକ…
Read More...

ପୁଣି ଏନକାଉଣ୍ଟର। ଏବେ ଡକାୟତଙ୍କ ଉପରେ ନଜର।

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ଏନ୍‌କାଉଣ୍ଟର । ଗରାପୁର ଭିଜିଲାନ୍ସ ଅଫିସ୍‌ ନିକଟରେ ପୋଲିସର ଏନକାଉଣ୍ଟର ହୋଇଛି । ପୋଲିସ ଓ ଡକାୟତି ଦଳ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସ ଗୁଳିରେ ଜଣେ ଗୁରୁତର ହୋଇଥିବାବେଳେ ୪ ଜଣ ଫେରାର୍‌ ହୋଇଯାଇଛନ୍ତି । ଗୁରୁତର ଡକାୟତ ହୃଷିକେଶ ମଲ୍ଲିକକୁ…
Read More...

ରୀତା ସାହୁ ହେଲେ ବିଜେଡ଼ି ପ୍ରାର୍ଥୀନୀ।

ଭୁବନେଶ୍ବର,୨୮/୯(ଓଡ଼ିଆ ନ୍ୟୁଜ) : ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିଛନ୍ତି। ରୀତା ସାହୁଙ୍କୁ ଦଳ ପ୍ରାର୍ଥୀ କରିଛି। ଆସନ୍ତା ୩୦ରେ ସେ ନାମାଙ୍କନ ଦାଖଲ କରିବେ। ଦୌଡରେ ଅନେକ ଆଶାୟୀ ଥିଲେ ମଧ୍ୟ ଶେଷରେ ରୀତା ସାହୁଙ୍କ ଉପରେ ମୋହର…
Read More...

ବର୍ଷା ସହ ବଜ୍ରପାତ ୮ ଜିଲ୍ଲାକୁ ସତର୍କ ସୂଚନା।

ଭୁବନେଶ୍ୱର,୨୮/୯(ଓଡ଼ିଆ ନ୍ୟୁଜ) ଉତ୍ତର-ପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହେଉଛି। ତେବେ ଗତକାଲିଠୁ ବର୍ଷାର ପରିମାଣ କମିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ଉତ୍ତର ଓ ଉପକୂଳବର୍ତ୍ତୀ ଓଡ଼ିଶାର କେତେକ ସ୍ଥାନ ଏବଂ ଦକ୍ଷିଣ ଓଡ଼ିଶାର…
Read More...

ତନିଷ୍କର ଆକର୍ଷଣୀୟ ପୂଜା ଅଫର। ସପି°ରେ ଚାରଚାନ୍ଦ ଲଗାଇବ।

ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ) ଦେଶର ବିଶ୍ବାସଯୋଗ୍ୟ ଗହଣା ବ୍ରାଣ୍ଡ୍ ତନିଷ୍କ ଗ୍ରାହକଙ୍କ ପାଇଁ ଦୁର୍ଗାପୂଜାରେ ଆଣିଛି ଆକର୍ଷଣୀୟ ଅଫର। ଏହା ପୂଜା ସପି°ରେ ଚାରଚାନ୍ଦ ଲଗାଇବ। ସୁନା ଗହଣାର ଗଢା ମୂଲ୍ୟ ଏବଂ ହୀରା ଗହଣା ମୂଲ୍ୟରେ ୨୫% ରିହାତି ପାଇବେ ଗ୍ରାହକ। ଏହି ଅଫର ସେପ୍ଟେମ୍ବର ୨୯ ଠାରୁ…
Read More...

ବିଶ୍ୱ ଦେଖିଲା ନବୀନଙ୍କ ଶାସନତନ୍ତ୍ରର ଝଲକ ।

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ବିଶ୍ୱ ଦେଖିଲା ନବୀନଙ୍କ ଶାସନତନ୍ତ୍ରର ଝଲକ । ନ୍ୟାସନାଲ୍ ଜିଓଗ୍ରାଫିକ ଚ୍ୟାନେଲରେ ପ୍ରଳୟଙ୍କରୀ ବାତ୍ୟା ‘ଫୋନି’ ମୁକାବିଲାର ସଫଳ ସୂତ୍ର ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ବାତ୍ୟା ଫୋନି ମାଡି ଆସୁଥିବା ବେଳେ ରାଜ୍ୟ ସରକାର କିଭଳି ୨୪ ଘଣ୍ଟା ମଧ୍ୟରେ ୧୦…
Read More...

ଜିତିଲେ ସଞ୍ଜୟ। ସବୁ ଚାଲ୍ ଫେଲ।

ଭୁବନେଶ୍ୱର,୨୭।୯(ଓଡ଼ିଆ ନ୍ୟୁଜ): ଜିତିଲେ ସଞ୍ଜୟ। ବହୁ ପ୍ରତୀକ୍ଷିତ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ନିର୍ବାଚନ ଶୁକ୍ରବାର ଶେଷ ହୋଇଛି। ବରିଷ୍ଠ କ୍ରୀଡ଼ା ପ୍ରଶାସକ ତଥା ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଗୋଷ୍ଠୀ କ୍ଲିନ ସୁଇପ୍‌ କରିଛି। ସଭାପତି ପଦରେ ପଦ୍ମଲୋଚନ ମହାନ୍ତି…
Read More...

ଆସୁଛି ଆଉ ଗୋଟିଏ ଲଘୁଚାପ।

ଭୁବନେଶ୍ୱର, ୨୭ା୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଘୂର୍ଣ୍ଣିବଳୟ ପ୍ରଭାବରେ ଜାରି ରହିଥିଲା ବର୍ଷା । ଏବେ ମଧ୍ୟ କିଛି ଅଞ୍ଚଳରେ ବର୍ଷା ଲାଗି ରହିଛି । ଏହାରି ମଧ୍ୟରେ ସେପ୍ଟେମ୍ବର ୨୮ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ଫଳରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା…
Read More...

ଉପ ନିର୍ବାଚନରେ ଯୁବରାଜ ମାରିଲେ ଛକା। ବିଜେପି ୩ କ°ଗ୍ରେସ ୧ରେ ଆଗୁଆ।

ନୂଆଦିଲ୍ଲୀ,୨୭/୯(ବ୍ୟୁରୋ):ଆରମ୍ଭ ହେଲା ଭୋଟ ଗଣତି ଯୁବରାଜ ସିଂ (ୟୁପି)ହମିରପୁର ଆସନରୁ ଲଢୁଛନ୍ତି। ଦେଶର ୪ଟି ରାଜ୍ୟର ୪ଟି ବିଧାସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ଭୋଟିଂ ଗଣତି ଆରମ୍ଭ ହୋଇଯାଇଛି। ଦୁଇଟି ଆସନରେ ଭାଜପା ଆଗରେ ଥିବାବେଳେ ଗୋଟିଏ ଯାଗାରେ କଂଗ୍ରେସ ଆଗରେ ଅଛି। ଉତ୍ତର…
Read More...