banner
Breaking

ଆସୁଛି ଆଉ ଗୋଟିଏ ଲଘୁଚାପ।

0

ଭୁବନେଶ୍ୱର, ୨୭ା୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଘୂର୍ଣ୍ଣିବଳୟ ପ୍ରଭାବରେ ଜାରି ରହିଥିଲା ବର୍ଷା । ଏବେ ମଧ୍ୟ କିଛି ଅଞ୍ଚଳରେ ବର୍ଷା ଲାଗି ରହିଛି । ଏହାରି ମଧ୍ୟରେ ସେପ୍ଟେମ୍ବର ୨୮ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ଫଳରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅକ୍ଟୋବରର ଦ୍ୱିତୀୟ ସପ୍ତାହ ଯାଏଁ ମୌସୁମୀ ସକ୍ରିୟ ସାଙ୍ଗକୁ ବର୍ଷା ଲାଗି ରହିବାର ସମ୍ଭାବନା ଥିବା ସୂଚନା ରହିଛି ।

Khansweb Solution Bhubaneswar

Leave A Reply

Your email address will not be published.