banner
Breaking
Monthly Archives

September 2019

ମୁଖ୍ୟମନ୍ତ୍ରୀଙ୍କ ଦଲାଲ ହଟାଓ ଗରିବ ବଞ୍ଚାଓ ଅଭିଯାନ, ଧରାହେଲେ ୩୦

ଭୁବନେଶ୍ବର,୨୬/୯(ଓଡ଼ିଆ ନ୍ୟୁଜ):ହସ୍ପିଟାଲରକୁ ଆସୁଥିବା ରୋଗୀଙ୍କୁ ମିଛସତ ବାହାନା ଦେଖାଇ ନର୍ସିଂହୋମ୍ ହେଉ ,ପରୀକ୍ଷା ନିରୀକ୍ଷା କିମ୍ୱା ଔଷଧ ଆଳରେ ଲୁଟୁଥିଲେ ଦଲାଲ। ବିଚରା ଗରିବ ଲୋକମାନେ ସ୍ଵଳ୍ପ ଖର୍ଚ୍ଚରେ ଭଲହେବା ଛାଡି ସୁନା ଜମିବାଡି ବିକି ହେଉଥିଲେ ସର୍ବସାନ୍ତ। ଦଲାଲ ହେଉଥିଲେ…
Read More...

ଚନ୍ଦ୍ରଯାନ-୨ କୁ ଅପୂର୍ବ ସଫଳତା। ଆସିଲା ବଡ ଖବର। ୨୦୨୦ ରେ ଆଉଏକ ଅଭିଯାନ।

ନୂଆଦିଲ୍ଲୀ,୨୬/୯(ଓଡ଼ିଆ ନ୍ୟୁଜ): ୨୦୨୦ ବେଳକୁ ଚନ୍ଦ୍ର ପାଇଁ ଆଉଏକ ମିଶନ ଆରମ୍ଭ କରାଯିବ। ଚନ୍ଦ୍ରଯାନ ମିଶନ ୯୮ ପ୍ରତିଶତ ଲକ୍ଷ୍ୟ ପୂରଣ କରିଛି। ଅର୍ବିଟର ସମ୍ପୂର୍ଣ୍ଣ ସଫଳତାର ସହ କାମ କରୁଛି ବୋଲି ଶିବନ କହିଛନ୍ତି ।ଅର୍ବିଟର ଏକ ବର୍ଷ ପାଇଁ କାମ କରିବ ବୋଲି ଯୋଜନା ଥିଲା । ମାତ୍ର ଏବେ…
Read More...

ଦଲାଲ ମୁକ୍ତ ହେବ ଆରଟିଓ ଅଫିସ। ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ।

ଭୁବନେଶ୍ୱର,୨୬।୯(ଓଡ଼ିଆ ନ୍ୟୁଜ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନରୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ବିଭିନ୍ନ ଜିଲାର ଜିଲାପାଳ, ଏସ୍‌ପି ଏବଂ ଆର୍‌ଟିଓମାନଙ୍କ ସହ ଆଲୋଚନା କରିଛନ୍ତି। ୧୫ ଦିନ ମଧ୍ୟରେ ଆର୍‌ଟିଓ ଅଫିସଗୁଡ଼ିକୁ ସମ୍ପୂର୍ଣ୍ଣ ଦଲାଲମୁକ୍ତ କରିବା ପାଇଁ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର। ସ୍ମାର୍ଟସିଟି ଅନୁଦାନ କାର୍ଯ୍ୟକାରୀ ହେଉନାହିଁ।

ଭୁବନେଶ୍ୱର,୨୬।୯(ଓଡ଼ିଆ ନ୍ୟୁଜ) ରାଉରକେଲା ସ୍ମାର୍ଟ ସିଟି ପ୍ରକଳ୍ପ ଲାଗି ମଞ୍ଜୁର ହୋଇଥିବା ଅର୍ଥ ଖର୍ଚ୍ଚ ନହୋଇ ପଡିରହିଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂଙ୍କୁ ପୃଥକ ପୃଥମ ଭାବେ ଚିଠି ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଏବଂ…
Read More...

ଆଜି ମନମୋହନ ସିଂ ଙ୍କ ଜନ୍ମଦିନ। ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୬।୯: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଗୁରୁବାର ୮୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନର କାମନା କରିଛନ୍ତି। ସୂଚନାଯୋଗ୍ୟ, ୧୯୩୨…
Read More...

୧୧୨ ଡାଏଲ କଲେ ମିଳିବ ସମସ୍ତ ସୁବିଧା

ନୂଆଦିଲ୍ଲୀ : କୌଣସି  ଜରୁରୀକାଳିନ ପରିସ୍ଥିତିରେ ଲୋକଙ୍କୁ ୧୦୦ନମ୍ବର ଡାଏଲ କରିବାକୁ କୁହାଯାଇଥାଏ, ଯାହା ପରେ ତାଙ୍କ ପାଖରେ ସହାୟତା ପହଞ୍ଚିଥାଏ । କିନ୍ତୁ ଏବେ ୧୦୦ ନମ୍ବର ପରିବର୍ତ୍ତେ ୧୧୨ ନମ୍ବର ଡାଏଲ କରିବାକୁ ହେବ । ଦିଲ୍ଲୀରେ ତତ୍କାଳ ସହାୟତା ପାଇଁ ଲୋକେ ୧୦୦, ୧୦୧ ଓ ୧୦୨ ନମ୍ବର…
Read More...

କେନ୍ଦ୍ରାପଡା କଲେକ୍ଟରଙ୍କ ଅଚାନକ ଗ୍ରାମ ପରିଦର୍ଶନ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ସନ୍ଦେହ।

କେନ୍ଦ୍ରାପଡା,୨୫/୯(ବ୍ୟୁରୋ) ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଚାରିଆଡେ ସନ୍ଦେହ ଦେଖାଦେଇଛି। ବହୁ ସ୍ଥାନରେ ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ବାଦ ପଡିଛନ୍ତି। କେଉଁଠାରେ ସରକାରୀ ଦଳର ଲୋକେ ନିଜ କର୍ମୀ ମାନଙ୍କୁ ଦେଇଛନ୍ତି ତ କେଉଁଠାରେ ଅର୍ଥ କାରବାର ଚାଲିଛି। ପ୍ରକୃତରେ ଯୋଗ୍ୟ…
Read More...

ବିଜେପୁର ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ। ଘୋଷଣା ବାକି

ଭୁବନେଶ୍ୱର,୨୪।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନକୁ ନେଇ ପ୍ରାର୍ଥୀ ଚୟନ ପାଇଁ ଲାଗିପଡିଛନ୍ତି ତିନୋଟି ପ୍ରମୁଖ ରାଜନୈତିକ ଦଳ। ଏହି ଦୌଡରେ ପୂର୍ବ ନିର୍ବାଚନରେ କମ୍ ଭୋଟ ପାଇଥିବା କ°ଗ୍ରେସ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ଆଗରେ ଅଛି। ପୂର୍ବତନ ମନ୍ତ୍ରୀ ତଥା ଗତ ତଥର ପ୍ରାର୍ଥୀଙ୍କ ପୁଅ…
Read More...

ବିଜେପୁରରେ ବିଜେପିର ପ୍ରାର୍ଥୀ ହେବେ ବରିଷ୍ଠ ନେତା ।

ଭୁବନେଶ୍ୱର,(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ବାଜିଛି ବିଗୁଲ୍‌। ଆସନ୍ତା ଅକ୍ଟୋବର ୨୧ରେ ଭୋଟ ଗ୍ରହଣ ହେବା ନେଇ ଶନିବାର ଘୋଷଣା ହୋଇଛି। ଏହାପରେ ରାଜ୍ୟର ୩ ପ୍ରମୁଖ ଦଳ ପକ୍ଷରୁ ନିର୍ବାଚନ ଲାଗି ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଭାଜପା ଉକ୍ତ ଆସନରେ ବାଜିମାତ୍‌ କରିବ…
Read More...

ପୁଲିସ ଜବତ କରିପାରିବ ନାହିଁ ସ୍ଥାବର ସମ୍ପତ୍ତି-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ୨୪/୯(ବ୍ୟୁରୋ): ମଙ୍ଗଳବାର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଦୀପକ ଗୁପ୍ତା ଓ ସଞ୍ଜୀବ ଖାନ୍ନା ଗଠିତ ୩ ଜଣିଆ ଖଣ୍ଡପୀଠ ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ତଦନ୍ତ ଚାଲିଥିବା ବେଳେ ସ୍ଥାବର ସମ୍ପତ୍ତି ଜବତ କରିପାରିବ ନାହିଁ ପୁଲିସ୍।…
Read More...