banner
Breaking

ରୀତା ସାହୁ ହେଲେ ବିଜେଡ଼ି ପ୍ରାର୍ଥୀନୀ।

0

ଭୁବନେଶ୍ବର,୨୮/୯(ଓଡ଼ିଆ ନ୍ୟୁଜ) : ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିଛନ୍ତି। ରୀତା ସାହୁଙ୍କୁ ଦଳ ପ୍ରାର୍ଥୀ କରିଛି। ଆସନ୍ତା ୩୦ରେ ସେ ନାମାଙ୍କନ ଦାଖଲ କରିବେ। ଦୌଡରେ ଅନେକ ଆଶାୟୀ ଥିଲେ ମଧ୍ୟ ଶେଷରେ ରୀତା ସାହୁଙ୍କ ଉପରେ ମୋହର ମାରିଛନ୍ତି ସୁପ୍ରିମୋ। କ°ଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବିଜେପି ବର୍ତ୍ତମାନ ପର୍ଯ୍ୟନ୍ତ ଘୋଷଣା କରିନାହିଁ।

Khansweb Solution Bhubaneswar

Leave A Reply

Your email address will not be published.