banner
Breaking
Monthly Archives

November 2019

କାଲିଠାରୁ ବଡ଼ିପରେ ମୋବାଇଲ କଲରେଟ।

ନୂଆଦିଲ୍ଲୀ,୩୦ା୧୧: ବର୍ଷର ଶେଷ ମାସ ଅର୍ଥାତ ଡିସେମ୍ବର ୧ରୁ ବଦଳିଯିବ ମୋବାଇଲ୍ ବିଲ ସହ ଜଡିତ ନିୟମ । ଏଣିକି କଲ୍ ପାଇଁ ଅଧିକ ଟଙ୍କା ଗଣିବାକୁ ପଡିବ । କାଲିଠୁ ମହଙ୍ଗା ହେବାକୁ ଯାଉଛି ମୋବାଇଲ୍ କଲ୍ । ଆଇଡିଆ, ଏୟାରଟେଲ୍, ଭୋଡାଫୋନ୍ ସମେତ ଜିଓର ଟାରିଫ ପ୍ଲାନରେ ବୃଦ୍ଧି କରାଯିବ । ଏହି…
Read More...

ଆସ୍ଥା ଭୋଟରେ ବିଜୟୀ ହେଲେ ଉଦ୍ଧବ ଠାକରେ।

ମୁମ୍ବଇ: ମହାରାଷ୍ଟ୍ରରେ ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଉଦ୍ଧବ ଠାକରେ ଶନିବାର ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ବିଧାନସଭାର ମୋଟ ୨୮୮ ସଦସ୍ୟଙ୍କ ମଧ୍ୟରୁ ଉଦ୍ଧବ ୧୬୯ ସଦସ୍ୟଙ୍କ ସମର୍ଥନ ପାଇ ନିଜର ଶକ୍ତି…
Read More...

ମୁମ୍ବାଇରେ ଜନ୍ମିତ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ।

ମୁମ୍ବାଇ,୨୯।୧୧(ବ୍ୟୁରୋ): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପରେ ସେ ତୁରନ୍ତ ତାଙ୍କ କାର୍ଯ୍ୟକୁ ନେଇ ତତ୍ପର ହୋଇ ଉଠିଛନ୍ତି। ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ ମଧ୍ୟ କରି ସାରିଛନ୍ତି। ସେ କହିଛନ୍ତି ମୁମ୍ବାଇରେ ଜନ୍ମ ନେଇଥିବା ସେ…
Read More...

ସିଏଜି ରିପୋର୍ଟରେ ସରକାର ଭାବମୁର୍ତ୍ତୀ ପଦାରେ ପଡିଲା।

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ରାଜ୍ୟର ଆର୍ଥିକ ସ୍ଥିତି ଭଲ ରହିଛି। ବିତ୍ତୀୟ ପରିଚାଳନା ଠିକ ଢଙ୍ଗରେ କରାଯାଉଛି। ଟିକସ ଆଦାୟ ବଢ଼ିଛି। ରାଜସ୍ବ ପୂର୍ବ ବର୍ଷ ତୁଳନାରେ ସନ୍ତୋଷଜନକ ରହିଛି। ତେବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ କେନ୍ଦ୍ରରୁ ପାଇଥିବା ଅନୁଦାନର ବିନିଯୋଗ ପ୍ରମାଣ ପତ୍ର…
Read More...

ମହାରାଷ୍ଟ୍ର ସରକାର ପ୍ରଥମ କ୍ୟାବିନେଟରେ ଦେଲେ ୨୦ କୋଟି। ଶୁଶାସନ ପାଇଁ ଦିଆଯିବ ହଜାର ହଜାର କୋଟି।

ମୁମ୍ବାଇ, ୨୯।୧୧:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକ୍‌ରେ ଦାୟିତ୍ୱଗ୍ରହଣ କରିବା ପରେ ଗୁରୁବାର ରାତି ୮ରେ ପ୍ରଥମ କ୍ୟାବିନେଟ ବୈଠକ ବସିବା ସହ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜଧାନୀ ରାୟଗଡ଼ ଦୁର୍ଗର ସଂରକ୍ଷଣ ଲାଗି ୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିସହ ରାଜ୍ୟର କୃଷକଙ୍କୁ…
Read More...

ଚାଷୀଙ୍କ ଋଣ ଛାଡ ସହିତ ୧୦ ଟଙ୍କାରେ ଖାଇବାକୁ ଦେବ ମହାରାଷ୍ଟ୍ରର ନୂଆ ସରକାର।

ମୁମ୍ବାଇ, ୨୯।୧୧(ଓଡ଼ିଆ ନ୍ୟୁଜ):ମହାରାଷ୍ଟ୍ରରେ ନବଗଠିତ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାର ରାଜ୍ୟରେ କୃଷକ ସମସ୍ୟାର ସମାଧାନ ଓ ସେମାନଙ୍କ ଋଣଛାଡ଼ ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିସହ ସ୍ଥାନୀୟ ଯୁବତୀଯୁବକଙ୍କ ଲାଗି ୮୦ ପ୍ରତିଶତ କର୍ମନିଯୁକ୍ତି ସୁବିଧା ଯୋଗାଇ ଦେବାକୁ ମହାରାଷ୍ଟ୍ର…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଭାଗ୍ୟସ୍ଥାନରେ ପଞ୍ଚଗ୍ରହକୂଟ ମାନସିକ ସ୍ତରକୁ ବିଭ୍ରାନ୍ତ କରାଇବ। ଦୀର୍ଘ ସମୟ ଧରି ପାରିବାରିକ ଅସ୍ଥିରତା ଲାଗି ରହିବା କାରଣରୁ କୌଣସି କାମରେ ମନ ଲାଗିବ ନାହିଁ। କର୍ମକ୍ଷେତ୍ରରେ ପୂର୍ବ ଯୋଜନା ଅନୂଯାୟୀ ପରିସ୍ଥିତିକୁ ସାମ୍‌ନା କରିବାକୁ ପଡିପାରେ। ଅଫିସ୍‌ କାମରେ ମିଥ୍ୟା…
Read More...

କାର୍ଯ୍ୟ ଦିବସ ଥାଇ ଶେଷହେଲା ବିଧାନସଭା।

ଭୁବନେଶ୍ବର,୨୮/୧୧ : ଷୋଡଶ ବିଧାନସଭାର ଦ୍ବିତୀୟ ତଥା ଶୀତକାଳୀନ ଅଧିବେଶନ ୧୭ଟି କାର୍ଯ୍ୟଦିବସ ପୂର୍ବରୁ ଶେଷ ହୋଇଛି। ବାଚସ୍ପତି ଡକ୍ଟର ସୂର୍ଯ୍ୟନାରାୟଣ ପାତ୍ର ଗୁରୁବାର ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ନଭେମ୍ବର ୧୩ରୁ ଆରମ୍ଭ ହୋଇଥିବା ଶୀତକାଳୀନ ଅଧିବେଶନ…
Read More...

ଗାଡି କାଗଜପତ୍ର ପାଇଁ ପୁଣି ତିନିମାସ ବୃଦ୍ଧିକଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ଲୋକଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ପୁଣି ଦେଲେ ତିନିମାସ ସମୟ। ସମଗ୍ର ଦେଶରେ ସଂଶୋଧିତ ମୋଟର ଯାନ ଆଇନ ୨୦୧୯ ଲାଗୁ ହୋଇଛି। ସେପ୍ଟେମ୍ବର ପହିଲାରୁ ଏହି ଆଇନ ରାଜ୍ୟରେ ଲାଗୁ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ କରାଯାଇନାହିଁ।…
Read More...

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦ୍ଧବ ଠାକରେ।

ମୁମ୍ବଇ,୨୮/୧୧(ଓଡ଼ିଆ ନ୍ୟୁଜ) : ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଗୁରୁବାର ସନ୍ଧ୍ୟାରେ ସେଣ୍ଟ୍ରାଲ୍‍ ମୁମ୍ବାଇର  ଶିବାଜୀ ପାର୍କରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଶ୍ରୀ ଠାକରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ଶ୍ରୀ ଠାକରେ…
Read More...