banner
Breaking
Monthly Archives

August 2023

ଗ୍ୟାସ ସିଲିଣ୍ଡର ଉପରେ ୨୦୦ ରି‌ହାତି

ନଆଦିଲ୍ଲୀ: ଗ୍ୟାସ ସିଲିଣ୍ଡର ଉପରେ ମିଳିବ ୨୦୦ ଟଙ୍କା ସବସିଡି  । ଏହି ସବସିଡିକୁ ମିଳିଛି କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ।  ଉଜ୍ଜଳା ଯୋଜନାରେ ୨୦୦ ଟଙ୍କା ସବ୍‌ସିଡିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ବର୍ଷକୁ ୧୨ଟି ସିଲିଣ୍ଡର ଉପରେ ମିଳିବ ଏହି ରିହାତି । ଏହି  ଘୋଷଣା ପରେ…
Read More...

ଓମ୍ରାର ୩୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର,୨୯।୮ : ରାଜ୍ୟ ସ୍ତରୀୟ ସ୍ବେଛାସେବୀ ଅନୁଷ୍ଠାନ ଓମ୍ରାର ୩୬ତମ ବାର୍ଷିକ ଉତ୍ସବ ଭାରତୀୟ ଚିକିତ୍ସକ ସଂଘ ଓଡ଼ିଶା ଶାଖାର ମୂଖ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ଓମ୍ରା ର ସଭାପତି ଡାକ୍ତର ଚିତ୍ତ ରଞ୍ଜନ ମିଶ୍ର ଅତିଥି ମାନଙ୍କୁ ସ୍ବାଗତ କରିବା ସହ ଅତିଥି…
Read More...

ମୋବିଲ୍‌ଟିଏମ ଟ୍ରକ୍‌ଚାଳକ ମାନଙ୍କ ପାଇଁ ଉତ୍କୃଷ୍ଟ ମାନର ଇଞ୍ଜିନ ଅଏଲକୁ ବାଛିବା ସହଜ କରିଛି

ଭୁବନେଶ୍ୱର: ମୋବିଲ୍ ଟିଏମ ଆଜି ଏହାର ନୂତନ ଅଭିଯାନ- “ଟ୍ରକିଂ ହେଉଛି କଠିନ; କିନ୍ତୁ ଇଞ୍ଜିନ୍ ଅଏଲ୍ ବାଛିବା ନୁହେଁ” ର ଆରମ୍ଭ କରିଛି । ଏହା ସହାୟତାରେ ଟ୍ରକ୍ ଚାଳକ ମାନେ ସେମାନଙ୍କର ଟ୍ରକ୍ ପାଇଁ ସଠିକ୍ ମାନର ଇଞ୍ଜିନ୍ ଅଏଲକୁ ବାଛି ପାରିବେ ଯାହାକି ପୂର୍ବରୁ କଦାପି ସହଜ ନଥିଲା ।…
Read More...

ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆପଣମାନେ ଖୁସି ତ? ମହାନଗର ନିଗମର ଗରିବ ଲୋକଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରବା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରଶ୍ନରେ ଆନନ୍ଦ, ଉଲ୍ଲାସ, କରତାଳି ଓ ହୁଳହୁଳିରେ କମ୍ପିଥିଲା କଳିଙ୍ଗ ଷ୍ଟାଡିୟମ। ଗରିବ ଲୋକଙ୍କ ପାଇଁ ଆଜି ଏକ ଐତିହାସିକ ଦିବସ। ଯେଉଁମାନେ…
Read More...

ଚନ୍ଦ୍ରୟାନ ପହଞ୍ଚିଲା ପରେ କଣ ସବୁ ହେବ

ନୂଆଦିଲ୍ଲୀ: ଭାରତର ମହାକାଶ ଅଭିଯାନ ଇତିହାସରେ ଚନ୍ଦ୍ରଯାନ-୩ ଏକ ସ୍ମରଣୀୟ ଅଭିଯାନ ହୋଇଛି। ଆମେରିକା, ଚୀନ୍ ଓ ପୂର୍ବତନ ସୋଭିଏତ ସଙ୍ଘ ପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହେଇଛି। ସଫ୍ଟ ଲ୍ୟାଣ୍ଡିଂ ହାସଲ କରିବା କେବଳ ଯୋଜନାର ଏକ ଅଂଶ ମାତ୍ର।…
Read More...

ଚନ୍ଦ୍ରରେ ପହଞ୍ଚିଲା ଭାରତ

ଭୁବନେଶ୍ୱର : ଚନ୍ଦ୍ରରେ ପହଞ୍ଚିଲା ଭାରତ। ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରର ସାଉଥ ପୋଲରେ ଅବତରଣ କରିଛି। ଆମେରିକା, ଚୀନ୍ ଓ ସୋଭିଏତ ଋଷ ପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ଭାରତ ହେଉଛି ଚତୁର୍ଥ ଦେଶ। ଐତିହାସିକ ସଫ୍ଟ ଲ୍ୟାଣ୍ଡିଂ ପୂର୍ବରୁ ସାରା ଦେଶରେ ପ୍ରାର୍ଥନା ହୋଇଥିଲା। ଗତ ଜୁଲାଇ…
Read More...

ଡେଙ୍ଗୁ ପାଇଁ ସରକାରଙ୍କ ନୂତନ ପଦକ୍ଷେପ

ଭୁବନେଶ୍ୱର: ରାଜଧାନୀରେ ଦୃତ ଗତିରେ ବ୍ୟାପୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ୪ଟି ଯାକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖୋଲିବ ଡେଙ୍ଗୁ ୱାର୍ଡ। ପ୍ରତି ଅର୍ବାନ ସିଏଚସିରେ ୧୦ଟି ଲେଖାଏଁ ଶଯ୍ୟା ରହିବ। ରାଜଧାନୀରେ ଡେଙ୍ଗୁ ବଢ଼ିବା ପରେ ଜନସ୍ୱାସ୍ଥ୍ୟ…
Read More...

ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଫଟୋ ପ୍ରଦର୍ଶନୀ ଉଗଘାଟିତ

ଭୁବନେଶ୍ୱର : ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ନୀଳାଦ୍ରିବିହାର ସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀ ଠାରେ ଫଟୋ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଆଇ ଏ ଏସ୍ ଅରବିନ୍ଦ ବେହେରା ଓ ଯୁଗଳ କିଶୋର ମହାପାତ୍ର ଯୋଗଦେଇ ଉଦଘାଟନ କରିଥିଲେ । ଐତିହ ଓ ପ୍ରକୃତି ଉପରେ…
Read More...

ଇତିହାସ ରଚିବାକୁ ଯାଉଛି ଚନ୍ଦ୍ରାୟାନ-୩

ନୂଆଦିଲ୍ଲୀ : ଇତିହାସ ରଚିବାକୁ ଯାଉଛି ଚନ୍ଦ୍ରାୟାନ-୩। ବୁଧବାର ଚନ୍ଦ୍ରାୟାନ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟର ଚନ୍ଦ୍ର କକ୍ଷପଥକୁ ପ୍ରବେଶକୁ ସଫଳତାର ସହ ସମାପ୍ତ କରିଛି। ଚନ୍ଦ୍ରାୟନ ଏବେ ଚନ୍ଦ୍ରର ଆହୁରି ନିକଟତର ହୋଇଛି। ଇସ୍ରୋ ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି ଯେ, ଚନ୍ଦ୍ରାୟାନର ଗତି…
Read More...

ଫେବୃୟାରୀ ୧୪ରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର : ୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ବୁଧବାର ଏକାଡେମିକ କ୍ୟାଲେଣ୍ଡର ପ୍ରକାଶ ପାଇଛି। ସିଏଚ୍‌ଏସ୍‌ଇ ଦ୍ୱାରା ପରିଚାଳିତ ଯୁକ୍ତ୨ ଦ୍ୱିତୀୟ ବର୍ଷ ବା ଦ୍ବାଦଶ ଶ୍ରେଣୀ ବାର୍ଷିକ ଥିଓରୀ ପରୀକ୍ଷା ଆସନ୍ତା ଫେବୃୟାରୀ ୧୪ରୁ…
Read More...