banner
Breaking

ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଫଟୋ ପ୍ରଦର୍ଶନୀ ଉଗଘାଟିତ

0

ଭୁବନେଶ୍ୱର : ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ନୀଳାଦ୍ରିବିହାର ସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀ ଠାରେ ଫଟୋ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଆଇ ଏ ଏସ୍ ଅରବିନ୍ଦ ବେହେରା ଓ ଯୁଗଳ କିଶୋର ମହାପାତ୍ର ଯୋଗଦେଇ ଉଦଘାଟନ କରିଥିଲେ । ଐତିହ ଓ ପ୍ରକୃତି ଉପରେ ଆଧାରିତ ଏହି ଫଟୋ ପ୍ରଦର୍ଶନୀରେ ୧୩ ଜଣ ଦକ୍ଷ ଫଟୋ ଗ୍ରାଫରଙ୍କର ୪୦ ଟି ସୁନ୍ଦର ସୁନ୍ଦର ଫଟୋ ଫ୍ରେମ୍ ପ୍ରଦର୍ଶିତ ହୋଇଛି । ଯାହା ପ୍ରାକୃତିକ ସୌନ୍ଦର୍ଯ୍ୟତାକୁ ବଖାଣିବା ସହିତ ଗୋଟିଏ ଗୋଟିଏ ନିଆରା କଳ୍ପନା ଭରା କାହାଣୀ ସୃଷ୍ଟି କରୁଛି । ଏହି ପ୍ରଦର୍ଶନୀ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଆଜି ସ୍ଥାନୀୟ ଅଂଚଳର ବହୁ ଫଟୋପ୍ରେମୀ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.