banner
Breaking
Monthly Archives

February 2021

ପିପିଲିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬୮ କୋଟି ଘୋଷଣା।

ଭୁବନେଶ୍ୱର,୨୪ା୨(ବ୍ୟୁରୋ): ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପାଳନ କରାଯାଇଛି। ମାର୍ଚ୍ଚ ୨୩ ତାରିଖ ୧୯୨୧ରେ ଗାନ୍ଧିଜୀ ପ୍ରଥମେ ଓଡ଼ିଶା ଆସିଥିଲେ। ୧୯୩୮ରେ ସେ ଡେଲାଙ୍ଗର ବେରବୋଇ ଯାଇଥିଲେ। ଏଠାରେ କୃଷି ଓ ଗ୍ରାମଦ୍ୟୋଗ ପ୍ରଦର୍ଶନୀରେ ଭାଗ ନେଇଥିଲେ। ଗାନ୍ଧିଜୀଙ୍କ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରି ସଫଳତା ହାସଲ କରିବେ। ଶତ୍ରୁତା କାରଣରୁ ନିର୍ମାଣାଧୀନ କାମଗୁଡ଼ିକ ବାଧାପ୍ରାପ୍ତ ହୋଇପାରେ। ବ୍ୟବସାୟରେ ଟେନସନ୍‌ ଲାଗି ରହିବ, କିନ୍ତୁ କ୍ଷତିର ପ୍ରଶ୍ନ ରହିବ ନାହିଁ। ପରକଥାରେ କିମ୍ବା ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।…
Read More...

ଉତ୍ତର ବିଧାୟକଙ୍କ ଦ୍ଵାରା ସ୍ମାର୍ଟ ରାସ୍ତାର ଭିତ୍ତିପ୍ରସ୍ଥର ସ୍ଥାପନ।

ଭୁବନେଶ୍ୱର,୨୦/୨(ଓଡ଼ିଆ ନ୍ୟୁଜ): ଶନିବାର ଦିବା ୧୧ ଘଟିକା ସମୟରେ ୧୦ କୋଟି ୮୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଇନଷ୍ଟିଚ୍ୟୁଟ ଅଫ ମାଥମେକ୍ଟିସ ଠାରୁ ଏକାମ୍ର କାନନ ଭାୟା ଇମ୍ଫୋସିଟି ରାସ୍ତା ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ଥର ସ୍ଥାପନ ମାନ୍ୟବର ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର…
Read More...

ଆଧ୍ୟାତ୍ମିକତା ଜୀବନ, ଜୀବିକା ଗଢିବାର ମୂଳ ଉତ୍ସ। କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନର ବାର୍ଷିକ ଉତ୍ସବ

ଭୁବନେଶ୍ବର : ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍’ର ୭ମ ବାର୍ଷିକ ଉତ୍ସବ ୟୁନିଟ ନଅ ସ୍ଥିତ ଲୋହିଆ ଏକାଡ଼ମୀ ପରିସରରେ ଅନୁଷ୍ଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡ଼ ସୁଶାନ୍ତ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ…
Read More...

ଆରମ୍ଭ ହେଲା ବିଧାନସଭା।

ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହୋଇଛି ଷୋଡଶ ବିଧାନସଭାର ଷଷ୍ଠ ଅଧିବେଶନ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିଧାନସଭାରେ ପହଞ୍ଚିବା ପରେ ପ୍ରଥମେ ତାଙ୍କୁ ଗାର୍ଡ଼ ଅଫ ଅନର ଦିଆଯାଇଥିଲା। ଏହାପରେ ରାଜ୍ୟପାଳ ଅଭିଭାଷଣ ରଖୁଛ ଦିବଂଗତ ପୂର୍ବତନ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଦେଇଥିଲେ।…
Read More...

ଭୁବନେଶ୍ୱରରୁ ପାଟଣାକୁ ଉଡିବ ବିମାନ।

ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପାଟଣାକୁ ମେ’ ପହିଲାରୁ ବିମାନ ଚଳାଚଳ ଆରମ୍ଭ ହେବ। ଘରୋଇ ବିମାନ ସେବା କମ୍ପାନୀ ଇଣ୍ଡିଗୋ ଏହି ସେବା ପ୍ରଦାନ କରିବ। ଇଣ୍ଡିଗୋ ମାର୍ଚ୍ଚ ୨୮ରୁ ୨୨ଟି ନୂଆ ରୁଟ୍‌ରେ ବିମାନ ଚଳାଚଳ ଆରମ୍ଭ କରିବ ବୋଲି ଘୋଷଣା…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି କାମ ହାସଲ କ୍ଷେତ୍ରରେ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ। ଗୃହରେ ମଙ୍ଗଳୋତ୍ସବ କାର୍ଯ୍ୟ ସମ୍ପନ୍ନ ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇପାରେ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ କରିବେ। ବୃଷ:-ଆଜି ଅନିୟମିତ…
Read More...

ବାବା ସୋମନାଥଙ୍କ ଉପରେ ଆଧାରିତ ଭିଡିଓ କ୍ୟାସେଟ ଉନ୍ମୋଚିତ।

ପବିତ୍ର ଶ୍ରୀ ପଂଚମୀ ଅବସରରେ ମା ଯୋଗମାୟାଟ୍ରାଭେଲ୍ସ ଓ ସତ୍ୟସନ୍ଧାନ ୱେବ୍‌ଚ୍ୟାନେଲ ପ୍ରାୟୋଜିତ ଶିବଙ୍କ ଉପରେ ଆଧାରିତ ଭଜନ ‘ସୋମନାଥଙ୍କୁ ସୁମରିଲେ ମନେ’ ନାମରେ ଭିଡିଓ କ୍ୟାସେଟ ଉନ୍ମୋଚିତ ହୋଇଯାଇଛି ।ଏହାକୁ ଆନୁଷ୍ଠାନିକଭାବେ ନନ୍ଦନକାନନ ଉପ-ନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର‌୍ୟ୍ୟ…
Read More...

ଜାଗୁଆର ଲ୍ୟାଣ୍ଡ ରୋଭର ଭବିଷ୍ୟତର ବିଳାସପୂର୍ଣ୍ଣ ଡିଜାଇନିଂରେ ବିକାଶ ଆଣିବ

ଜାଗୁଆର ଲ୍ୟାଣ୍ଡ ରୋଭର ଭବିଷ୍ୟତର ଆଧୁନିକ ବିଳାସପୂର୍ଣ୍ଣ ଡିଜାଇନିଂରେ ବିକାଶ ଆଣିବ । ଏହାର ଦୁଇ ବ୍ରିଟିଶ୍ ବ୍ରାଣ୍ଡ୍‌ର ମିଶ୍ରଣରେ ଏହା ପ୍ରତିପାଦିତ ହେବ । ଏହି ଅବସରରେ ବୋଲେରେ କହିଲେ, ପୃଥିବୀର ଶ୍ରେଷ୍ଠ ଆବଶ୍ୟକ ହେଉଥିବା ବିଳାସପୂର୍ଣ୍ଣ ଯାନ ନିର୍ମାଣ ଏବଂ ସେବା ପ୍ରଦାନ…
Read More...

ରଂଜନ ଜେନା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ। ମା ତାରିଣୀ ୟୁଥକ୍ଲବ ଚମ୍ପିୟାନ।

ଭୁବନେଶ୍ୱର : ନୀଳାଦ୍ରି ବିହାର ଦୁର୍ଗା ପଡିଆ ଠାରେ ଚାଲିଥିବା ରଂଜନ ଜେନା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏଥିରେ ନିୟୁ ଷ୍ଟାରକୁ ହରାଇ ମା ତାରିଣୀ ୟୁଥକ୍ଲବ ଚମ୍ପିୟାନ ହୋଇଛି। ପୂର୍ବତନ କର୍ପୋରେଟର ସ୍ବର୍ଗତ ର°ଜନ ଜେନାଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୀଳାଦ୍ରି…
Read More...