banner
Breaking
Monthly Archives

February 2021

ଭୁବନେଶ୍ବର ରନ୍‌ୱେ ୱିକ୍ ଏବଂ କର୍ପୋରେଟ୍ ଆଇକନ୍ ଆୱାର୍ଡ଼

ଭୁବନେଶ୍ୱର - ପର୍ବପର୍ବାଣୀ ହେଉ କିମ୍ବା କୌଣସି ଉତ୍ସବ ସବୁ ସମୟରେ ଆକର୍ଷଣ ଦେଖାଯିବା ପାଇଁ ସମସ୍ତେ ରହିଥାଆନ୍ତି ଚିନ୍ତାରେ । ନୂଆ ଡ଼ିଜାଇନ୍‌ର ପୋଷାକ ସହ ନ୍ୟୁ ଲୁକ୍‌ରେ ନିଜକୁ ପରଷି ଦେବାପାଇଁ ଲୋକଙ୍କ ମନରେ ଥାଏ ଅକୁଣ୍ଠ ଉନ୍ମାଦନା । ଉଭୟ ପୁରୁଷ ଓ ମହିଳାଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି…
Read More...

୧୩ରୁ ରଞ୍ଜନ ଜେନା ମେମୋରିୟାଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ।

ଭୁବନେଶ୍ୱର : ନୀଳାଦ୍ରି ବିହାର ଦୁର୍ଗାପଡିଆ ଠାରେ ପୂର୍ବତନ କର୍ପୋରେଟର ସ୍ୱର୍ଗତ ରଞ୍ଜନ କୁମାର ଜେନାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆସନ୍ତା ୧୩ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ରଞ୍ଜନ ଜେନା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଏହାକୁ ଚନ୍ଦ୍ରଶେଖରପୁର ପ୍ରିମିୟର ଲିଗ୍ ଭାବରେ ନାମକରଣ…
Read More...

ମୋ ରାଜ୍ୟର ଚାଷୀ ସମ୍ମାନର ସହ ବଞ୍ଚୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏ କାଳିଆ ସହାୟତା ପ୍ରଦାନ କରିଛନ୍ତି। ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରଦାନ…
Read More...

ହଣା ଲୁଟେରାଙ୍କ କବଜାରେ ରାଜଧାନୀ। ପୁଣି ୩ ଲୁଟ୍

ଭୁବନେଶ୍ୱର,୧୦।୨(ବ୍ୟୁରୋ): ହଣା ଲୁଟେରାଙ୍କ କବଜାରେ ରାଜଧାନୀ । ଲୁଟର ତରିକା ବଦଳାଇଛନ୍ତି ଲୁଟେରା। ଦିନ ହେଉ କି ରାତି ବେଧଡକରେ ଲୋକଙ୍କୁ ଭୟଭୀତ କରି ଲୁଟିତାଲିଛନ୍ତି।ମଙ୍ଗଳବାର ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ଜେଲ ଗେଟ୍‌ ସମ୍ମୁଖ ରୋଡରେ ପ୍ରାତଃଭ୍ରମଣ ବେଳେ ମନୋରମା ସାହୁ ନାମ୍ନୀ…
Read More...

ଶିକ୍ଷାମନ୍ତ୍ରୀଙ୍କ ଅଚାନକ ସ୍କୁଲ ପରିଦର୍ଶନ।

ଭୁବନେଶ୍ୱର,୧୦।୨(ବ୍ୟୁରୋ): ବିଦ୍ୟାଳୟରେ କୋଭିଡ୍‌-୧୯ ମାର୍ଗଦର୍ଶିକା ସଠିକ ବ୍ୟବହାର କରାଯାଉଛି କି ନାହିଁ ତାହାର ଅନୁଧ୍ୟାନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ପୂର୍ବାହ୍ନରେ ନିମାପଡ଼ାର ଭାଣପୁର ହାଇସ୍କୁଲ ପରିଦର୍ଶନ କରିଥିଲେ। ସୂଚନାଯୋଗ୍ୟ, ରାଜ୍ୟରେ…
Read More...

ଉହାନ ଲାବ୍ରୋଟାରୀରୁ ବ୍ୟାପି ନାହିଁ କରୋନା- ହୁ

ବେଜିଂ: ଚୀନର ଉହାନସ୍ଥିତ ଲାବରେଟୋରିରୁ କରୋନା ଭୂତାଣୁ ବ୍ୟାପିନାହିଁ। ଏକଥା କହିଛନ୍ତି କରୋନା ଭୂତାଣୁ ଉତ୍ପତ୍ତିସ୍ଥଳର ତଦନ୍ତ କରୁଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଟିମ୍‌। ଟିମ୍‌ କହିଛି ଯେ, ଉହାନରୁ କିମ୍ବା ଅନ୍ୟ କୌଣସି ସ୍ଥାନରୁ ଡିସେମ୍ବର ୨୦୧୯ ପୂର୍ବରୁ କରୋନା ଭୂମାଣୁ…
Read More...

କିମସରେ ଆରମ୍ଭ ହେଲା ପିଡା ଉପସମ ସେବା କ୍ଲିନିକ।

ଭୁବନେଶ୍ୱର,୧୦/୨(ଓଡ଼ିଆ ନ୍ୟୁଜ): କିମ୍‍ସରେ ପୀଡ଼ା ଉପଶମ ସେବା କ୍ଲିନିକ୍‍ (ପାଲିଏଟିଭ୍‍ କେୟାର କ୍ଲିନିକ୍‍) ଆରମ୍ଭ ହୋଇଛି। ଏହି କ୍ଲିନିକ୍‍ରେ କର୍କଟ ରୋଗୀମାନଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ଦିଆଯିବ। ଏହି କ୍ଲିନିକ୍‍ କର୍କଟ ରୋଗୀଙ୍କ ଚିକିତ୍ସା ସହ ସେମାନଙ୍କର ଶାରୀରିକ ଓ…
Read More...

ଏଥର ହେବନାହିଁ ଖଣ୍ଡଗିରି ମେଳା।

ଭୁବନେଶ୍ବର: ଖଣ୍ଡଗିରି ମେଳା ଓ ଯାତ୍ରାକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଆଜି ଅନ୍ତ ହୋଇଛି। ଆଜି ଅଂଶୀଦାର, ପୂଜକ, ସାଧୁସନ୍ଥ ଓ ବରିଷ୍ଠ ପ୍ରଶାସକମାନଙ୍କ ସହିତ ଆଲୋଚନା ପରେ ବିଏମ୍‌ସି ପକ୍ଷରୁ ଚଳିତ ବର୍ଷ ଖଣ୍ଡଗିରି ମେଳା ହେବ ନାହିଁ ଏବଂ କେବଳ ପରମ୍ପରା ପାଳନ କରାଯିବ ବୋଲି…
Read More...

ରାଜ୍ୟ କ୍ୟାବିନେଟରେ ୨୭ଟି ପ୍ରକଳ୍ପରେ ମୋହର।

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୨୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ମହିଳା ଓ ଶିଶୁ କଲ୍ୟାଣ, କୃଷି, ମିଶନ ଶକ୍ତି, ସାମାଜିକ ସୁରକ୍ଷା ପ୍ରକଳ୍ପ ସମେତ ସ୍ବାସ୍ଥ୍ୟ ଓ ପରିବାର…
Read More...

ସମସ୍ତ ନବମ ପିଲା ଦେଇପାରିବେ ମାଟ୍ରିକ ପରୀକ୍ଷା। ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, : ୨୦୧୯-୨୦ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ପଢ଼ୁଥିବା ସବୁ ଛାତ୍ରୀଛାତ୍ର ମେ’ ମାସରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ସାର୍ଟିଫିକେଟ୍‌ ପରୀକ୍ଷା ଦେଇପାରିବେ। ଏହା ସବୁ ଓଡ଼ିଆ ମାଧ୍ୟମ ପିଲାଙ୍କ ପାଇଁ ପ୍ରଯୁଜ୍ୟ ହେବ। ଏ ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ…
Read More...