banner
Breaking
Monthly Archives

July 2019

ଓଡ଼ିଶାର ରସଗୋଲା। ବିଜୟ ଉତ୍ସବ ପାଳିଲା ଏନ୍ ଓ୍ବାଇ ସି ଏ

ଭୁବନେଶ୍ୱର,୩୧/୭(ଓଡ଼ିଆ ନ୍ୟୁଜ) ରସଗୋଲା କାହାର??..ଏମିିତି ଏକ ପ୍ରଶ୍ନ ଯେତେବେଳେ ୨୦୧୫ ମସିହାରେ ସାରା ଓଡିଶାବାସୀଙ୍କ ପାଇଁ ମୁଖ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଥିଲା । ସେତେବେଳେ ବିଶ୍ୱ ନିୟନ୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରିୟ ରସଗୋଲା କଣ ଓଡିଶାର ଉତ୍ପତ୍ତି ନୁହଁ? ଏମିତି ଏକ ବିଷୟ…
Read More...

ନୀଳାଦ୍ରି ବିହାର ଆବାସିକ ସଙ୍ଘର ସାଧାରଣ ନିର୍ବାଚନ

ଭୁବନେଶ୍ୱର ,୩୧/୭ (ଓଡ଼ିଆ ନ୍ୟୁଜ) ନୀଳାଦ୍ରି ବିହାର ଆବାସିକ ସଂଘର ଦ୍ୱିବାର୍ଷିକ ସାଧାରଣ ନିର୍ବାଚନ ଦୁର୍ଗାପୂଜା ମଣ୍ଡପ ପରିସରରେ ଥିବା ଆବାସିକ ସଂଘ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ନିର୍ବାଚନ ପରି ଏହା ଗୁପ୍ତ ବ୍ୟାଲଟ୍ ମାଧ୍ୟମରେ ହୋଇଥିଲା । ନିର୍ବାଚନ ଅଧିକାରୀ ଶୈଳେନ୍ଦ୍ର…
Read More...

କେନ୍ଦ୍ରରେ ପାରିତ ହେଲା ବିଲ୍। ବହୁ ବର୍ଗର ଲୋକଙ୍କୁ ମିଳିବ ସୁବିଧା

ନୂଆଦିଲ୍ଲୀ , ୩୧ା୭(ଓଡ଼ିଆ ନ୍ୟୁଜ): ପୋଷକ ସାର ସବସିଡ଼ି ହାରକୁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ହୋଇଛି । ଫସଫେଟ ଓ ପୋଟାସିୟମ ସାର ଉପରେ କେନ୍ଦ୍ର ସରକାର ରିହାତି ଦେବେ । ୨୦୧୯-୨୦ ପାଇଁ ରିହାତିରେ ଖର୍ଚ୍ଚ ହେବ ୨୨ହଜାର ୮୭୫କୋଟି ଟଙ୍କା । ସେହିପରି ରୁଷିଆ ଓ ପଡ଼ୋଶୀ ଦେଶ ମହାକାଶୀୟ…
Read More...

ରସୁଲଗଡ ଛକରେ ରାସ୍ତାରୋକ ଫସିଛି ଯାନବାହାନ

ଭୁବନେଶ୍ୱର, ୩୧/୭(ଓଡ଼ିଆ ନ୍ୟୁଜ): ଗତକାଲି ରାତିରେ ଭୁବନେଶ୍ୱର ତୃପ୍ତି ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ସହ ଲୁଟ ଘଟଣାର ପ୍ରତିବାଦରେ ଆଜି ରସୁଲଗଡ଼ ଛକରେ ଉତ୍ୟକ୍ତ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି । ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଦାବିରେ ଉତ୍ୟକ୍ତ ଲୋକ ରାସ୍ତା ଆବୋରଧ…
Read More...

ଆମ୍ରି ହସ୍ପିଟାଲରେ ଚଢ଼ାଉ। ଅନ୍ୟ ମାନଙ୍କର କୋକୁଆ ଭୟ

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଛି।ପ୍ରାଇଭେଟ୍ ହସ୍ପିଟାଲରେ ମନଇଛା କାରବାରରେ ରୋକ ଲାଗାଇବା ପାଇଁ ଚଢ଼ାଉ ଜାରି ରଖିଛି। ଦୁଇଥର କଳିଙ୍ଗ ହସ୍ପିଟାଲରେ ଚଢ଼ାଉ ହୋଇଥିବା ବେଳେ ଆଜି ଆମ୍ରି ହସ୍ପିଟାଲରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ତରଫରୁ ଚଢ଼ାଉ ଜାରି ରହିଛି। ନିମ୍ନ…
Read More...

ସଚିବାଳୟର ନାମ ବଦଳି ହେବ ଲୋକସେବା ଭବନ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ରାଜ୍ୟ “ସଚ୍ଚିବାଳୟ’ ବା ସେକ୍ରେଟେରିଏଟର ନାଁ ପରିବର୍ତ୍ତନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଘୋଷଣା କରିଛନ୍ତି | “ସଚ୍ଚିବାଳୟ’ ବା ସେକ୍ରେଟେରିଏଟର ବଦଳରେ ଏହାର ନାଁ ରଖାଯିବ “ଲୋକସେବା ଭବନ” | ମୁଖ୍ୟମନ୍ତ୍ରା କହିଛନ୍ତି ଗଣତନ୍ତ୍ରରେ ଲୋକେ…
Read More...

ପୁଣି ଆରମ୍ଭ ହେବ ଅପରେସନ ପରୀ। ଧରାହେବେ ପିଲା

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ଜୁଲାଇ ୩୦ରୁ ପୋଲିସ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ‘ଅପରେସନ ପରୀ-୩’ । ରାଜ୍ୟରେ ନିଖୋଜ ପିଲାମାନଙ୍କୁ ଖୋଜି ବାହାର କରିବାକୁ ମାସେ ଧରି ଚାଲିବ ଏହି ଅଭିଯାନ । ପ୍ରାୟ ଅଗଷ୍ଟ ୧୫ ତାରିଖ ଯାଏଁ ଏହି ଅପରେସନ ଚାଲିବ । ୧୫ ଦିନ ରାଜ୍ୟ ଭିତରେ ଓ ୧୫ ଦିନ ରାଜ୍ୟ…
Read More...

ରସଗୋଲାକୁ ମିଳିଲା ଜି ଆଇ ମାନ୍ୟତା।ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୯ା୭(ଓଡ଼ିଆ ନ୍ୟୁଜ): ଆଜି ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ ମିଳିଛି। ଏହି ପ୍ରସଙ୍ଗରେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ରସଗୋଲା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୋଗର ଏକ ଅଂଶ ଅଟେ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…
Read More...

ପଶ୍ଚିମବଙ୍ଗରେ ହେଲା ଭୂକମ୍ପ

କୋଲକାତା,୨୯।୭(ଓଡ଼ିଆ ନ୍ୟୁଜ) ପଶ୍ଚିମବଙ୍ଗର ପୁରୁଲିଆ ଜିଲାରେ ଭୋର୍‌ ୨ଟା ୫୫ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ଥିବା ଭାରତୀୟ ଭୂବିଜ୍ଞାନ ଗବେଷଣା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପ ହେବାରୁ ଘରେ ଶୋଇଥିବା ଲୋକେ ଭୟରେ ବାହାରକୁ ପଳାଇ ଆସିଥିଲେ।…
Read More...

ସୁରକ୍ଷା ଦେଉଥିବା ଲୋକ ମାଗିଲେ ସୁରକ୍ଷା

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ଦେଶର ଓ ରାଜ୍ୟରଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ଯାଉଛି। ଗଣତନ୍ତ୍ରର ତିନୋଟି ସ୍ତମ୍ଭ ଏବେ ଅସହାୟ ମନେ କଲେଣି। କିଛିଦିନ ତଳେ ଦେଶର ପ୍ରଥମ ସ୍ତମ୍ଭ ଅସହାୟ ହୋଇ ସାମ୍ବାଦିକ ମାନଙ୍କ ସହଯୋଗ ଲୋଡିଥିଲା। ଆମ ରାଜରେ ମଧ୍ୟ ଆଇନ ଶୃଙ୍ଖଳା ଭୁଶୁଡି ପଡିଛି।…
Read More...