banner
Breaking

ରସୁଲଗଡ ଛକରେ ରାସ୍ତାରୋକ ଫସିଛି ଯାନବାହାନ

0

ଭୁବନେଶ୍ୱର, ୩୧/୭(ଓଡ଼ିଆ ନ୍ୟୁଜ): ଗତକାଲି ରାତିରେ ଭୁବନେଶ୍ୱର ତୃପ୍ତି ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ସହ ଲୁଟ ଘଟଣାର ପ୍ରତିବାଦରେ ଆଜି ରସୁଲଗଡ଼ ଛକରେ ଉତ୍ୟକ୍ତ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି । ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଦାବିରେ ଉତ୍ୟକ୍ତ ଲୋକ ରାସ୍ତା ଆବୋରଧ କରିବା ସହ ରାସ୍ତାରେ ଟାୟାର ଜାଳିବା ଦ୍ୱାରା କଟକ-ଭୁବନେଶ୍ବର ଯାତାୟତ ସମ୍ପୂର୍ଣ ରୂପରେ ବାଧାପ୍ରାପ୍ତ ହୋଇଛି । ଉର୍ତ୍ତେଜନାମୂଳକ ପରିସ୍ତିତିକୁ ଆଖିଆଗରେ ରଖି ଘଟଣାସ୍ଥଳରେ ପୋଲିସ ମୃତୟନ କରାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.