banner
Breaking

ସଚିବାଳୟର ନାମ ବଦଳି ହେବ ଲୋକସେବା ଭବନ-ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ରାଜ୍ୟ “ସଚ୍ଚିବାଳୟ’ ବା ସେକ୍ରେଟେରିଏଟର ନାଁ ପରିବର୍ତ୍ତନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଘୋଷଣା କରିଛନ୍ତି | “ସଚ୍ଚିବାଳୟ’ ବା ସେକ୍ରେଟେରିଏଟର ବଦଳରେ ଏହାର ନାଁ ରଖାଯିବ “ଲୋକସେବା ଭବନ” | ମୁଖ୍ୟମନ୍ତ୍ରା କହିଛନ୍ତି ଗଣତନ୍ତ୍ରରେ ଲୋକେ ହେଉଛନ୍ତି ସର୍ବେ ସର୍ବା | ଆମେ ସମସ୍ତେ ଅଛୁ | କେବଳ ସେମାନଙ୍କର ସେବା ପାଇଁ | ଆମ ଲୋକଙ୍କ ଆଶା ଆଙ୍କାକ୍ଷାକୁ ପୂରଣ କରିବା ପାଇଁ ଅଧିକ କଠୋର ପରିଶ୍ରମ କରିବୁ | ଓଡିଶାର ଲୋକେ ଲଗାତାର ଭାବେ ପଞ୍ଚମଥର ପାଇଁ ସରକାର ଗଠନ କରିବାକୁ ଆର୍ଶୀବାଦ କରିଛନ୍ତି | ଏହାର ମୂଳ କାରଣ ହେଉଛି ଆମ ସରକାରଙ୍କ କାର୍ଯ୍ୟଧାରା ଉପରେ ବିଶ୍ବାସ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |

Khansweb Solution Bhubaneswar

Leave A Reply

Your email address will not be published.