banner
Breaking
Monthly Archives

July 2019

ପୁଣି ବେକ କଟିଲା ସାଇକୋ କିଲର୍

ଭୁବନେଶ୍ବର,୨୯।୭(ଓଡ଼ିଆ ନ୍ୟୁଜ):ରବିବାର ରାତିରେ କଟକରେ ପୁଣି ଜଣେ ମହିଳା ଆକ୍ରମଣର ଶିକାର ହୋଇଛନ୍ତି। ପୂର୍ବ ହତ୍ୟାକାଣ୍ଡ ଭଳି ମହିଳାଙ୍କ ବେକକୁ କାଟି ଦିଆଯାଇଛି। ସେ ହେଲେ ମାଲଗୋଦାମ ଥାନା ଅନ୍ତର୍ଗତ ମହ୍ଲାସାହି ଅଞ୍ଚଳରେ ରହୁଥିବା ସନ୍ଧ୍ୟା ତରାଇ(୨୮)। ରାତି ପ୍ରାୟ ୧୧ ଟାରେ…
Read More...

ରାଜଧାନୀର ରାତି ଦେହରେ ଭରୁଛି ତାତି

ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ): ରାଜଧାନୀର ରାତି ଦେହରେ ଭରୁଛି ତାତି। ଏ କଥା ଆମେ କହୁନୁ କହିଛନ୍ତି ରସିକନାଗର ମାନେ। ରାଜଧାନୀ ଭୁବନେଶ୍ବରରେ ଅଧାଫୁଙ୍ଗୁଳା ଦେହର ସାନିଧ୍ୟ ଦେଖିବାକୁ ମିଳୁଛି ବାର ମାନଙ୍କରେ। ପକେଟରେ ଡାବୁ ଥିଲେ ସବୁକିଛି ସମ୍ଭବ। ଧଳା,ହଳଦିଆ, ନାଲିଆ, କଳିଆ ସବୁ…
Read More...

କଳିଙ୍ଗ ହସ୍ପିଟାଲରେ ପଞ୍ଝା ମାରିଲା ଡ୍ରଗ୍ସକଣ୍ଟ୍ରୋଲ। ଅନ୍ୟମାନଙ୍କର କୋକୁଆ ଭୟ

ଭୁବନେଶ୍ବର ,(ଓଡ଼ିଆ ନ୍ୟୁଜ): ସ୍ୱାସ୍ଥ୍ୟ ବିଭାଗର ଡ୍ରଗ୍ସ କଣ୍ଟ୍ରୋଲ ଶାଖା ପକ୍ଷରୁ କଳିଙ୍ଗ ହସ୍ପିଟାଲରେ ଚଢାଉ କରାଯାଇଛି । ଚଢାଉ ସମୟରେ ୬ଟି ଏଭଳି ସାମଗ୍ରୀ ଜବତ କରାଯାଇଛି ଯାହାର ଟେଷ୍ଟ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ନାହିଁ ହସ୍ପିଟାଲ କର୍ତ୍ତୃପକ୍ଷ । ମିଳିଥିବା…
Read More...

ଖପୁରି କହିଲା କଥା। ଧରାହେଲା ହତ୍ଯାକାରୀ

ସମ୍ବଲପୁର,(ଓଡ଼ିଆ ନ୍ୟୁଜ): ସମ୍ବଲପୁର ସହରର ନନ୍ଦପଡା ବାସିନ୍ଦା ବିଧବା ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି ପୋଲିସ। ଗତ୨୨ ତାରିଖରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଜୟଶ୍ରୀଙ୍କ ଭିଣୋଇ ବସନ୍ତ ପଣ୍ଡାଙ୍କୁ ଗିରଫ କରିଥିଲା। ୨୦୧୧ ମସିହା ନଭେମ୍ବର ମାସରେ ଜୟଶ୍ରୀଙ୍କ ବଡ ଝିଅ…
Read More...

ଓ ଏ ଏସ୍ ସ୍ତରରେ ଅଦଳବଦଳ।କିଏ କେଉଁ ବିଭାଗ ପାଇଲେ

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ)ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ମୋଟ ୪୮ଜଣ ଓଏଏସ ଅଫିସରଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରିଛନ୍ତି। ସାଧାରଣ ନିର୍ବାଚନ ପରେ ରାଜ୍ୟ ସରକାର ଅଧିକାଂଶ ଜିଲ୍ଲାର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଓ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ…
Read More...

ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ୟଦୁରପ୍ପା

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ବିଏସ ୟେଦୁରପ୍ପା ଶପଥ ଗ୍ରହଣ କରିଛନ୍ତି  । ଚତୁର୍ଥ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି  । କର୍ଣ୍ଣାଟକ ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି  । ଅପରପକ୍ଷରେ ୟେଦୁରପ୍ପାଙ୍କ ଶପଥ ପାଠ…
Read More...

ଉତ୍ତର ବିଧାୟକ ନିଜ ଦରମା ଦେଇଦେଲେ ମୃତକଙ୍କ ପରିବାରକୁ

ଭୁବନେଶ୍ବର ,( ଓଡ଼ିଆ ନ୍ୟୁଜ) : ଗତକାଲି ସନ୍ଧ୍ୟାରେ ଡ୍ରେନ୍ ପାଣିରେ ଭାସିଯାଇ ଜଣେ ମହିଳାଙ୍କ ମୃତ୍ୟୁପରେ ଶୋକସନ୍ତପ୍ତ ପରିବାର ପାଖରେ ପହଞ୍ଚିଛନ୍ତି ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓ ମନ୍ତ୍ରୀ ଅଶୋକ ପଣ୍ଡା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୃତ ମହିଳା ଟି. ଆକାମ୍ମାଙ୍କ…
Read More...

ରାଜନୀତିରୁ ହଟିବେନି ବିଜୟ। ଆ ପରେ ନବୀନଙ୍କ ଅବସ୍ଥା କଣ ହେବ କହିଲେ

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ)ରାଜନୀତିରୁ ସେ କେବେ ହେଲେ ହଟିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି । ପାଟକୁରା ନିର୍ବାଚନ ହାରିବା ପରେ ବିଜୟ ତାଙ୍କ ପ୍ରତିକ୍ରୟାରେ ଏଭଳି ମତ ରଖିଛନ୍ତି । ବିଜୟ କହିଛନ୍ତି, “ଓଡିଶା ରାଜନୀତିକୁ ୪୦ ବର୍ଷ ଧରି ଦେଖିଆସିଥିବା ମୋ ଭଳିି ବ୍ୟକ୍ତିଟିଏ ଯେତେ…
Read More...

କେନ୍ଦ୍ରାପଡା ଜିଲ୍ଲାରେ ଗାଁ କୁ ଲାଇନ୍ ଯାଇନି। ଏ ହେଉଛି ୨୦ ବର୍ଷ ବିକାଶର ଚିତ୍ର

ଭୁବନେଶ୍ବର,୨୬/୭(ଓଡ଼ିଆ ନ୍ୟୁଜ) ସରକାରଙ୍କ ୨୦ ବର୍ଷ ବିକାଶର ଚିତ୍ର ଆଜି ପଦାରେ ପଡିଛି। ବିଧାନସଭାରୁ ମାତ୍ର୧୨୦ କି,ମି ରାସ୍ତା କେନ୍ଦ୍ରାପଡା ଜିଲ୍ଲା ରାଜନଗରର କିଛି ଗାଁ ଏବେବି ଅନ୍ଧାରରେ। ଆଜି ବିଧାନସଭାରେ ଶକ୍ତି ବିଭାଗର ଆଲୋଚନା ଥିବାବେଳେ ରାଜନଗର ବିଧାୟକ ଧ୍ରୁବ ସାହୁ ରାଜନଗର…
Read More...

ଡ୍ରେନରେ ପଡି ବୃଦ୍ଧା ମୃତ୍ୟୁ

ଭୁବନେଶ୍ୱର,୨୫/୭(ଓଡ଼ିଆ ନ୍ୟୁଜ) ପୁଣି ପ୍ରାଣନେଲା ମ୍ୟାନ୍ ହୋଲ୍ । ବି ଏମ୍ ସି ଓ ପ୍ରଶାସନର ବେପରୁଆ ନୀତି ଯୋଗୁଁ ଅକାଳରେ ଝଡିପଡିଲା ଜୀବନ। ଏଭଳି ଏକ ଦୁଖଦ ଘଟଣା ଘଟିଛି ସାଲିଆସାହି ନିକଟ ଭିଆଇପି କଲୋନି ମୁକୁଳା ଡ୍ରେନରେ । ସୂଚନା ଅନୁଯାୟୀ ସାଲିଆସାହିର ବାସିନ୍ଦା ଟି ଆକାମା ,ବୟସ ୬୦…
Read More...