banner
Breaking
Monthly Archives

June 2020

ଅନ୍ନ ଯୋଜନା ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି।

ନୂଆଦିଲ୍ଲୀ,୩୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନାକୁ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାସହ ଗୋଟିଏ ଦେଶ ଗୋଟିଏ ରାଶନ କାର୍ଡ କଥା ମଧ୍ୟ କହିଛନ୍ତି ମୋଦି। ଆଜି ଯଦି ସରକାର ଗରିବଙ୍କୁ…
Read More...

ରାଜ୍ୟରେ ଆଜି ପୁଣି ୨୦୬ ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୭୦୬୫କୁ ବୃଦ୍ଧି।

ଭୁବନେଶ୍ବର,୩୦/୬(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ପୁଣି ୨୦୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୯୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ବିଶିଷ୍ଟବ୍ୟକ୍ତିଙ୍କ ପୃଷ୍ଠସାହାଯ୍ୟରୁ ଅସମ୍ଭବ କାମକୁ ସମ୍ଭବ କରାଇବାରେ ସାହାଯ୍ୟ କରିବେ। ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା ପାଇ ଦୁଃଖକୁ ଲାଘବ କରିବେ। କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ। ସତ୍‌ସଙ୍ଗ, ଆନୁଷ୍ଠାନିକ କାମ କିମ୍ବା ଆଧ୍ୟାତ୍ମିକ…
Read More...

ତିର୍ତ୍ତୋଲ ବ୍ଲକ ବରିତୋଳ ପଞ୍ଚାୟତରେ ରାଶନ କାର୍ଡ ଦୁର୍ନୀତି।

ଜଗତସିଂହପୁର,୨୯/୬(ଓଡ଼ିଆ ନ୍ୟୁଜ): କରୋନା ମହାମାରୀ କାରଣରୁ ଲକଡାଉନ, ଶଟଡାଉନ ହେବା ଫଳରେ ଲୋକଙ୍କ ଜୀବନ ଜୀବିକା ଉଜୁଡି ଯାଇଛି।ଗରିବ, ଖଟିଖିଆ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାମଧନ୍ଦା ସବୁ ବନ୍ଦ ପରିବାର ଚଳିବା ପାଇଁ ଟଙ୍କାଟିଏ ପାଖରେ ନାହିଁ। କେବଳ ସରକାରୀ…
Read More...

ରାଜଧାନୀରେ ପସିଲା ଦନ୍ତାହାତୀ ଲୋକେ ଭୟଭୀତ।

ଭୁବନେଶ୍ବର,୨୯/୬(ଓଡ଼ିଆ ନ୍ୟୁଜ): ରାଜଧାନୀକୁ ପଶିଆସିଛି ଦନ୍ତା ହାତୀ। ରାଜଧାନୀ ଉପକଣ୍ଠରେ ରହିଥିବା ଚନ୍ଦକା ଜଙ୍ଗଲରେ ଆଜି ଦୁଇଟି ହାତୀ ଦେଖିବାକୁ ମିଳିଥିଲା। ଭୁବନେଶ୍ବରେ ଇନ୍‌ଫୋସିଟି ପଛ ପାଖ ଅଞ୍ଚଳରେ ଏହି ଦୁଇଟି ହାତୀ ବୁଲାବୁଲି କରୁଥିବାର ସ୍ଥାନୀୟ ଲୋକଙ୍କ ନଜରରେ ପଡିଥିଲା।…
Read More...

ଭୁବନେଶ୍ୱରରୁ ପୁଣି ୨୫ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର, ୨୯।୬(ଓଡ଼ିଆ ନ୍ୟୁଜ): ରାଜଧାନୀବାସୀ କରୋନାର ପ୍ରକୋପ ଦେଖି ଭୟଭୀତ ହୋଇଗଲେଣି।ଦିନେ କି ଦୁଇଦିନ ନୁହେଁ ଆଜିକୁ ୨୬ ଦିନ ହେଲା ଭୁବନେଶ୍ୱରର ଗଳିକନ୍ଦିରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।ଆଜି ଭୁବନେଶ୍ୱରରୁ ପୁଣି ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ…
Read More...

ରାଜ୍ୟ ପାଇଁ ଖୁସି ଖବର। ପହଞ୍ଚିଲା କରୋନା ଔଷଧ।

ଭୁବନେଶ୍ୱର, ୨୯।୬(ଓଡ଼ିଆ ନ୍ୟୁଜ): ମହାମାରୀ କରୋନା ଭିତରେ ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର ଆସିଛି। ଓଡ଼ିଶାରେ ପହଞ୍ଚିଛି କରୋନା ଔଷଧ ରେମ୍‌ଡେସିଭିର୍‌। ଏ ନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୋମବାର ସୂଚନା ଦେଇଛନ୍ତି। ଉକ୍ତ ଔଷଧ ହସ୍ପିଟାଲରେ ଗୁରୁତର…
Read More...

ରାଜ୍ୟରେ ପୁଣି ୨୪୫ କରୋନା ପଜିଟିଭ ଚିହ୍ନଟ ଓ ୨ ମୃତ।

ଭୁବନେଶ୍ବର,୨୯/୬(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ପୁଣି ୨୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୨୧୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୩୧ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆପଣଙ୍କର ଶାରୀରିକ ଅସୁସ୍ଥତା,ବ୍ୟୟବୃଦ୍ଧି ଓ ଆକସ୍ମିକ ଅନିଚ୍ଛାକୃତ ଯାତ୍ରା ଜନିତ ଚିନ୍ତା ରହିବ। ଅବଶ୍ୟ ଚନ୍ଦ୍ର ଓ ମଙ୍ଗଳଙ୍କ ସ୍ଥିତି ହେତୁ ସାମାଜିକ ସ୍ତରରେ ଉଲ୍ଲେଖନୀୟ କାମ କରି ପ୍ରଶଂସିତ ହେବେ । ଆର୍ଥିକ ସ୍ବଚ୍ଛଳତା ରହିଥିଲେ ମଧ୍ୟ ପରକଥା ଶୁଣି ମାନସିକ ଶାନ୍ତି ବ୍ୟାହତ…
Read More...

ଲଦାଖ ସୀମାକୁ ଭାରତ ପଠାଇଲା ଆକାଶ ମିସାଇଲ୍।

ନୂଆଦିଲ୍ଲୀ,୨୮/୬(ବ୍ୟୁରୋ): ଲଦାଖରୁ ଚୀନ ସେନାକୁ ସମ୍ପୂର୍ଣ୍ଣ ହଟାଇବା ନେଇ ଭାରତ-ଚୀନ ମଧ୍ୟରେ କୂଟନୈତିକ ଓ ସାମରିକ କ୍ଷେତ୍ରରେ ଆଲୋଚନା ଜାରି ରହିଥିବାବେଳେ ଉଭୟ ଦେଶ ଏଲଏସି ନିକଟରେ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ଠୁଳ କରିବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତ ଶନିବାର ଲଦାଖକୁ ‘ଏୟାର…
Read More...