banner
Breaking
Monthly Archives

June 2020

ନକଲି ସାମ୍ବାଦିକଙ୍କ ଅଭିନେତ୍ରୀଙ୍କୁ ବ୍ଲାକମେଲ।

ଭୁବନେଶ୍ୱର,୨୮ା୬(ବ୍ୟୁରୋ): ନକଲି ସାମ୍ବାଦିକଙ୍କ ଅଭିନେତ୍ରୀଙ୍କୁ ବ୍ଲାକମେଲ।। ଗତ ସପ୍ତାହରେ କଟକର ଜଣେ ଯୁବକ ଓଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀଙ୍କୁ ଫେସ୍‌ବୁକ୍‌ରେ ଯୋଗାଯୋଗ କରି ନିଜକୁ ଫିଲ୍ମ ରିପୋର୍ଟର ପରିଚୟ ଦେଇଥିଲେ। ଅଭିନେତ୍ରୀଙ୍କ ଏକ ଇଣ୍ଟରଭ୍ୟୁ ନେବା ପାଇଁ ତାଙ୍କ ଫୋନ୍‌ ନମ୍ବର…
Read More...

କଟକ ସିଡିଏ କଣ୍ଟେନମେଣ୍ଟ ଜୋନ ଘୋଷଣା।

କଟକ,୨୮ା୬(ଓଡ଼ିଆ ନ୍ୟୁଜ):କଟକ ସିଡିଏ ସେକ୍ଟର-୯ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକ ମହାନନଗର ନିଗମ (ସିଏମ୍‌ସି) ରବିବାର ଏହି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅଞ୍ଚଳରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ…
Read More...

ରାଜ୍ୟରେ ଆଜି ପୁଣି ୧୩୭ ଜଣ ସୁସ୍ଥ ହେଲେ।

ଭୁବନେଶ୍ୱର,୨୮।୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୧୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪ ହଜାର ୭୪୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି। ରବିବାର ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଗଞ୍ଜାମରୁ…
Read More...

ରାଜ୍ୟରେ ପୁଣି କରୋନା ନେଲା ୩ ମୁଣ୍ଡ। ସମୁଦାୟ ୨୧ ମୁଣ୍ଡ ନେଲାଣି।

ଭୁବନେଶ୍ବର ,୨୮/୬(ଓଡ଼ିଆ ନ୍ୟୁଜ): ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା। ଆଜି ପୁଣି ତିନୋଟି ଜିଲ୍ଲାରୁ ୩ ମୁଣ୍ଡ ନେଇଛି। ରାଜ୍ୟରେ କରୋନା ସଂକ୍ରମଣରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ରାଜ୍ୟରେ କରୋନା ସଂକ୍ରମଣରେ ମୋଟ୍ ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ…
Read More...

ରାଜ୍ୟରେ ପୁଣି ୨୬୪ ପଜିଟିଭ ଚିହ୍ନଟ। ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ବର,୨୮/୬(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ପୁଣି ୨୬୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୬୧୪ କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୨୩୪ ଜଣ ଚିହ୍ନଟ ହୋଇଥିବାବେଳେ ୩୦ ଜଣ ସ୍ଥାନୀୟ…
Read More...

ଆଜି ଦିନ ୧୧ ଟାରେ ମୋଦିଙ୍କ ମନ୍ କି ବାତ

ନୂଆଦିଲ୍ଲୀ,୨୮/୬(ବ୍ୟୁରୋ):ଅନଲକ୍ ୧ ଓ ଚୀନ୍ ସହ ଚାଲିଥିବା ତିକ୍ତତା ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ୧୧ଟା ସମୟରେ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଚଳିତ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ହେଉଛି ୬୬ତମ ସଂସ୍କରଣ।  ଆଶା କରାଯାଏ ଯେ…
Read More...

କଟକର ମୁଣ୍ଡଳୀ ଠାରେ ପହଞ୍ଚିଲା ପ୍ରଥମ ବନ୍ୟାଜଳ।

କଟକ,୨୮/୬(ଓଡ଼ିଆ ନ୍ୟୁଜ): ମହାନଦୀରରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ କଟକର ମୁ୍ଣ୍ଡଳୀ ଠାରେ ପ୍ରବାହିତ ହେଉଛି। ହୀରାକୁଦ ଡ୍ୟାମ୍‌ର ୧୫ଟି ଗେଟ୍ ଖୋଲାଯିବା ପରେ ବନ୍ୟାଜଳ ଆସି ମୁଣ୍ଡଳୀରେ ପହଞ୍ଚିଛି। ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡଳୀରେ ପ୍ରତି ସେକେଣ୍ଡରେ ୧ଲକ୍ଷ ୭୨ ହଜାର କ୍ୟୁସେକ୍‌ ଜଳ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। ଅର୍ଥ ସମ୍ଭନ୍ଧୀୟ କୌଣସି କଥା ବନ୍ଧୁଙ୍କ ନିକଟରୁ ଶୁଣିବାକୁ ପାଇ ଉଲ୍ଲସିତ ହେବେ। ପ୍ରତ୍ୟେକ ଦିଗକୁ ଲକ୍ଷ୍ୟରଖି ଗୋପନୀୟ ଆଲୋଚନା ବ୍ୟତିରେକ ସମସ୍ୟାରେ ଛନ୍ଦି ହୋଇଯିବେ। ବୃଷ:-ଆଜି ଅର୍ଥଲାଭ ସଙ୍ଗକୁ…
Read More...

ରାଉରକେଲାରେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ ଜିଲ୍ଲାପାଳ।

ସୁନ୍ଦରଗଡ,୨୭/୬(ଓଡ଼ିଆ ନ୍ୟୁଜ):ସୁନ୍ଦରଗଡ ଜିଲ୍ଳାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ଆଜି ରାଉରକେଲାରେ ପହଂଚି ମହାନଗର ନିଗମ ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଥିଲେ। ରାଉରକେଲା ମହାନଗର ନିଗମର କମିଶନର ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡା ଜିଲ୍ଲାପାଳଙ୍କୁ ପ୍ରକଳ୍ପ…
Read More...

ଆଇଏଏସ ସ୍ତରରେ ଅଦଳବଦଳ।

ଭୁବନେଶ୍ୱର,୨୭/୬(ଓଡ଼ିଆ ନ୍ୟୁଜ): ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶା କ୍ୟାଡ଼ରର ୨୦୧୭ ବ୍ୟାଚର ୫ଜଣ ଆଇଏଏସଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଶନିବାର ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ୨୦୧୭ ବ୍ୟାଚ୍…
Read More...