banner
Breaking
Monthly Archives

June 2020

ଭୁବନେଶ୍ୱରରୁ ଆଜି ୯ ପଜିଟିଭ ଚିହ୍ନଟ ଓ ୧୦ ସୁସ୍ଥ।

ଭୁବନେଶ୍ୱର,୨୭ା୬(ଓଡ଼ିଆ ନ୍ୟୁଜ) : ଶନିବାର ରାଜଧାନୀ ଭୁବନେଶ୍ୱରରେ ଆଉ ୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ  ୮ ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଥିବା ବେଳେ ଜଣେ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ…
Read More...

ଟ୍ରେନ ଚଳାଚଳ ଉପରେ କଣ ହେଲା ଜାଣନ୍ତୁ।

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ଦେଶରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ନିୟମିତ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳକୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ବନ୍ଦ ରଖିଛି। ହେଲେ ସ୍ପେଶାଲ ଟ୍ରେନ୍‌ଗୁଡ଼ିକ ପୂର୍ବଭଳି ଚଳାଚଳ କରିବ ଓ ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି…
Read More...

ବାହୁଡା ଯାତ୍ରା ପାଇଁ ପୁରୀରେ ଜୁନ୍ ୩୦ରୁ କର୍ଫ୍ୟୁ।

ପୁରୀ,୨୭।୬(ଓଡ଼ିଆ ନ୍ୟୁଜ): ବିଶ୍ୱ ପ୍ରସିଦ୍ଧ ବାହୁଡା ଯାତ୍ରା ପାଇଁ ପୁରୀ ଜିଲାରେ କର୍ଫ୍ୟୁ ଜାରି ହେବ । ଜୁନ ୩୦ ରାତି ୧୦ ଟାରୁ ଜୁଲାଇ ୨ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ଏ ନେଇ ଶନିବାର ପୁରୀ ଜିଲାପାଳ ବଲଓ୍ବନ୍ତ ସିଂ ସୂଚନା ଦେଇଛନ୍ତି। ସେହିପରି ୧ ରୁ ୪ ତାରିଖ…
Read More...

ଖୁସି ଖବର ରାଜ୍ୟରେ ପୁଣି ୧୮୪ ସୁସ୍ଥ।

ଭୁବନେଶ୍ୱର,୨୭।୬(ଓଡ଼ିଆ ନ୍ୟୁଜ): ଖୁସି ଖବର ରାଜ୍ୟରେ ଶନିବାର ୧୮୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୪୮ଜଣ ଥିବା ବେଳେ ଖୋର୍ଦ୍ଧାର ୪୫, ବାଲେଶ୍ୱରର ୩୧, ଗଜପତି ୧୨, ଭଦ୍ରକର ୧୦, ଜଗତସିଂହପୁର ୬, ଝାରସୁଗୁଡ଼ାର ୬, କେନ୍ଦ୍ରାପଡ଼ା-ପୁରୀର ୫ ଲେଖାଏ,…
Read More...

ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ଆଶୁଆରୋଗ୍ୟ କାମନା ନିମନ୍ତେ ସମୂହ ଦୀପଦାନ

ଜଗତସିଂହପୁର,୨୭/୬(ଓଡ଼ିଆ ନ୍ୟୁଜ): ତିର୍ତ୍ତୋଲ ବିଧାୟକ ,ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀଯୁକ୍ତ ବିଷ୍ଣୁଚରଣ ଦାସଙ୍କ ଆଶୁଆରୋଗ୍ୟ କାମନା ନିମନ୍ତେ ପୁନଙ୍ଗ ଗ୍ରାମପଞ୍ଚାୟତ ବିଜୁ ଜନତା ଦଳର ସଭାପତି ସୁଜିତ ଘୋଷଙ୍କ ନେତୃତ୍ୱରେ ଆଜି ସନ୍ଧ୍ୟାରେ ପୁନଙ୍ଗଠାରେ ଥିବା…
Read More...

ଜୁଲାଇ ୫ ରେ ଚନ୍ଦ୍ରଗ୍ରହଣ। ପାଳନ ଓ ରାଶି ଉପରେ ପ୍ରଭାବ ଜାଣନ୍ତୁ।

ଭୁବନେଶ୍ୱର,୨୭/୬(ଓଡ଼ିଆ ନ୍ୟୁଜ):ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଜୁଲାଇ ୫ ତାରିଖରେ ହେବାକୁ ଯାଉଛି। ଏହି ଚନ୍ଦ୍ରଗ୍ରହଣ ୬ଟି ରାଶି ପାଇଁ ଖୁବ୍‌ ଶୁଭଫଳ ଦାୟୀ ହେବ। କେଉଁ ସମୟରେ ଗ୍ରହଣ ଲାଗିବ, ହାଣ୍ଡିଛାଡ ଏବଂ ପାକତ୍ୟାଗ ହେବ ସେ ବିଷୟରେ ଆସନ୍ତୁ ଜାଣିବା।୫ ଜୁଲାଇରେ ହେବାକୁ ଥିବା ଏହି…
Read More...

ଆଜି ହେରାପଞ୍ଚମୀ

ପୁରୀ,୨୭/୬(ଓଡ଼ିଆ ନ୍ୟୁଜ): ଶ୍ରୀକ୍ଷେତ୍ରରେ ଆଜି ପାଳନ ହେବ ପବିତ୍ର ହେରାପଞ୍ଚମୀ। ପରମ୍ପରା ଅନୁଯାୟୀ ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ଭାଇ ଓ ଭଉଣୀଙ୍କୁ ନେଇ ଏହି ଯାତ୍ରରେ ଆସିଥିବାରୁ ମହାଲକ୍ଷ୍ମୀ ଅଭିମାନରେ ନନ୍ଦିଘୋଷ ରଥକୁ ଭାଙ୍ଗିଥାନ୍ତି। ପ୍ରଥମେ ମହାଲକ୍ଷ୍ମୀ…
Read More...

ରାଜ୍ୟରେ ପୁଣି ୧୭୦ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୨୭/୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୧୭୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩୫୦କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୧୭୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୨୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ବିଭିନ୍ନ କାରଣକୁ ନେଇ ମାନସିକ ଅସ୍ଥିରତା ଲାଗି ରହିବ। ଅବଶ୍ୟ ଅଟକି ରହିଥିବା କାମଗୁଡିକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ଜଳ, ତୈଳ କିମ୍ବା ବିଦ୍ୟୁତ୍‌ ବ୍ୟବସାୟରୁ ଲାଭବାନ ହେବେ। ଆଜି ଅଫିସ୍‌ରୁ ଫେରିବା ବାଟରେ ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ପାଇ ଖୁସୀ ହେବେ।…
Read More...

ଶିକ୍ଷା ବ୍ୟବସ୍ଥା ସଜଡିବା ପାଇଁ ଚାଲିଛି ଜୋରଦାର ପ୍ରୟାସ।

ଭୁବନେଶ୍ୱର,୨୬।୬(ବ୍ୟୁରୋ): କରୋନା ମହାମାରୀ ଯୋଗୁ ବିଶେଷ ଭାବେ ପ୍ରଭାବିତ ହୋଇଛି ଶିକ୍ଷା ବ୍ୟବସ୍ଥା।ଭୁଷୁଡି ପଡିଛି ପିଲାଙ୍କ ଭବିଷ୍ୟତ। ଜୁଲାଇ ୩୧ ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି। ଏଥିପାଇଁ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବ୍ୟାହତ ହେଉଛି। ତେଣୁ ଏହି ସମସ୍ୟା ଦୂର କରିବାକୁ ଚେଷ୍ଟା…
Read More...