banner
Breaking

ଖୁସି ଖବର ରାଜ୍ୟରେ ପୁଣି ୧୮୪ ସୁସ୍ଥ।

0

ଭୁବନେଶ୍ୱର,୨୭।୬(ଓଡ଼ିଆ ନ୍ୟୁଜ): ଖୁସି ଖବର ରାଜ୍ୟରେ ଶନିବାର ୧୮୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୪୮ଜଣ ଥିବା ବେଳେ ଖୋର୍ଦ୍ଧାର ୪୫, ବାଲେଶ୍ୱରର ୩୧, ଗଜପତି ୧୨, ଭଦ୍ରକର ୧୦, ଜଗତସିଂହପୁର ୬, ଝାରସୁଗୁଡ଼ାର ୬, କେନ୍ଦ୍ରାପଡ଼ା-ପୁରୀର ୫ ଲେଖାଏ, ସୁନ୍ଦରଗଡ଼ର ୪, ବଲାଙ୍ଗୀର-କେନ୍ଦୁଝରର ୩, କଟକର ୨, ଅନୁଗୋଳ-ଯାଜପୁର-କନ୍ଧମାଳ-ମୟୂରଭଞ୍ଜର ଜଣେ ଲେଖାଏ ଆକ୍ରାନ୍ତ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୪,୬୦୬କୁ ବୃଦ୍ଧି ପାଇଥିବା ଅପରାହ୍ନରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.