banner
Breaking

ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ଆଶୁଆରୋଗ୍ୟ କାମନା ନିମନ୍ତେ ସମୂହ ଦୀପଦାନ

0

ଜଗତସିଂହପୁର,୨୭/୬(ଓଡ଼ିଆ ନ୍ୟୁଜ):
ତିର୍ତ୍ତୋଲ ବିଧାୟକ ,ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀଯୁକ୍ତ ବିଷ୍ଣୁଚରଣ ଦାସଙ୍କ ଆଶୁଆରୋଗ୍ୟ କାମନା ନିମନ୍ତେ ପୁନଙ୍ଗ ଗ୍ରାମପଞ୍ଚାୟତ ବିଜୁ ଜନତା ଦଳର ସଭାପତି ସୁଜିତ ଘୋଷଙ୍କ ନେତୃତ୍ୱରେ ଆଜି ସନ୍ଧ୍ୟାରେ ପୁନଙ୍ଗଠାରେ ଥିବା ମା ଦୁର୍ଗା ମନ୍ଦିରରେ ସମୂହ ଦୀପ ଦାନ କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ଆଲୋକ ଦେ, ଦିଜବର ଭୋଇ,ବଟକୃଷ୍ଣ ସେଠୀ,ଅଶୋକ ଦାସ,କ୍ଷେତ୍ରମୋହନ ଦାଶ,ଜ୍ୟୋତିକୃଷ୍ଣ ଦାଶ,ନିରଞ୍ଜନ ଦାସ,ରାଜକିଶୋର ଜେନା,ମହେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ରହି ଆରୋଗ୍ୟ ନିମନ୍ତେ ଦୀପଦାନ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.