banner
Breaking
Monthly Archives

April 2020

ଆସନ୍ତାକାଲି ଠାରୁ ଟୁଇନସିଟିରେ ନୂଆ ନିୟମ।

ଭୁବନେଶ୍ବର,୩୦/୪ (ଓଡ଼ିଆ ନ୍ୟୁଜ): ଆସନ୍ତାକାଲିଠାରୁ ଟୁଇନସିଟିରେ ଜାରି ହେବାକୁ ଯାଉଛି ନୂଆ ନିୟମ। ‘ଦୁଇ ଗଜ ଦୂରତା’ ନିୟମ । ଅର୍ଥାତ ପ୍ରତ୍ୟେକ ବ୍ୟକ୍ତି ସାମାଜିକ ଦୂରତ୍ବକୁ ମାନିବାକୁ ବାଧ୍ୟ ଓ ବଜାର ଗଲେ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଠାରୁ ଦୁଇ ଗଜ ଅର୍ଥାତ୍ ୬ ଫୁଟ ଦୂରରେ ଆତଯାତ ଓ…
Read More...

ରାଜ୍ୟରେ ପୁଣି ୧୪ ପଜିଟିଭ। ସମସ୍ତେ ଯାଜପୁରର। ୧୪୨ ଛୁଇଁଲା

ଭୁବନେଶ୍ବର,୩୦/୪(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଆଉ ୧୪ କରୋନା  ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ଯାଜପୁର ଜିଲାର ବୋଲି ଜଣାପଡିଛି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨କୁ ବୃଦ୍ଧି ପାଇଛି । ଗୁରୁବାର ସକାଳେ ଯାଜପୁରରୁ ୩ କରୋନା ପଜିଟିଭ୍​ ଚିହ୍ନଟ ହୋଇଥିବା…
Read More...

ଭିଏସ୍‍ଏସ୍‍ ନଗର ଗଡ଼େଶ୍ୱର ହାଟ ବଣିକ ସଂଘ ପକ୍ଷରୁ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୩୦ା୪(ଓଡ଼ିଆ ନ୍ୟୁଜ) : ମହାମାରୀ କରୋନା ଭୂତାଣୁ ପ୍ରଭାବ ଯୋଗୁ ଲୋକେ ଘରେ ରହୁଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ପ୍ରତିଦିନ ସହର ଗଳିକନ୍ଦି ବୁଲି ସଫାସୁତୁରା କାର୍ଯ୍ୟରେ ନିୟୋଜିତ କରିଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‍ସି)ର ସଫେଇ କର୍ମଚାରୀଙ୍କୁ ସେମାନଙ୍କ…
Read More...

ରାଜ୍ୟରେ ପୁଣି ୩ ପଜିଟିଭ୍। ମୋଟ ଆକ୍ରାନ୍ତଙ୍କ ସ°ଖ୍ୟା ୧୨୮

ଭୁବନେଶ୍ୱର,୩୦/୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଉ ୩ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତେ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ଏହାକୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮କୁ ବଢିଛି । ଏମାନେ କେଉଁଠୁ…
Read More...

କୋଣାର୍କ ବୋମାମାଡ ଘଟଣାରେ ୬ ଗିରଫ।

ପୁରୀ ,୨୯ା୪(ବ୍ୟୁରୋ ) : ଓଟିଭି ପ୍ରତିନିଧି ସଞ୍ଜୟ ପତିଙ୍କ କୋଣାର୍କ ଏନ୍‌ଏସି ୪ ନଂ. ୱାର୍ଡ ବାଲିସାହିସ୍ଥିତ ବାସଭବନ ଉପରେ ହୋଇଥିବା ବୋମାମାଡ଼ ଘଟଣାରେ ପୋଲିସ ଜଣେ ସରପଞ୍ଚଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ବାଇକ୍‌, ଗୋଟିଏ ୯ଏମ୍‌ଏମ୍‌ ପିସ୍ତଲ ଓ ୨ରାଉଣ୍ଡ…
Read More...

ଆଜି ୬ ପଜିଟିଭ ପଶ୍ଚିମବଙ୍ଗ ଲିଙ୍କ। ୧୨୫ କୁ ବୃଦ୍ଧି

ଭୁବନେଶ୍ଵର,୨୯/୪(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଆଉ ୬ ଜଣ କରୋନା ପଜିଟିଭ ବାହାରିଛନ୍ତି। ସେମାନେ ସମସ୍ତେ ପଶ୍ଚିମବଙ୍ଗ ଲିଙ୍କ ବୋଲି ଜଣାପଡିଛି। ବୁଧବାର ଚିହ୍ନଟ ହୋଇଥିବା ନୂଆ ୩ ଆକ୍ରାନ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ୍‌ ରହିଛି। ଏହି ୩ ଜଣ ନିକଟରେ କଲକାତାରୁ ଫେରିଥିଲେ ବୋଲି…
Read More...

ଭୁବନେଶ୍ୱରକୁ ପୁଣି ପଞ୍ଝା ବଢାଇଲା କରୋନା।

ଭୁବନେଶ୍ଵର,୨୯/୪(ଓଡ଼ିଆ ନ୍ୟୁଜ) : ୧୪ ଦିନର ନିରବତା ପରେ ପୁଣିଥରେ ଭୁବନେଶ୍ଵରକୁ ପଞ୍ଝା ବଢାଇଛି କରୋନା ଭାଇରସ । ଆଜି ସକାଳେ ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରେ ଏହି ସୂଚନା ଦିଆଯାଇଛି । ରାଜ୍ୟ…
Read More...

ଭୁବନେଶ୍ୱରରେ କେଉଁ ସବୁ ଦୋକାନ ଖୋଲିବ ଜାଣନ୍ତୁ।

ଭୁବନେଶ୍ବର,୨୮/୪(ଓଡ଼ିଆ ନ୍ୟୁଜ): କେନ୍ଦ୍ର ସରକାରଙ୍କ ତରଫରୁ ସର୍ତଭିତ୍ତିକ ଦୋକାନ ଖୋଲିବା ନେଇ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଥିଲା। ଓଡ଼ିଶାର କେତୋଟି ସ୍ଥାନରେ ନିୟମ କାର୍ଯ୍ୟକାରୀ କରାଯାଇଥିଲେ ମଧ୍ୟ ରାଜଧାନୀ ଭୁବନେଶ୍ବରରେ ବନ୍ଦ ଥିଲା। ଦୁଇଦିନର ମାନସମନ୍ଥନ ପରେ ଦୋକାନ ବଜାର…
Read More...

ଖୁସି ଖବର। ଟୀକାର ୮୦ ପ୍ରତିଶତ ସଫଳତା ମିଳିଛି।

ନୂଆଦିଲ୍ଲୀ : ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ କରୋନା ଭାଇରସ୍ ଟୀକାର ଗୁରୁବାରଠାରୁ ମଣିଷ ଦେହରେ ପରୀକ୍ଷା ହୋଇଛି। ଯଦି ଏହି ପରୀକ୍ଷଣ ସଫଳ ହୁଏ ଏହାର ତୁରନ୍ତ ପ୍ରସ୍ତୁତି ଆରମ୍ଭ ପାଇଁ ଭାରତୀୟ କମ୍ପାନୀ ‘ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ କାର୍ଯ୍ୟ ଆରମ୍ଭ କରିଥିବା ଖବର…
Read More...

ବାହାର ରାଜ୍ୟ ଫେରନ୍ତା ଓଡିଆଙ୍କ ପାଇଁ ସରକାରୀ ଖର୍ଚ୍ଚ ଜାଣନ୍ତୁ।

ଭୁବନେଶ୍ଵର,୨୮/୪ (ଓଡ଼ିଆ ନ୍ୟୁଜ) : କରୋନା ଭୂତାଣୁ ଯୋଗୁ ଦେଶରେ ଲକଡାଉନ ଜାରି ହୋଇଥିବାବେଳେ ବାହାର ରାଜ୍ୟରୁ ଫେରିବେ ଲକ୍ଷାଧିକ ଶ୍ରମିକ। ପ୍ରାୟ ୫ ଲକ୍ଷ ଶ୍ରମିକ ଫେରିବା ନେଇ ସରକାର ଆକଳନ କରୁଥିବାବେଳେ ଏହି ସଂଖ୍ୟା ୧୦ ଲକ୍ଷ ହେବ ବୋଲି କୁହାଯାଉଛି। ତେବେ ଶ୍ରମିକମାନେ ଫେରିବା ପରେ…
Read More...