banner
Breaking
Monthly Archives

April 2020

ମମ୍ ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ।

ଭୁବନେଶ୍ୱର,୨୭/୪(ଓଡ଼ିଆ ନ୍ୟୁଜ) : କରୋନା ମହାମାରୀ କବଳରେ ସାରା ପୃଥିବୀ । ସମସ୍ତେ ହାହାକାର କରୁଛନ୍ତି। ଏହି ମାରାତ୍ମକ ଭୂତାଣୁକୁ ନଷ୍ଟ କରିବା ପାଇଁ ସମସ୍ତ ବୈଜ୍ଞାନିକ ମାନଙ୍କର ,ଜ୍ଞାନ କୌଶଳ ଫେଲ ମାରିଛି। ସମ୍ପୂର୍ଣ୍ଣ ମାନବଜାତି ଆଜି ନିଷହାୟ ହୋଇପଡିଛି। ଏହାକୁ ମୁକାବିଲା କରିବା…
Read More...

ବଢିପାରେ ଲକଡାଉନ୍ ଅବଧି।

ନୂଆଦିଲ୍ଲୀ,୨୭/୪(ବ୍ୟୁରୋ) : କରୋନା ସମସ୍ୟା ଏହାର ମୁକାବିଲା, ଲକ୍ଡ଼ାଉନ ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରଛନ୍ତି। ଗତ ମାସରେ ଳକଡାଉନ ଘୋଷଣା ହେବା ପରଠାରୁ ଏହା ହେଉଛି…
Read More...

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ପଦକ୍ଷେପ।

ଭୁବନେଶ୍ବର ,୨୭/୪(ଓଡ଼ିଆ ନ୍ୟୁଜ): ଓଡିଶାରେ କରୋନା ବଢି ବଢି ଚାଲିଛି। ବିଶେଷକରି ପଶ୍ଚିମବଙ୍ଗ ଲିଙ୍କ ସରକାରଙ୍କ ଚିନ୍ତା ବଢାଇ ଦେଇଛି। ସେ ଦୃଷ୍ଟିରୁ କରୋନା ମୁକାବିଲା ନିମନ୍ତେ ରାଜ୍ୟ ସରକାର ଗ୍ରହଣ କରିଛନ୍ତି ଆଉ ଏକ ବଡ଼ ପଦକ୍ଷେପ । ବିଭିନ୍ନ ଦାୟିତ୍ବ ତୁଲାଇବା ପାଇଁ ୧୫ଜଣ ଆଇଏଏସ୍…
Read More...

ଓଡିଶା ହାଇକୋର୍ଟର ୩୧ ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ମହମ୍ମଦ ରଫିକ।

ଭୁବନେଶ୍ଵର,୨୭/୪(ଓଡ଼ିଆ ନ୍ୟୁଜ) : ଓଡ଼ିଶା ହାଇକୋର୍ଟର ୩୧ ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ମହମ୍ମଦ ରଫିକ ଶପଥ ଗ୍ରହଣ କରିଛନ୍ତି। ସୋମବାର ଓଡ଼ିଶା ଲୋକସେବା ଭବନରେ ଆୟୋଜିତ ଏକ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜଷ୍ଟିସ ରଫିକଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇଛନ୍ତି।…
Read More...

ବାଲେଶ୍ବରରୁ ଆଉ ୫ ପଜିଟିଭ୍।ରାଜ୍ୟରେ ଆକ୍ରାନ୍ତଙ୍କ ସ°ଖ୍ୟା ୧୦୮ ଛୁଇଁଲା।

ଭୁବନେଶ୍ୱର,୨୭/୪(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଆଉ ୫ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି । ଏହି ୫ଜଣ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡ଼ିଛି । ହେଲେ ଏମାନେ କାହା ସଂସ୍ପର୍ଶରେ ଆସିଛନ୍ତି କି ପଶ୍ଚିମବଙ୍ଗ…
Read More...

ଖବରକାଗଜ କିମ୍ବା ଚିଠିପତ୍ର ଦ୍ଵାରା କରୋନା ବ୍ୟାପେନି-ବୈଜ୍ଞାନିକ ମାରେ

ଓ୍ବାଶିଂଟନ,୨୬।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। କରୋନାର ସଂକ୍ରମଣ ନେଇ ନାନା ଗୁଜବ ମଧ୍ୟ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି। ଭର୍ଜିନିଆ ବିଶ୍ୱବିଦ୍ୟାଳୟର ଏରୋସଲ ବୈଜ୍ଞାନିକ ଲିନ୍ସେ୍‌ ମାରେ କହିଛନ୍ତି ଯେ, କରୋନା ଖବର କାଗଜ ଅବା ଚିଠି ଦ୍ୱାରା…
Read More...

ଶ୍ରୀମନ୍ଦିର ଭିତରେ ଆଖିତୃତୀୟା, ରଥକାଠ ଅନୁକୂଳ ଓ ଚନ୍ଦନ ଯାତ୍ରା ଅନୁଷ୍ଠିତ।

ପୁରୀ,୨୬/୪(ଓଡ଼ିଆ ନ୍ୟୁଜ): ଆଜି ପବିତ୍ର ଅକ୍ଷୟ ତୃତୀୟା । ଶ୍ରୀମନ୍ଦିର ଭିତରେ ଉତ୍କଳୀୟ ପରମ୍ପରା ରୀତିନୀତି ଅନୁସାରେ ଆଜି ବିଧି ମୁତାବକ ଅଖିମୁଠି ଅନୁକୂଳ କରାଯାଇଥିବା ବେଳେ ଘଡି ପତୁଲି ପୂଜା କରାଯାଇଛି । ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଶ୍ରୀମନ୍ଦିର ଭିତରେ ରଥକାଠ…
Read More...

ପାଇକ ମହାସଂଘର ନିଆରା ଢଙ୍ଗରେ ଅକ୍ଷୟ ତୃତୀୟା ପାଳନ ପୁଲିସ କର୍ମଚାରୀଙ୍କୁ କରୋନା ମହାଯୋଦ୍ଧା ସମ୍ମାନ

ଭୁବନେଶ୍ୱର, ୨୬/୪ (ଓଡ଼ିଆ ନ୍ୟୁଜ): କରୋନା ମହାମାରୀ ସାରା ବିଶ୍ୱ ପାଇଁ ଏକ ବିରାଟ ଆହ୍ୱାନ ସୃଷ୍ଟି କରିଛି । ରାଜ୍ୟ ସରକାର ନିଜର ସମସ୍ତ ପ୍ରସ୍ତୁତି ସହିତ ଏହି ଅଭୂତପୂର୍ବ ମହାମାରୀର ମୁକାବିଲା କରୁଛନ୍ତି । ଏହି ମହାମାରୀକୁ ସଫଳତାର ସହିତ ପ୍ରତିହତ କରିବାରେ ପୁଲିସ କର୍ମଚାରୀଙ୍କ ଅବଦାନ…
Read More...

ଶିଶୁଙ୍କୁ ଖାଦ୍ୟ ବଣ୍ଟନ କଲେ କରୋନା ଯୋଦ୍ଧା ଜଗନ୍ନାଥ ଭଞ୍ଜ।

ଭୁବନେଶ୍ୱର ,୨୬/୪(ଓଡ଼ିଆ ନ୍ୟୁଜ) :କରୋନା ମହାମାରୀ ମହାଵିପତ୍ତି ସୃଷ୍ଟି କରିଛି।ଏଥିରେ ସମସ୍ତେ କ୍ଷତି ଗ୍ରସ୍ତ ହୋଇଛନ୍ତି। ଏହାର ମୁକାବିଲା ପାଇଁ ସରକାରଙ୍କ ୪୦ ଦିନିଆ ଲକଡାଉନ୍ କୁ ମାନି ସମସ୍ତେ ଘରର ଚାରି କାନ୍ଥ ଭିତରେ ରହିଛନ୍ତି।ବିଶେଷ କରି ପ୍ରଭାବିତ ହୋଇଛନ୍ତି ଶିଶୁ ମାନେ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆପଣଙ୍କ ସ୍ବାସ୍ଥ୍ୟ ଯେମିତି ଭଲ ରହିବ ତାହାଠାରୁ ମନ ମଧ୍ୟ ଆହୁରି ଅଧିକ ଭଲ ରହିବ। ବନ୍ଧୁଙ୍କ ଆଦର, ସେହ୍ନ, ସଦିଚ୍ଛା ମନ ଭିତରର ସବୁ ଦୁଃଖକୁ ସାମୟିକ ଭାବରେ ଭୁଲିଯାଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି…
Read More...