banner
Breaking
Monthly Archives

March 2022

ସହରାଞ୍ଚଳ ରାଜନୀତିରେ ନୂଆ ସମୀକରଣ, ୩ଟି ମେୟର ସିଟ ନେଇଗଲା ବିଜେଡି

ଭୁବନେଶ୍ବର : ରାଜ୍ୟର ସହରାଞ୍ଚଳ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇଛି।ବିଜୁ ଜନତାଦଳ ରାଜ୍ୟର ସମସ୍ତ ତିନୋଟି ଯାକ ମହାନଗର ନିଗମରେ ବାଜିମାତ୍ କରିଛି । ଏବେ ତିନୋଟି ଯାକ ମହାନଗର ନିଗମର ମେୟର ପଦ ବିଜେଡି ଦଖଲରେ । ଭୁବନେଶ୍ୱର ମହାନଗର ନିଗମ ମେୟର ଭାବେ ବିଜେଡିର ସୁଲୋଚନା ଦାସ…
Read More...

ଆଉ ୬ ମାସ ବଢିଲା ମାଗଣା ରାସନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ସରକାର ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ୬ ମାସ ଅର୍ଥାତ…
Read More...

ଆଜି ଆଇପିଏଲ ଉଦଘାଟନୀ ମ୍ୟାଚ

ମୁମ୍ବଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୧୫ତମ ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚରେ ଗତବର୍ଷର ବିଜେତା ଚେନ୍ନଇ ସୁପରକିଙ୍ଗ୍‌ସ ଓ ଉପ ବିଜେତା କଲକାତା ନାଇଟ୍‌ ରାଇଡର୍ସ ମୁହାଁମୁହିଁ ହେବାକୁ ଯାଉଛନ୍ତି। ମ୍ୟାଚ ଶନିବାର ମୁମ୍ବଇର ୱାଙ୍ଖେଡ ଷ୍ଟାଡ଼ିୟମରେ ଖେଳାଯିବ। ଦୁଇ ଦଳ ଚଳିତ ସଂସ୍କରଣରେ…
Read More...

ରେସପେକ୍ଟ ଇଣ୍ଡିଆ ଫାଉଣ୍ଡେସନ୍ ପକ୍ଷରୁ ମହିଳା ଦିବସ

ନୂଆଦିଲ୍ଲୀ : ରେସପେକ୍ଟ ଇଣ୍ଡିଆ ଫାଉଣ୍ଡେସନ୍ ପକ୍ଷରୁ ନୂଆଦିଲ୍ଲୀରେ ଅନ୍ତର୍ଜତୀୟ ମହିଳା ଦିବସ ପାଳିତ ହୋଇଯାଇଛି । କେନ୍ଦ୍ର କୃଷି ମନ୍ତ୍ରୀ ତଥା ସିକିମର ପୂର୍ବତନ ରାଜ୍ୟପାଳ କୈଳାସ ଚୌଧୁରୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଶିଷ୍ଟ ଲେଖକ ବିବି ସିଂ,…
Read More...

ସାଇ ଆରାଧନା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର : ଆର୍ନ୍ତଜାତୀୟ ମହିଳା ଦିବସ ଅବସରରେ ସାଇ ଆରାଧନା ଡ୍ୟାନ୍ସ ଏକାଡେମୀ ତରଫରୁ କଳିଙ୍ଗ ନଗର ସ୍ଥିତ ଡ. ଏପିଜେ ଅବଦୁଲ୍ କାଲାମ ପାର୍କ ପରିସରରେ ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏଲକେଜି ଠାରୁ ଆରମ୍ଭ କରି…
Read More...

ଆଲନିଚ୍ ଲାଇଫ୍‌ସାଇନ୍ସ୍ ପକ୍ଷରୁ ବିଶ୍ୱ ବୃକକ ଦିବସ ଅବସରରେ ହେଲଥ୍ ଆପ୍‌ର ଶୁଭାରମ୍ଭ

ବିଶ୍ୱ ବୃକକ୍ ଦିବସ ଅବସରରେ ଆଲନିଚ୍ ଲାଇଫ୍‌ସାଇନ୍ସ୍ ପକ୍ଷରୁ ହେଲଥ୍ ଆପ୍‌ର ଶୁଭାରମ୍ଭ କରାଯାଇଛି । ଏହି ୟୁଜର୍‌-ଫ୍ରେଣ୍ଡଲି ଆପ ମାଧ୍ୟମରେ ସିକେଡି(କ୍ରୋନିକ୍ କିଡ୍‌ନୀ ଡିଜିଜ୍‌) ରୋଗୀଙ୍କୁ ଡାକ୍ତରମାନଙ୍କ ସହାୟତାରେ ଉପଯୁକ୍ତ ପରାମର୍ଶ ଉପଲବ୍ଧ କରାଯାଇ ପାରିବ । ଏହି ଆପ୍ କିଡନୀ…
Read More...

ଆମେରିକା ବନ୍ଦକଲା ତେଲ ଉତ୍ପାଦନ

ୱାଶିଂଟନ,୧୦ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୪ ଦିନ ପୂରଣ ହୋଇ ସାରିଛି । କିଛି ସମୟର ଅସ୍ତ୍ରବିରତି ପରେ ରୁଷିଆ ପୁଣିଥରେ ଆକ୍ରମଣ ପାଇଁ ତତ୍ପର ହୋଇ ଉଠିଛି । ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସଫାସଫା ରୁଷିଆରୁ ଅଶୋଧିତ ତୈଳ ଓ ଗ୍ୟାସ ଉତ୍ପାଦନକୁ ବନ୍ଦ କରି ଦେଇଛନ୍ତି ।…
Read More...

ଆଜି ଆସିବ ୫ ରାଜ୍ୟର ନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ,୧୦ ।୩: ଶେଷ ହେଲା ଅପେକ୍ଷା । ଦେଶର ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ଆସିବାକୁ ଯାଉଛି । ଆଉ ମାତ୍ର କିଛି ସମୟ ପରେ ମତଗଣନା ଆରମ୍ଭ ହେବାକୁ ଯାଉଥିବା ବେଳେ ସମସ୍ତ ରାଜନୈତିକ ଦଳ ଏହି ଫଳାଫଳକୁ ନେଇ ଉତ୍ସାହିତ ଅଛନ୍ତି । ୫ ରାଜ୍ୟର ମୋଟ ୬୯୦ ଆସନର…
Read More...

୧ ଓ ୨ ନମ୍ବର ଓ୍ବାର୍ଡରୁ ଉତ୍ତର ବିଜେଡିର ପ୍ରଚାର ଆରମ୍ଭ।

ଭୁବନେଶ୍ୱର : ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀରୁ ଆରମ୍ଭ ହୋଇଛି ବିଜେଡିର ପ୍ରଚାର।ଏହି ନିର୍ବାଚନ ମଣ୍ଡଳୀର ୨୫ଟି ଓ୍ବାର୍ଡ ମଧ୍ୟରୁ ୧ ଓ ୨ ନମ୍ବର ଓ୍ବାର୍ଡ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି। ଏଠିକାର ଯୁବନେତା ମିହର କୁମାର ରାଉତ(ପପୁ) ଦୀର୍ଘ ଏକ ଦଶନ୍ଧି ଧରି ଲୋକମାନଙ୍କୁ ନିରବଚ୍ଛିନ…
Read More...

ଭୁଷୁଡି ପଡିଲା ଛତ୍ରବଜାର ପୋଲ

କଟକ,୯ା୩: ଛତ୍ରବଜାରରୁ ମାଲ୍‌ଗୋଦାମକୁ ସଂଯୋଗ କରୁଥିବା ପୋଲର ମରାମତି କାର୍ଯ୍ୟ ଚାଲିଥିବାବେଳେ ବୁଧବାର ସନ୍ଧ୍ୟାରେ ଘଟିଛି ଅଘଟଣ। ପୋଲ ମରାମତି ବେଳେ ଗାର୍ଡ ୱାଲ ଭୁଶୁଡ଼ି ଯିବାରୁ ୨ ଜଣଙ୍କ ଜୀବନ ଯାଇଛି। ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ କଟକ ଜିଲାପାଳ…
Read More...