banner
Breaking
Monthly Archives

February 2024

ଏସଏମଏଫଜି ଇଣ୍ଡିଆ କ୍ରେଡିଟ୍ ଷଷ୍ଠ ପଶୁ ବିକାଶ ଦିବସରେ ୧ ଲକ୍ଷରୁ ଅଧିକ ଗୋରୁଙ୍କର ଚିକିତ୍ସା କରିବା ସହିତ ଦୁଗ୍ଧ…

ଭାରତର ଅଗ୍ରଣୀ ଏନବିଏଫସି ଏସଏମଏଫଜି ଇଣ୍ଡିଆ କ୍ରେଡିଟ୍ କୋ ଲିଃ. (ପୂର୍ବରୁ ଫୁର୍ଲଟନ୍ ଇଣ୍ଡିଆ କ୍ରେଡିଟ୍ କୋ ଲିଃ.) ୧ ଲକ୍ଷ ଗୋରୁଙ୍କ ଚିକିତ୍ସା ତଥା ଆବଶ୍ୟକ ସ୍ୱାସ୍ଥ୍ୟସେବା ଏହାର ଷଷ୍ଠତମ ପଶୁ ବିକାଶ ଦିବସ (ପିଭିଡି)ସଂସ୍କରଣରେ ଦେଶର ୧୪ଟି ରାଜ୍ୟରେ ୪୬୦ରୁ ଅଧିକ ସ୍ଥାନରେ ସମ୍ପନ୍ନ…
Read More...

ଉତ୍ତର ବିଧାୟକଙ୍କ କରକମଳରେ ଦୁଇଟି ରାସ୍ତାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର,୮/୨ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୮ ନମ୍ବର ଓ୍ବାର୍ଡର ଜିଜିପି କଲୋନୀ ଓ ସାଇ ନଗର ଠାରେ ଆଜି ପ୍ରାୟ ୬ କୋଟି ଟଙ୍କା ବ୍ୟୟ ଅଟକଳରେ ଦୁଇଟି ରାସ୍ତାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି |…
Read More...

ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଏନଏସଏସ ମହିଳା ସ୍ବେଚ୍ଛାସେବୀଙ୍କ ପାଇଁ ସ୍ବତନ୍ତ୍ର ସିପିଆର୍‌ ତାଲିମ କର୍ମଶାଳା

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ସମଗ୍ର ଦେଶରେ ହୃଦ୍ ରୋଗ ମୃତ୍ୟୁର ମୁଖ୍ୟ କାରଣ ଭାବେ ଉଭା ହୋଇଛି। ତୁରନ୍ତ ଚିକିତ୍ସା ସେବା ଉପଲବ୍ଧ ହେବା ପର୍ଯ୍ୟନ୍ତ ମସ୍ତିଷ୍କକୁ ଜୀବିତ ରଖିବା ନିମନ୍ତେ ଉକ୍ତ ସ୍ଥାନରେ ଉପସ୍ଥିତ ବ୍ୟକ୍ତିଙ୍କ ଭୂମିକା (ଜୀବନ ରକ୍ଷାକାରୀ) ଗୁରୁତ୍ୱପୂର୍ଣ୍ଣ ହୋଇଯାଏ।…
Read More...

ଆସ୍ପାୟାର ହସ୍ପିଟାଲ ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳିତ

ଭୁବନେଶ୍ୱର,୪ା୨ ଭୁବନେଶ୍ୱର ଆସ୍ପାୟାର ହସ୍ପିଟାଲ ପକ୍ଷରୁ ଚଳିତବର୍ଷର ବିଷୟ ବସ୍ତୁ ଯତ୍ନର ବ୍ୟବଧାନ ବନ୍ଦ କରକୁ ନେଇ ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି । ହସ୍ପିଟାଲର ନିର୍ଦ୍ଦେଶକ ତଥା ବିଶିଷ୍ଟ ଆଙ୍କୋଲୋଜିଷ୍ଟ ସର୍ଜନ ଡାକ୍ତର ଅମିତାଭ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…
Read More...

ଏମ୍‌ସ ଭୁବନେଶ୍ୱର ଧର୍ମଶାଳା, ନୂତନ ଟ୍ରମା କେନ୍ଦ୍ର ଏବଂ ଅତ୍ୟାଧୁନିକ ହେଲା ମେସିନ୍‌କୁ ଉଦ୍‌ଘାଟନ କଲେ କେନ୍ଦ୍ର…

ଭୁବନେଶ୍ୱର : ସ୍ୱାସ୍ଥ୍ୟ ସେବାକ୍ଷେତ୍ରରେ ପୁନର୍ବାର ଅନନ୍ୟ ଯୋଗଦାନ ପୂର୍ବକ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ରୋଗୀସେବାରେ ଏକାଧିକ ନୂତନ ବ୍ୟବସ୍ଥା ଯୋଡ଼ିହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ୍‌ ମାଣ୍ଡଭିୟ ଆଜି ଆଭାସି କାର୍ଯ୍ୟକ୍ରମ ମାଧ୍ୟମରେ ଏମ୍‌ସ ଭୁବନେଶ୍ୱରର ଧର୍ମଶାଳା, ନୂତନ…
Read More...

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କିଟରେ ଦୁଇଦିନିଆ ଓଡ଼ିଆ କବି ସମ୍ମିଳନୀ ଉଦ୍‍ଘାଟିତ ଜୀବନର ପ୍ରଥମ କବିତା ହେଉଛି…

ଭୁବନେଶ୍ୱର : ଫେବୃଆରୀ ୩ତାରିଖରେ ଭୁବନେଶ୍ୱରରେ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ଆରମ୍ଭ ହୋଇଥିବା ବେଳେ ଏହାର ଅଂଶବିଶେଷ ଭାବେ କିଟରେ ୨ ଦିନିଆ ଓଡ଼ିଆ କବି ସମ୍ମିଳନୀ ଆଜି ଉଦ୍‍ଘାଟିତ ହୋଇଯାଇଛି। ଅପରାହ୍ନରେ ଏହାର ସ୍ୱତନ୍ତ୍ର ଅଧିବେଶନରେ ୫ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ମୁଖ୍ୟ ଅତିଥି ଭାବେ…
Read More...