banner
Breaking
Monthly Archives

July 2020

ରାଜ୍ୟରେ ଜାରିହେଲା ଅନଲକ୍-୩ ଗାଇଡଲାଇନ୍।

ଭୁବନେଶ୍ୱର,୩୧/୭(ଓଡ଼ିଆ ନ୍ୟୁଜ): ରାଜ୍ୟର ଅନଲକ୍ ୩ ସମ୍ପର୍କ ରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ କହିଛନ୍ତି, ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ସକ୍ରିୟ ହାର କମ୍ ଅଛି । ସୁସ୍ଥ ହାର ଅଧିକ ରହିଛି । ପ୍ରାୟ ସାଢେ ୪ ମାସ ହେଲା କରୋନା ମୁକାବିଲାରେ ଭଲ ଫଳ ମିଳିଛି । ବର୍ତ୍ତମାନ…
Read More...

କ୍ରାଇମବ୍ରାଞ୍ଚର ଜେରା ଆରମ୍ଭ।

ଭୁବନେଶ୍ୱର,୩୧ା୭(ଓଡ଼ିଆ ନ୍ୟୁଜ): ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ କିଛି ଦିନ ବିତିଗଲାଣି । କିନ୍ତୁ ଏହି ମାମଲାର ପର୍ଦ୍ଦାଫାସ ଏପର୍ଯ୍ୟନ୍ତ ହୋଇପାରି ନାହିଁ । ତେଣୁ ଗତକାଲି ପୋଲିସ ଡିଜି ଅଭୟ ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଆଜି ଆଦିତ୍ୟଙ୍କ ମୃତ୍ୟୁ…
Read More...

ରାଜ୍ୟରେ ଆଜି ପୁଣି ୧୪୯୯ ପଜିଟିଭ ଚିହ୍ନଟ ଓ ୮ ମୃତ।

ଭୁବନେଶ୍ୱର,୩୧ା୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୪୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୧୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୫୮୫ ଜଣ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭କୁ ବୃଦ୍ଧି…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ସମ୍ପର୍କୀୟ ଭାଇ, ବନ୍ଧୁ, ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ ନାହିଁ। ଆନୁଷ୍ଠାନିକ କାମରେ ଠିକ୍‌ ପରାମର୍ଶ ଦେଇ ଅନ୍ୟ ମାନଙ୍କ ପ୍ରଶଂସାର ପାତ୍ର ହେବେ। ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ…
Read More...

ଓଡିଶାର ଦାଦନ ସମସ୍ୟାର ନିରାକରଣ ପାଇଁ ଜନଜାତୀୟ ସମୃଦ୍ଧି ପ୍ରକଳ୍ପ ଉତଘାଟିତ।

ସୁନ୍ଦରଗଡ,୩୦/୭(ଓଡ଼ିଆ ନ୍ୟୁଜ): ସୁନ୍ଦରଗଡ଼ର ବନ୍ଧପାଲିଠାରେ ନବଜ୍ୟୋତି ଏନ.ଜି.ଓର ଉଦ୍ୟମରେ ଓଡିଶାର ଦାଦନ ସମସ୍ୟାର ନିରାକରଣ ଓ କୋରୋନା ମହାମାରୀ ଦ୍ୱାରା ରୋଜଗାର ହରେଇଥିବା ଆଦିବାସୀ ଯୁବକଙ୍କୁ ରୋଜଗାରର ପ୍ରବନ୍ଧ ପାଇଁ "ଜନଜାତୀୟ ସମୃଦ୍ଧି ପ୍ରକଳ୍ପ" ଉତଘାଟିତ ହୋଇଯାଇଛି । ସୁନ୍ଦରଗଡ଼…
Read More...

ମାଟ୍ରିକ ପରୀକ୍ଷାରେ କିସ ଛାତ୍ରଛାତ୍ରୀଙ୍କ ବାଜିମାତ ପାସ ହାର ୯୮ ପ୍ରତିଶତ।

ଭୁବନେଶ୍ୱର,୩୦/୭(ଓଡ଼ିଆ ନ୍ୟୁଜ):ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ (କିସ)ର ଛାତ୍ରଛାତ୍ରୀ ପୁଣି ଥରେ ବାଜିମାତ କରିଥିବା ବେଳେ ୩୫୦ ଛାତ୍ରଛାତ୍ରୀ ୬୦%ରୁ ଅଧିକ ନମ୍ବର ରାଖି ଉତୀର୍ଣ୍ଣ ହୋଇଛନ୍ତି। କିସର ପାସ ହାର ୯୮ ପ୍ରତିଶତ ହୋଇଥିବା ବେଳେ…
Read More...

କରୋନାରେ ମୃତ ୨ ସାମ୍ବାଦିକଙ୍କ ପରିବାର ପିଛା ୧୫ ଲକ୍ଷ ମଂଜୁର କଲେ ମୁଖ୍ୟମନ୍ତ୍ରୀ

ଭୁୁବନେଶ୍ୱର,୩୦/୭(ଓଡ଼ିଆ ନ୍ୟୁଜ): କରୋନାରେ ମୃତ ସାମ୍ବାଦିକଙ୍କ ପରିବାରକୁ୧୫ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହାକୁ କାର୍ଯ୍ୟକାରୀ କରିଛନ୍ତି । ରାଜ୍ୟର ଦୁଇ ଜଣ ସାମ୍ବାଦିକ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବାରୁ…
Read More...

ଭୁବନେଶ୍ୱରରେ ଆଜି ପୁଣି ୧୦୫ ପଜିଟିଭ ଚିହ୍ନଟ ଓ ୧୨୩ ସୁସ୍ଥ।

ଭୁବନେଶ୍ୱର, ୩୦/୭(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ଆଜି ପୁଣି ୧୦୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର…
Read More...

ରାଜ୍ୟରେ ଆଜି ପୁଣି ୧୨୦୩ ପଜିଟିଭ ଚିହ୍ନଟ ଓ ୧୦ ମୃତ।

ଭୁବନେଶ୍ୱର,୩୦/୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୨୦୩ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୫୮ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଥିବା ବେଳେ ୪୪୫ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:- ଆଜି ପାରିବାରିକ ସମସ୍ୟା, ପରିବହନରେ ଝଗଡ଼ା, ଯାତ୍ରାରେ କଳହର ଆଶଙ୍କାକୁ ଏଡିହେବ ନାହିଁ। ଅବଶ୍ୟ କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଅପେକ୍ଷାକରି ରହିଥିବା ଖବର ପାଇ ମନ ଖୁସି ହୋଇଯାଇପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହେବା କାରଣରୁ ବିବ୍ରତବୋଧ କରିପାରନ୍ତି।…
Read More...