banner
Breaking
Monthly Archives

July 2020

ରାମ ମନ୍ଦିର ନିର୍ମାଣ ପାଇଁ ଲିଙ୍ଗରାଜ ମନ୍ଦିର ପରିସରରୁ ଗଲା ମାଟି ।

ଭୁବନେଶ୍ୱର, ୨୮/୭ : ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଲାଗି ସମସ୍ତ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ଆଗାମୀ ଅଗଷ୍ଟ ୫ ତାରିଖରେ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ । ଏଥିପାଇଁ ଭାରତର ସମସ୍ତ ପ୍ରମୁଖ ତୀର୍ଥ ସ୍ଥଳରୁ ପବିତ୍ର ମାଟି ଏବଂ…
Read More...

ପରିବା ଦୋକାନରେ ରଶି ଲଗାଇ ଝୁଲିଲେ ଯୁବକ।

ଜଗତସିଂହପୁର,(ବ୍ୟୁରୋ): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ସଅଁରା ପଞ୍ଚାୟତ ଅନ୍ତର୍ଗତ ସଅଁରା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସଅଁରା ଗ୍ରାମର ଧନେଶ୍ୱର ମହାନ୍ତିଙ୍କର ସାନ ପୁଅ ଅଜୟ କୁମାର ମହାନ୍ତି ସଅଁରା ବଜାରଠାରେ ଥିବା ନିଜ ପରିବା ଦୋକାନରେ ବେକରେ ରଶି ଲଗାଇ ଝୁଲି…
Read More...

ରମ୍ଭାଦେଇପୁରେ ମହାସଂଘ କାର୍ଯ୍ୟାଳୟ ଉଦଘାଟିତ।

ଜଗତସିଂହପୁର,୨୮/୭(ଓଡ଼ିଆ ନ୍ୟୁଜ):ରମ୍ଭାଦେଇପୁର ଠାରେ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି…
Read More...

ରାଜ୍ୟରେ ଆଜି ପୁଣି ୧୨୧୫ ପଜିଟିଭ ଚିହ୍ନଟ ଓ ୭ ମୃତ।

ଭୁବନେଶ୍ଵର,୨୮/୭(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୧୨୧୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୫୩ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇ ଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ୪୬୨ ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ୧୦୭କୁ…
Read More...

ଆଜି ୪ଟି ଜିଲ୍ଲାରେ ପ୍ରବଳ ବର୍ଷା।

ଭୁବନେଶ୍ୱର,୨୮/୭(ଓଡ଼ିଆ ନ୍ୟୁଜ): ରାଜ୍ୟର ୪ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହି ୪ ଜିଲ୍ଲା ହେଲେ ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୁଳ। ସେହିପରି ଉତ୍ତର ଉପକୂଳ ଓଡ଼ିଶା ସମେତ ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଧା, ବଲାଙ୍ଗୀର, ଅନୁଗୁଳ, ସୋନପୁର,…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଅଟକି ରହିଯାଇଥିବା କାର୍ଯ୍ୟଗୁଡିକ ତ୍ୱରାନ୍ବିତ ହେବାରେ ବନ୍ଧୁ ସାହାଯ୍ୟ କରିବେ। କୃଷି, ବାଣିଜ୍ୟବ୍ୟବସାୟ, ପ୍ରଶାସନ ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ଗୃହକୁ କିଛି ମୂଲ୍ୟବାନ କିମ୍ବା ସୌଖୀନ ପଦାର୍ଥ ଆଣିପାରନ୍ତି। ନିର୍ମାଣ କାମ ଆଗେଇ ଚାଲିବ ଓ ଅପରାହ୍ନେ ଜଣେ ବନ୍ଧୁଙ୍କ…
Read More...

ଭାରତ ଆସିଲା ରାଫେଲ୍ ବିମାନ।

ନୂଆଦିଲ୍ଲୀ,(ବ୍ୟୁରୋ): ଶେଷରେ ଭାରତୀୟ ବାୟୁସେନାର ପ୍ରତୀକ୍ଷା ଏକପ୍ରକାର ଅନ୍ତ ହୋଇଛି। ବହୁ ପ୍ରତୀକ୍ଷିତ ରାଫେଲ ଯୁଦ୍ଧ ବିମାନ ଆଜି ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡ଼ାଣ ଭରିଛି। ପ୍ରାୟ ୭୩୬୪ କିଲୋମିଟର ଉଡ଼ାଣ ପରେ ବୁଧବାର ବିମାନଗୁଡ଼ିକ ଆସି ଭାରତର ଅମ୍ବାଲା ବିମାନଘାଟିରେ ପହଞ୍ଚିବେ।…
Read More...

ଅତ୍ୟାଧୁନିକ କୋଭିଡ ପରୀକ୍ଷା କେନ୍ଦ୍ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ।

ନୂଆଦିଲ୍ଲୀ : ବିଶ୍ୱର ଅନେକ ଦେଶ ଅପେକ୍ଷା ଭାରତ ବୈଶ୍ବିକ କରୋନା ମହାମାରୀକୁ ଭଲ ଭାବରେ ପରିଚାଳନା କରିବାରେ ସକ୍ଷମ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ୩ଟି ଅତ୍ୟାଧୁନିକ କୋଭିଡ-୧୯ ପରୀକ୍ଷଣ ସୁବିଧା କେନ୍ଦ୍ରକୁ ଉଦ୍‍ଘାଟନ କରିବା ଅବସରରେ  ଉଦବୋଧନ ଦେଇ ଶ୍ରୀ ମୋଦୀ,…
Read More...

ରାଜ୍ୟରେ ୨୨ ଜଣ ଡିଏସପିଙ୍କ ପଦୋନ୍ନତି।

ଭୁବନେଶ୍ବର,୨୭/୭(ଓଡ଼ିଆ ନ୍ୟୁଜ):ରାଜ୍ୟ ସରକାରଙ୍କ ପକ୍ଷରୁ ୨୨ଜଣ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି କରାଯାଇଛି। ପଦୋନ୍ନତି ପାଇବା ପରେ ସେମାନଙ୍କୁ ରାଜ୍ୟର ବିଭିନ୍ନ ଜିଲାରେ ଅତିରିକ୍ତ ଏସ୍‌ପି(ଏଏସ୍‌ପି) ଭାବେ ନିଯୁକ୍ତି ଦିଆଯାଇଛି। ସୁବାଶ ମହାନ୍ତି, ପ୍ରକାଶ…
Read More...

ରାଜ୍ୟରେ ଆଉ ୫୮୧ ସୁସ୍ଥ। ଆରୋଗ୍ୟଙ୍କ ସ”ଖ୍ୟା ୧୭,୩୭୩ରେ ପହଞ୍ଚିଲା।

ଭୁବନେଶ୍ୱର,୨୭/୭(ଓଡ଼ିଆ ନ୍ୟୁଜ):ରାଜ୍ୟରେ ସୋମବାର ଆଉ ୫୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟ ଲାଭ କରିଥିବା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୩୭୩ରେ ପହଞ୍ଚିଛି । ଆଜି ଗଞ୍ଜାମ ଜିଲାରୁ ସର୍ବାଧିକ ୧୬୦ ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି…
Read More...