banner
Breaking

ରାଜ୍ୟରେ ୨୨ ଜଣ ଡିଏସପିଙ୍କ ପଦୋନ୍ନତି।

0

ଭୁବନେଶ୍ବର,୨୭/୭(ଓଡ଼ିଆ ନ୍ୟୁଜ):ରାଜ୍ୟ ସରକାରଙ୍କ ପକ୍ଷରୁ ୨୨ଜଣ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି କରାଯାଇଛି। ପଦୋନ୍ନତି ପାଇବା ପରେ ସେମାନଙ୍କୁ ରାଜ୍ୟର ବିଭିନ୍ନ ଜିଲାରେ ଅତିରିକ୍ତ ଏସ୍‌ପି(ଏଏସ୍‌ପି) ଭାବେ ନିଯୁକ୍ତି ଦିଆଯାଇଛି।
ସୁବାଶ ମହାନ୍ତି, ପ୍ରକାଶ ନାୟକ, ହରିହର ପାଣି, ଅଶୋକ ମହାନ୍ତି, ପ୍ରସନ୍ନ ବିଶ୍ବାଳ, ନିମାଇଁ ସେଠୀ, ମନୋରଞ୍ଜନ ସାମଲ, ଗଦାଧର ମହାପାତ୍ର, କିଶୋର ପାଟ୍ଟଶାଣୀ, ଅମରେଶ ପାଣିଗ୍ରାହୀ, ଜୟକୃଷ୍ଣ ବେହେରା, ବାଉରୀବନ୍ଧୁ ବେହେରା, ବିଜୟ ମଲ୍ଲିକ, ରାମଚନ୍ଦ୍ର ଥମ୍ବ, ଉଗ୍ରେସନ ପ୍ରଧାନ, ଅକ୍ଷୟ ମିଶ୍ର, ବେଣୁଧର ନାୟକ, ଉମାକାନ୍ତ ମଲ୍ଲିକ, ମୋହନପାଣି କାରୁଆ, ଅଙ୍କୁର ମଲ୍ଲିକ, କେଶବଚନ୍ଦ୍ର ବେହେରା ପ୍ରମୁଖଙ୍କୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି ବୋଲି ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.