banner
Breaking
Monthly Archives

July 2020

ଜାଲରେ ପଡିଲା ୮୦୦ କେଜିର ମାଛ। ମାଲିକ ହେଲେ ମାଲେମାଲ।

ଭୁବନେଶ୍ୱର,୨୭/୭-ଓଡିଶା-ପଶ୍ଚିମବଙ୍ଗ ଦୀଘା ମୁହାଣରେ ଆଜି ଏକ ୮୦୦ କଜିର ବିଶାଳକାୟ ମାଛ ଜାଲରେ ପଡିଛି । ଏହି ଦୁଳର୍ଭ ମାଛକୁ ପ୍ରାୟ ୨୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଜଣାପଡିଛି । ଏହି ମାଛ ବହୁତ ଦୁଲର୍ଭ, ଯାହା ପୂର୍ବରୁ କେବେ ବି ଏହି ଅଞ୍ଚଳରେ ଦେଖାଯାଇନଥିଲା । ଆଜି ଯେଉଁ…
Read More...

୨୯ ତାରିଖ ବୁଧବାର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ।

ଭୁବନେଶ୍ୱର,୨୭/୭(ଓଡ଼ିଆ ନ୍ୟୁଜ) : ଆସନ୍ତା ୨୯ ତାରିଖ ବୁଧବାର ଦିନ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୋମବାର ମଧ୍ୟାହ୍ନ ୧୨ଟାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବୋର୍ଡର ୨ଟି ୱେବ୍‌ସାଇଟ୍‌ ଏବଂ ଏସଏମଏସ ଜରିଆରେ…
Read More...

ରାଜ୍ୟରେ ଆଜି ପୁଣି ୧୫୦୩ ପଜିଟିଭ ଚିହ୍ନଟ ଓ ୭ ମୃତ।

ଭୁବନେଶ୍ୱର,୨୭/୭(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୧୫୦୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୦୦୨ ଜଣ ଚିହ୍ନଟ ହୋଇଥିବାବେଳେ ୫୦୧ ସ୍ଥାନୀୟ ଲୋକ ରହିଛନ୍ତି। ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ହଜାର ୮୯୨କୁ ବୃଦ୍ଧି ପାଇଛି।…
Read More...

ଜମିଲା ୨ୟ ଅନ୍ ଲାଇନ୍ ହାସ୍ୟକବି ସମ୍ମିଳନୀ। ଯୋଗଦେଲେ ଜ୍ଞାନ ହୋତା, ସତ୍ୟାନାଶ ଓ କୁଳାଙ୍ଗାର

ଭୁବନେଶ୍ବର,୨୬/୭(ଓଡ଼ିଆ ନ୍ୟୁଜ): ଓଡିଆ ବ୍ୟଙ୍ଗକାର ମାନଙ୍କର ନିରନ୍ତର ସାଧନା ବଳରେ ହାସ୍ୟବ୍ୟଙ୍ଗ ସାହିତ୍ୟ ଅଶ୍ଲୀଳତାର ଅପବାଦରୁ ମୁକ୍ତ ହୋଇଛି ବୋଲି ଅାଜି ଆୟୋଜିତ ୨ୟ ଅନ୍ ଲାଇନ୍ ହାସ୍ୟକବି ସମ୍ମିଳନୀରେ ବିଶିଷ୍ଟ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ଓଡିଆ ହାସ୍ୟକବି ସମ୍ମିଳନୀର…
Read More...

ରାଜ୍ୟରେ ଆଜି ୧୩୭୬ ପଜିଟିଭ ଚିହ୍ନଟ। ପୁଣି ୧୦ ମୃତ।

ଭୁବନେଶ୍ୱର,୨୬।୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୩୭୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୯୧୭ ଜଣ ସ°ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୫୯ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫,୩୮୯କୁ ବୃଦ୍ଧି ପାଇଛି।…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ମନସ୍ଥ କାର୍ଯ୍ୟଟି ହାସଲ ପାଇଁ ଚେଷ୍ଟିତ ହେବେ। ଆଲୋଚନା କ୍ଷେତ୍ରରେ ଛୋଟ ଛୋଟ କଥାରେ ଚିହ୍ନା ପଡ଼ିଲେ ଅପଦସ୍ଥ ହେବାକୁ ପଡିପାରେ। କର୍ମକ୍ଷେତ୍ରରେ ମତାନ୍ତରଜନିତ ବିତର୍କ ଘଟିବାର ଆଶଙ୍କା ରହିଛି। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ। ବୃଷ:-ଆଜି…
Read More...

ଶବ ସତ୍କାର ପାଇଁ ଜାରିହେଲା ମାର୍ଗଦର୍ଶକା।

ଭୁବନେଶ୍ବର,୨୫/୭(ଓଡ଼ିଆ ନ୍ୟୁଜ): କରୋନା​‌ରେ ମୃତ୍ୟୁ ବରଣ କରୁଥିବା ଲୋକ ମାନଙ୍କର ଶବ ସତ୍କାର କରିବା ନେଇ ନାନା ସମସ୍ୟା ଉପୁଜୁଛି। କେଉଁଠାରେ ଶବ ପଡିରହୁଛି ତ ଆଉ କେଉଁଠାରେ ଅତ୍ୟଧିକ ଲୋକ ଶବ ସତ୍କାର କରୁଛନ୍ତି।ବିଭିନ୍ନ ସମସ୍ୟାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଶବ ସତ୍କାର…
Read More...

ଭୁବନେଶ୍ୱରରେ ବସ୍ତି ଅପେକ୍ଷା ଅଣବସ୍ତିରେ ଆକ୍ରାନ୍ତଙ୍କ ସ°ଖ୍ୟା ବଢୁଛି।

ଭୁବନେଶ୍ୱର,୨୫।୭(ବ୍ୟୁରୋ)-ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି। ଗତ କିଛିଦିନ ହେବ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏ ନେଇ ଶନିବାର ଭୁବନେଶ୍ୱର ଗୀତଗୋବିନ୍ଦ ସଦନଠାରେ ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଏମ୍‌ସି…
Read More...

ରାଜ୍ୟରେ ଆଜି ପୁଣି ୧୩୨୦ ପଜିଟିଭ ଚିହ୍ନଟ ଓ ୧୦ ମୃତ।

ଭୁବନେଶ୍ବର,୨୫/୭(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି୧୩୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୮୮୭ ଜଣ ଚିହ୍ନଟ ହୋଇଥିବାବେଳେ ୪୩୩ ସ୍ଥାନୀୟ ଲୋକ ରହିଛନ୍ତି। ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ୦୧୩କୁ ବୃଦ୍ଧି ପାଇଛି। ଏନେଇ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଦୀର୍ଘଦିନରୁ ଆଶା କରିଥିବା ମୂଲ୍ୟବାନ ଦ୍ରବ୍ୟଟି ବନ୍ଧୁଙ୍କ ଜରିଆରେ ପାଇପାରନ୍ତି। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ନିଜ ଲୋକମାନେ ଅସୁବିଧାରେ ପକାଇ ପାରନ୍ତି। ବ୍ୟବସାୟିକ, ସାମାଜିକ ଓ ଆନୁଷ୍ଠାନିକ ସ୍ଥିତି ଠିକ୍‌ ରହିବ। ପାରିବାରିକ ସମସ୍ୟା ସଜାଡିବାରେ ବ୍ୟସ୍ତ ରହିପାରନ୍ତି।…
Read More...