banner
Breaking

ଜାଲରେ ପଡିଲା ୮୦୦ କେଜିର ମାଛ। ମାଲିକ ହେଲେ ମାଲେମାଲ।

0

ଭୁବନେଶ୍ୱର,୨୭/୭-ଓଡିଶା-ପଶ୍ଚିମବଙ୍ଗ ଦୀଘା ମୁହାଣରେ ଆଜି ଏକ ୮୦୦ କଜିର ବିଶାଳକାୟ ମାଛ ଜାଲରେ ପଡିଛି । ଏହି ଦୁଳର୍ଭ ମାଛକୁ ପ୍ରାୟ ୨୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଜଣାପଡିଛି । ଏହି ମାଛ ବହୁତ ଦୁଲର୍ଭ, ଯାହା ପୂର୍ବରୁ କେବେ ବି ଏହି ଅଞ୍ଚଳରେ ଦେଖାଯାଇନଥିଲା ।

ଆଜି ଯେଉଁ ଟ୍ରଲରରେ ଏହି ଦୁଲର୍ଭ ମାଛକୁ ଧରାଯାଇଥିଲା, ତାର ମାଲିକ ଓଡିଶାର ବୋଲି ଜଣାପଡିଛି । ମାଛକୁ ଦେଖିବା ପାଇଁ ସେଠାରେ ଭିଡ ମଧ୍ୟ ଦେଖିବାକୁ ମିଳିଥିଲା । ଏତେ ଓଜନର ମାଛ ହୋଇଥିବାରୁ ତାକୁ ଏପଟସେପଟ କରିବା ବି କଷ୍ଟ ହୋଇପଡିଥିଲା । ବଜାରରେ ଏହି ମାଛ କିଲେ ଗ୍ରାମ ପ୍ରତି୨୧୦୦ ଟଙ୍କାରେ ବିକ୍ରି ହୋଇଥିଲା । ଫଳରେ ମାଲିକକୁ ପ୍ରାୟ ୨୦ ଲକ୍ଷ ଟଙ୍କାର ଲାଭ ହୋଇଛି ।

Khansweb Solution Bhubaneswar

Leave A Reply

Your email address will not be published.