banner
Breaking
Monthly Archives

October 2019

ଅନନ୍ୟା ସୁଟିଂ ସେଟରେ ପାଳିଲେ ଜନ୍ମଦିନ।

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ବୁଧବାର ନିଜର ୨୧ତମ ଜନ୍ମଦିନ ପାଳିଛନ୍ତି। ଅନନ୍ୟା ବଲିଉଡ୍‌ରେ ସବୁଠାରୁ କମ୍‌ ବୟସ୍କା ଅଭିନେତ୍ରୀ ହୋଇଥିବା ବେଳେ ପ୍ରାୟ ସମୟରେ ତାଙ୍କର କ୍ୟୁଟ ଅନ୍ଦାଜରେ ମସ୍ତିଭରା ଭିଡିଓ ଭାଇରାଲ ହୋଇଥାଏ। ଇତିମଧ୍ୟରେ ତାଙ୍କର ବର୍ଥଡେ କେକ୍‌ କଟିଂର ଏକ…
Read More...

ଲିଙ୍ଗରାଜ ମନ୍ଦିରରେ ନଭେମ୍ବର ୧ ରୁ ପାନ ଗୁଟକା ମନା

ଭୁବନେଶ୍ୱର,୩୦ା୧୦ (ଓଡ଼ିଆ ନ୍ୟୁଜ):ନଭେମ୍ବର ୧ରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ପାନ ଗୁଟ୍‌ଖା ସମ୍ପୂର୍ଣ୍ଣ ମନା କରାଯିବ। ଏଥିରେ ବ୍ୟତିକ୍ରମ ହେଲେ ୧୦୦ଟଙ୍କା ଫାଇନ ଦେବାକୁ ହେବ ବୋଲି ମଙ୍ଗଳବାର ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ କାର୍ଯ୍ୟାଳୟ ପରିସରରେ ଆୟୋଜିତ ମଧ୍ୟବର୍ତ୍ତୀକାଳୀନ…
Read More...

ଅରୁପ ପଟ୍ଟନାୟକଙ୍କୁ ନୂଆ ଦାୟିତ୍ବ।

ଭୁବନେଶ୍ୱର,୩୦/୧୦(ବ୍ୟୁରୋ): ବମ୍ବେର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ବିଧାନସଭା ଗୃହ କମିଟି (ପରିବେଶ ପ୍ରଦୂଷଣ ସମ୍ପର୍କିତ)ର କୋଅପ୍ଟେଡ୍‌ ସଦସ୍ୟଭାବେ ମନୋନୀତ କରାଯାଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ବିଧାନସଭା ସଚିବାଳୟରୁ ଏନେଇ ଅରୂପଙ୍କୁ ପତ୍ର…
Read More...

ଲୋକଙ୍କ ସେବାକର-ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ମଧ୍ୟରେ ବିଜେଡି ଜନସମ୍ପର୍କ ପଦଯାତ୍ରା।

ଭୁବନେଶ୍ୱର,୩୦/୧୦(ଓଡ଼ିଆ ନ୍ୟୁଜ): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ବିଜେଡି ଜନସଂପର୍କ ପଦଯାତ୍ରା ଗୁରୁବାର (ଅକ୍ଟୋବର ୩୧)ରେ ଶେଷ ହେବ। ଏହି ଅବସରରେ ବୁଧବାର ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩୪ ନମ୍ବର ୱାର୍ଡରେ ଏକ…
Read More...

ଚନ୍ଦ୍ରଶେଖରପୁରରେ ଉଦଘାଟିତ ହେଲା ନର୍ଥ ଟ୍ରାଫିକ ଥାନା।

ଭୁବନେଶ୍ୱର,୩୦/୧୦(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ ଦ୍ୱିତୀୟ ଟ୍ରାଫିକ ଥାନା ଉଦଘାଟିତ ହୋଇଯାଇଛି । ପୋଲିସ ଡିଜି ବିଜୟ କୁମାର ଶର୍ମା ଏହାକୁ ଉଦଘାଟନ କରିଛନ୍ତି । ସହର ବଢିବା ସହ ଗାଡି ମୋଟର ସଂଖ୍ୟା ମଧ୍ୟ ବଢୁଛି । ବିଶେଷ କରି ଚନ୍ଦ୍ରଶେଖରପୁର ଅଞ୍ଚଳରେ ବହୁ ଶିକ୍ଷାନୁଷ୍ଠାନ,ଆଇଟି ହବ୍ ଓ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ,- ଅଷ୍ଟମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ସମସ୍ୟା ରହିବ।ହଠାତ୍‌ ସକାଳୁ ସକାଳୁ ସ୍ବାସ୍ଥ୍ୟ ଓ ପୂର୍ବ ଶତ୍ରୁତା ସମ୍ପର୍କୀୟ ଚିନ୍ତା କରିବେ। ଆନୁଷ୍ଠାନିକ କାମରେ ସଫଳତା ପାଇବାରେ କୌଣସି ଅସୁବିଧା ହେବ ନାହିଁ। କାମ ହାସଲ କ୍ଷେତ୍ରରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିପାରନ୍ତି, କିନ୍ତୁ ଧାର…
Read More...

ଭାରତ ବିକାଶ ପରିଷଦ ବାଣୀବିହାର ଶାଖାର ‘ଭାରତକୁ ଜାଣ’ ପ୍ରତିଯୋଗିତା

ଭୁବନେଶ୍ବରଅ,୨୯/୧୦(ଓଡ଼ିଆ ନ୍ୟୁଜ) ଜ୍ଞାନ ରୂପକ ଅନ୍ଧାରରୁ ଜ୍ଞାନରୂପକ ଆଲୋକକୁ ଗମନ କରିବାର ମହାନ୍ ପର୍ବ ଦୀପାବଳୀର ଶୁଭ ଅବସରରେ ଭାରତ ବିକାଶ ପରିଷଦ, ବାଣୀବିହାର ଶାଖା ତରଫରୁ ‘ଭାରତକୁ ଜାଣ’ ପ୍ରଶ୍ନୋର ପ୍ରତିଯୋଗିତା ନୂଆପଲ୍ଲୀସ୍ଥିତ କସ୍ତୁରବା ଶିକ୍ଷାଶ୍ରମ ପରିସରରେ ଅନୁଷ୍ଠିତ…
Read More...

ମାତ୍ରାଧିକ ଜଙ୍କଫୁଡ ଖାଇଲେ ସ୍ତନ କର୍କଟ ସମ୍ଭାବନା ଅଧିକ।ସ୍ପର୍ଶ ହସ୍ପିଟାଲରେ ବିଶ୍ୱ ସ୍ତନ କର୍କଟ ସଚେତନତା ଦିବସ…

ଭୁବନେଶ୍ବର,୨୯/୧୦(ଓଡ଼ିଆ ନ୍ୟୁଜ):ବିଶ୍ୱ ସ୍ତନ କର୍କଟ ଦିବସ ଉପଲକ୍ଷେ ସ୍ପର୍ଶ ହସ୍ପିଟାଲ ସହିତ ହେଟ୍ରୋ ହେଲଥ୍ କେୟାର୍ ଏବଂ ଲାଇଅନସ୍ ମିନତୀ ବେହେରା କ୍ୟାନସର ଫାଉଣ୍ଡେସନର ମିଳିତ ସହଯୋଗରେ ସ୍ତନ କର୍କଟ ଦିବସ ସ୍ପର୍ଶ ହସ୍ପିଟାଲରେ ଏକ ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଅଛି ।…
Read More...

ଦିଲ୍ଲୀରେ ସିଲଭର ଗାନ୍ଧୀଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୨୯।୧୦(ଓଡ଼ିଆ ନ୍ୟୁଜ) : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ବିଶ୍ୱରେ ଶାନ୍ତି, ସଂହତି, ପ୍ରଗତି ଓ ସ୍ୱଚ୍ଛତା ସୃଷ୍ଟି କରିବା ପାଇଁ ନିଜର ପ୍ରୟାସ ଜାରି ରଖିଥିବା ସିଲଭର ଗାନ୍ଧୀ ଭାବେ ପରିଚିତ ଓଡ଼ିଶାର ସାଇରାମ ଗାନ୍ଧୀଙ୍କୁ ଦିଲ୍ଲୀଠାରେ…
Read More...

ଦର୍ଶନଶାସ୍ତ୍ର ବିଭାଗର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୯/୧୦(ଓଡ଼ିଆ ନ୍ୟୁଜ) : ସ୍ଥାନୀୟ ବିଜେବି ସ୍ୱୟଶାସିତ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗ ତରଫରୁ ଯୁକ୍ତତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ବିଭାଗୀୟ ମୁଖ୍ୟ ଡ. ନିହାରିକା ଦାସ ଛାତ୍ରଛାତ୍ରୀମାନଙ୍କୁ ଦର୍ଶନଶାସ୍ତ୍ରର ଜୀବନୀ ଉପରେ…
Read More...