banner
Breaking
Monthly Archives

October 2019

୧୫ତମ ସପ୍ତାହରେ ପଦାର୍ପଣ କଲା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ବିପ୍ଲବୀ ଧରଣୀଧରଙ୍କ ସ୍ମୃତିଚାରଣ ସହ ସଫେଇ…

ଭୁବନେଶ୍ୱର, ୨୮.୧୦ : ସ୍ଥାନୀୟ ଜୟଦେବ ବିହାରସ୍ଥିତ ମହାନ ବିପ୍ଳବୀ, ଶିକ୍ଷାବିତ୍ ଧରଣୀଧର ଭୁୟାଁଙ୍କ ପ୍ରତିର୍ମୂିସ୍ଥଳଠାେରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସ୍ମୃତିଚାରଣ ସହ ଏହାର ଚତୁଃପାଶ୍ୱର୍ ପରିସ୍କାର ପରିଚ୍ଛନ୍ନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର…
Read More...

ଆଜି ଦିନଟି କେମିତି କଟିବ ଜାଣନ୍ତୁ।

ମେଷ:ସପ୍ତମରେ ଚନ୍ଦ୍ରଙ୍କ ଅବସ୍ଥାନ ହେତୁ ଦିନଟି ସୁଖଦପୂର୍ଣ୍ଣ ରହିବ। ବନ୍ଧୁଙ୍କ ସହାୟତା ମିଳିପାରେ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିଜକୁ ନିୟୋଜିତ କରିବେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶରେ ପରିଚାଳିତ ହେବେ। ବୃଷ: ଷଷ୍ଠ ଚନ୍ଦ୍ର ହେତୁ ଆଶାବାଦୀ…
Read More...

ତଦନ୍ତରେ ଅବହେଳା କରିବାରୁ ନିଳମ୍ବିତ।

ଅନୁଗୁଳ,୨୮/୧୦: ତଦନ୍ତରେ ଅବହେଳା କରିଥିବା ନେଇ ଜଣେ ମହିଳା ଏସ୍‌ଆଇଙ୍କୁ ସୋମବାର ନିଲମ୍ବିତ କରାଯାଇଛି। ସେ ହେଲେ କୋଲିଆରି ଥାନାର ସବଇନସ୍ପେକ୍ଟର ସୁମିତ୍ରା ପାତ୍ର। ସୂଚନା ଅନୁସାରେ ଜଣେ ମହିଳା କୋଲିଆରି ଥାନାର ସବଇନ୍ସପେକ୍ଟର ସୁମିତ୍ରା ପାତ୍ରଙ୍କ ନିକଟରେ ଯୌତୁକ ନିର୍ଯାତନା ନେଇ…
Read More...

ଲୋକମାନଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇଲେ ମିଳିବ ପୁରସ୍କାର-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୧୦(ଓଡିଆ ନ୍ୟୁଜ) ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କ ଠାରୁ ଆରମ୍ଭ କରି ଚପରାଶି ଏବଂ ହସ୍ପିଟାଲ ପର୍ଯ୍ୟନ୍ତ ସମସ୍ତଙ୍କ ଉନ୍ନତ ସେବାକୁ ଅନୁଧ୍ୟାନ କରି ଦିଆଯିବ ପୁରସ୍କାର। ଏନେଇ ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି। ଜନସାଧାରଣଙ୍କୁ ଗୁଣାତ୍ମକ…
Read More...

୭୦ ଫୁଟ ତଳୁ ୬୦ ଘଣ୍ଟା ପରିଶ୍ରମ ପରେ ଉଦ୍ଧାର ହେଲା ଜୀବିତ ଶିଶୁ।

ତାମିଲନାଡୁ,୨୮।୧୦: କଥାରେ ଅଛି ଯାହାକୁ ରଖିବେ ଅନନ୍ତ,କି କରି ପାରେ ବଳବନ୍ତ। ଏହି ଉକ୍ତିଟି ବେଳେବେଳେ ସତ ପ୍ରମାଣିତ କରେ ଯାହାର ନଗ୍ନଚିତ୍ର ଦେଖିବାକୁ ମିଳିଛି ତ୍ରିଚିରେ।ଘଟଣା ଅନୁସାରେ ତାମିଲନାଡୁର ତ୍ରିଚିରେ ଜଣେ ୨ ବର୍ଷର ଶିଶୁ ବୋରଓ୍ବେଲ ମଧ୍ୟକୁ ଖସି ପଡିଥିଲେ। ଆଉ ୬୦ ଘଣ୍ଟା ପରେ…
Read More...

ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୧୩୬ତମ ଋଷି ନିର୍ବାଣ ମହୋତ୍ସବ

ଭୁବନେଶ୍ୱର,୨୮/୧୦(ଓଡ଼ିଆ ନ୍ୟୁଜ) : ଭାରତବର୍ଷରେ ଧାର୍ମିକ ଓ ସାମାଜିକ ଆନ୍ଦୋଳନର ଆଦ୍ୟ ପ୍ରବକ୍ତା ତଥା ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୧୩୬ତମ ଋଷି ନିର୍ବାଣ ମହୋତ୍ସବ ଆଜି ସ୍ୱାମୀ ଦୟାନନ୍ଦ ସର୍ଭିସ୍ ମିଶନ ପକ୍ଷରୁ ଶ୍ରୀ ଅରବିନ୍ଦ ନଗରସ୍ଥିତ ସ୍ୱାମୀ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ- ଆଜି ବିଭିନ୍ନ ପ୍ରକାର ସମସ୍ୟାକୁ କେନ୍ଦ୍ରକରି ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ। ଆଜି ଏହିପରି କେତେକ କାମ ବାଧ୍ୟ ବାଧକତାରେ କରିବାକୁ ପଡ଼ିବ, ଯାହାକି ବହୁ ବିଳମ୍ବରେ ସମସ୍ୟା ଭିତରେ ସମ୍ପନ୍ନ ହେବା ସୂଚନା ରହିଛି । ଘର କଥା ହେଉ କିମ୍ବା କର୍ମକ୍ଷେତ୍ର ସବୁ କାମ ଗୋଳିଆ ରହିବ।…
Read More...

ଯବାନଙ୍କ ସହ ଦୀପାବଳି ପାଳିଲେ ମୋଦି।

ଶ୍ରୀନଗର,୨୭।୧୦: ଜମ୍ମୁ-କଶ୍ମୀର ରାଜୌରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଯବାନଙ୍କ ସହିତ ଦୀପାବଳି ପାଳନ କରିଛନ୍ତି। ଗତ ୬ ବର୍ଷ ଧରି ମୋଦି ଲଗାତାର ଯବାନମାନଙ୍କ ସହିତ ମିଶି ଦୀପାବଳି ପାଳନ କରୁଛନ୍ତି। ରାଜୌରୀ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ମୁତୟନ ଥିବା ଯବାନମାନଙ୍କ…
Read More...

ଅନାଥ ପିଲାଙ୍କ ସହିତ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ।

ଭୁବନେଶ୍ୱର,୨୭ ।୧୦(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ଏସଓଏସ ଭିଲେଜରେ ନିଆରା ଢଙ୍ଗରେ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସ,ଖୁସି, ନାଚଗୀତ ମାଧ୍ୟମରେ ପିଲାଙ୍କ ସହିତ ଦୀପାବଳି ପାଳି ତାଙ୍କୁ ଦୀପାବଳିର ବିଭିନ୍ନ ପ୍ରକାରର ଉପହାର ନବୀନ ବାଣ୍ଟିଛନ୍ତି । ଏହା ସହ କୁନି କୁନି…
Read More...

ସୁରକ୍ଷା ପକ୍ଷରୁ ପ୍ରଦୂଷଣମୁକ୍ତ ଦୀପାବଳି ପାଇଁ ଆହ୍ୱାନ।

ଭୁବନେଶ୍ବର,୨୭ । ୧୦ (ଓଡ଼ିଆ ନ୍ୟୁଜ)-ଦୀପାବଳି ଉତ୍ସବ ଅବସରରେ ବାଣ ଫୁଟାଉଥିବା ଯୋଗୁ ପ୍ରଦୁଷଣ ହୋଇଥାଏ। ଏହା କେବଳ ମଣିଷ ନୁହଁ, ପଶୁ ପକ୍ଷୀଙ୍କୁ ମଧ୍ୟ ପ୍ରଭାବିତ କରିଥାଏ। ଏଣୁ ପ୍ରଦୂଷଣମୁକ୍ତ ଦୀପାବଳି ପାଇଁ ସୁରକ୍ଷା ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ନୀଳାଦ୍ରି ବିହାର ସ୍ଥିତ ବୁଦ୍ଧ…
Read More...