banner
Breaking
Monthly Archives

October 2019

ପାଠଶାଳା ସମସ୍ତଙ୍କ ବିଶ୍ବାସର ପାତ୍ର ହେଉ।

ଭୁବନେଶ୍ୱର,୨୬/୧୦(ଓଡ଼ିଆ ନ୍ୟୁଜ) : ସମାଜରେ ଅବହେଳିତ, ନିଷ୍ପେସିତ ଶିଶୁମାନଙ୍କ ପାଇଁ ‘ପାଠାଶାଳା’ ଭରଷାର କେନ୍ଦ୍ର ସହ ସମସ୍ତଙ୍କର ବିଶ୍ୱାସର ପାତ୍ର ହେଉ ବୋଲି ଆଜି ଏକ ବର୍ଣ୍ଣାଢ୍ୟ ସମାରୋହରେ ଅତିଥିମାନେ କହିଛନ୍ତି । ଭୁବନେଶ୍ୱରର ରୋଟାରୀ ଭବନଠାରେ ଚଣ୍ଡୀପ୍ରସାଦ ଫାଉଣ୍ଡେସନ ଟ୍ରଷ୍ଟ ଓ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ-କର୍ମକ୍ଷେତ୍ରରେ ପୂର୍ବର ସମସ୍ୟା କେତେକାଂଶରେ ସୁଧୁରି ଯାଇଥିବାରୁ ସାମୟିକ ଆଶ୍ୱସ୍ଥି ଅନୁଭବ କରିବେ। ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଅବଶ୍ୟ ଟେନସନ୍‌ କିଛି ମାତ୍ରାରେ କମିଯିବ। ସଙ୍ଗୀତ ସମାରୋହ, ସତ୍‌ସଙ୍ଗ, ସଭାସମିତି, ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଉନ୍ନତ ମାନର ସୁଫଳ…
Read More...

ନବୀନ ଆରମ୍ଭ କଲେ “ଓଡିଶା ମୋ ପରିବାର”।

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରିଛନ୍ତି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଏହି ସମାଜ ସେବାକାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଘୋଷଣା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି,…
Read More...

ଅଉ ଜଣେ ଓଡିଆ ହେଲେ ଉପରାଜ୍ୟପାଳ।

ନୂଆଦିଲ୍ଲୀ,୨୫ା୧୦(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ଭାବେ ପରିଚିତ ଓଡ଼ିଆ ଆଇଏଏସ୍‌ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ୧୯୮୫ ବ୍ୟାଚ୍‌ର ଏହି ଗୁଜରାଟ କ୍ୟାଡର ଆଇଏଏସ୍‌ ଅଫିସର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟରେ…
Read More...

ହରିୟାନାରେ ଜେଜେପି ସମର୍ଥନରେ ଭାଜପା ସରକାର କରିବ।

ନୂଆଦିଲ୍ଲୀ,୨୫ା୧୦(ବ୍ୟୁରୋ)- ହରିୟାଣା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ନ ମିଳିବା ପରେ ଝୁଲା ବିଧାନସଭା ସ୍ଥିତି ସୃଷ୍ଟି ହୋଇଛି। ମ୍ୟାଜିକ୍‌ ନମ୍ବର ୪୬କୁ ଛୁଇଁବା ପାଇଁ ଶାସକ ଭାଜପାକୁ ୬ ଆସନ ନିଅଣ୍ଟ ପଡ଼ୁଥିବାବେଳେ ବିରୋଧୀ କଂଗ୍ରେସକୁ ୧୪ ବିଧାୟକଙ୍କ ସମର୍ଥନ ଜରୁରୀ। ଦୁଇ ଦଳ…
Read More...

କଟକରେ ଡେଙ୍ଗୁ ବଢ଼ିବାରେ ଲାଗିଛି।

କଟକ ,୨୫ା୧୦ କଟକରେ ଡେଙ୍ଗୁର ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୩ ଦିନ ମଧ୍ୟରେ ୯ଟି ସ୍ଥାନରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି। ସେହିପରି ଗତ ଦୁଇମାସ ମଧ୍ୟରେ କାଠଗଡ଼ା ସାହି ଓ ଜଗତ୍‌ପୁର ଅଞ୍ଚଳରେ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। କାଠଗଡ଼ା ସାହିରେ…
Read More...

ପରିବେଶ ପ୍ରଦୂଷଣ ନହେଲେ ୧୫ ରୁ ଉର୍ଦ୍ଧ୍ବ ଗାଡି ଚାଲିପାରିବ।

କଟକ:କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଲାଗୁ କରାଯାଇଥିବା ନୂଆ ମୋଟରଯାନ ଆଇନରେ ପୁରୁଣା ଗାଡ଼ି ରଦ୍ଦ ପାଇଁ ନୂଆ ଚିଠା ପ୍ରସ୍ତାବ ଆଗତ ହୋଇଛି। ଉକ୍ତ ପ୍ରସ୍ତାବକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କ ନିକଟକୁ ପଠାଇଛନ୍ତି। ରାଜ୍ୟ ସରକାରମାନଙ୍କ ମତାମତକୁ ଆଧାର କରି ଏହା ଉପରେ…
Read More...

ନଭେମ୍ବର ୮ରେ ରିଲିଜ ହେବ ‘ମାଲ ମହୁ ଜୀବନ ମାଟି’

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ):ନଭେମ୍ବର ୮ ତାରିଖ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ଓଡ଼ିଆ କମେଡି ଫିଲ୍ମ  ’ମାଲ ମହୁ ଜୀବନ ମାଟି’ । ଆମର ମ୍ୟୁଜିକ ନିବେଦିତ ଏବଂ ନବୀନ ଭଣ୍ଡାରି ପ୍ରଯୋଜିତ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ। ନିର୍ମଳ ନାୟକ ଏଥିରେ ସଂଳାପ ରଚନା କରିଥିବାବେଳେ…
Read More...

ଓଡ଼ିଆ ନ୍ୟୁଜର ପୂର୍ବାନୁମାନ ସତହେଲା, ରେକର୍ଡ ଭାଙ୍ଗିଲେ ରୀତା।

ଭୁବନେଶ୍ୱର(ଓଡିଆ ନ୍ୟୁଜ)୨୫।୧୦:ଓଡ଼ିଆ ନ୍ୟୁଜର ପୂର୍ବାନୁମାନ ସତ ହୋଇଛି। ସମସ୍ତଙ୍କ ରେକର୍ଡ ଭାଙ୍ଗିଛନ୍ତି ରୀତା ସାହୁ। ବିଜେପୁର ଉପନିର୍ବାଚନର ଭୋଟଗଣତି ଗୁରୁବାର ସରିବା ପରେ ଫଳାଫଳ ଘୋଷିତ ହୋଇଛି। ଏଥିରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜୟୀ ହେବା ସହିତ ଦଳ ପାଇଁ ହାଟ୍ରିକ ବିଜୟ…
Read More...

ନଭେମ୍ବର ୧୩ ରୁ ବିଧାନସଭା ଶୀତ ଅଧିବେଶନ।

ଭୁବନେଶ୍ୱର,୨୫/୧୦(ଓଡ଼ିଆ ନ୍ୟୁଜ): ଆସନ୍ତା ନଭେମ୍ବର ୧୩ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ । ଏହି ବିଧାନସଭା ଅଧିବେଶନ ଡିସେମ୍ବର ୧୯ ଯାଏ ଚାଲିବ । ତେବେ ଶୀତ ଅଧିବେଶନରେ ମୋଟ୍ ୩୦ଟି କାର୍ଯ୍ୟଦିବସ ରହିଛି ।
Read More...