banner
Breaking
Monthly Archives

October 2020

ନଭେମ୍ବର ୨ରୁ ୧୭ ଟି ରୁଟରେ ଗଡିବ ମୋ ବସ୍।

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ନଭେମ୍ବର ୨ରୁ ମୋ-ବସ୍‌ ୧୭ ରୁଟ୍‌ରେ ଗଡ଼ିବ। ରୁଟ୍‌ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ୧୧, ୧୨, ୧୬, ୧୭, ୧୮, ୧୯, ୨୦, ୨୨, ୨୩, ୨୪, ୨୫, ୨୭, ୨୮, ୩୦, ୩୩, ୫୦ ଓ ୭୦ରେ ମୋ-ବସ୍‌ ଚଳାଚଳ କରିବ ବୋଲି କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। କେଉଁ ରୁଟ୍‌ରେ ମୋ-ବସ୍‌ କେଉଁ…
Read More...

ରାଜ୍ୟରେ ଆଜି ୧୪୭୦ ପଜିଟିଭ ଚିହ୍ନଟ ଓ ୧୨ ମୃତ

ଭୁବନେଶ୍ବର,୩୧/୧୦(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୧୪୭୦  କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୯୦ହଜାର ୧୧୬ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ରହିଥିବା ବେଳେ ୬୧୭…
Read More...

ଅନଲକ ୬ ରେ କଣ ଖୋଲିବ ଜାଣନ୍ତୁ।

ଭଚବନେଶ୍ୱର, ୩୧।୧୦(ବ୍ୟୁରୋ): ରାଜ୍ୟ ସରକାର ଜାରି କରିଛନ୍ତି ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍‌। ନଭେମ୍ବର ମାସ ଯାଏ ଜାରି ହୋଇଥିବା ଏହି ଗାଇଡ୍‌ଲାଇନ୍‌ରେ ସ୍କୁଲ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ତେବେ କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ସ୍କୁଲ ଯିବାକୁ ଅନୁମତି…
Read More...

ପୁଣି ଏକ ଲଘୁଚାପ। ଓଡିଶାକୁ ପ୍ରଭାବ ନାହିଁ।

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ନିକଟରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୩୧ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ। ଓଡିଶାରେ ଏହାର କୌଣସି ପ୍ରଭାବ ରହିବ ନାହିଁ। ତାହା ୪୮ ଘଣ୍ଟା ମଧ୍ୟରେ ବାଂଲାଦେଶ ଉପକୂଳ ଆଡ଼କୁ…
Read More...

ଫୁଲଓ୍ବାମା ଆକ୍ରମଣ ନେଇ ରାଜନୀତି କରଣକୁ ଟାର୍ଗେଟ କଲେ ମୋଦି।

ଅହମଦାବାଦ,୩୧।୧୦: ପୁଲଓ୍ବାମା ଆତଙ୍କବାଦୀ ଘଟଣା ନେଇ ମୋଦି କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ ଟୁଇଟ୍‌ କରି ଶନିବାର କହିଛନ୍ତି ଯେ, ସେନା ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ କିଛି ରାଜନୈତିକ ଦଳ ନିଜର ସ୍ବାର୍ଥ ରାଜନୀତି କରିବା ଆରମ୍ଭ କରିଥିଲେ। ସେନାର ମନୋବଳ ବଢ଼ାଇବା…
Read More...

ରାଜ୍ୟରେ ଆଜି ୧୫୪୭ ପଜିଟିଭ ଚିହ୍ନଟ ଓ ୧୧ ମୃତ

ଭୁବନେଶ୍ୱର,୩୦ା୧୦(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଶୁକ୍ରବାର ୩୦ ଜିଲାରୁ ୧୫୪୭ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୮,୬୪୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୮୯୧ ଜଣ…
Read More...

ଏଥର ହେବନାହିଁ କଟକ ବାଲିଯାତ୍ରା।

କଟକ ,୩୦ା୧୦: ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରା ହେବ ନାହିଁ। କରୋନା ମହାମାରୀ ସମୟରେ ଏଭଳି ଆୟୋଜନ ସମ୍ଭବ ନୁହେଁ। ଏନେଇ ସୂଚନା ଦେଇଛନ୍ତି କଟକ ଜିଲାପାଳ ଭବାନୀ ଶଙ୍କର ଚୟନି। ଏଥିସହିତ କଟକର ଧବଳେଶ୍ୱରଙ୍କ ପୀଠରେ ମଧ୍ୟ ବଡ଼ଓଷା ହେବନାହିଁ। ସାମୂହିକ ଭାବେ କଟକରେ ବୋଇତ ବନ୍ଦାଣ ଉତ୍ସବ…
Read More...

୩୧ରେ ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ।

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ଅକ୍ଟୋବର ୩୧ରେ ପ୍ରକାଶ ପାଇବାର ସମ୍ଭାବନା ରହିଛି। ପରୀକ୍ଷା ଫଳ ପ୍ରକାଶ ସଂକ୍ରାନ୍ତରେ ଓଜେଇଇ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ପୂର୍ବବର୍ଷ ପରି ଚଳିତ ବର୍ଷ ଦକ୍ଷତା ବିକାଶ ଓ…
Read More...

ରାଜ୍ୟରେ ଆଜି ୧୬୧୭ ପଜିଟିଭ ଚିହ୍ନଟ ଓ ୧୩ ମୃତ।

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ରାଜ୍ୟରେ ଗୁରୁବାର ୧୬୧୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୭,୦୯୯କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୯୪୧ ଜଣ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଦୀର୍ଘଦିନରୁ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସକାଳୁ ସକାଳୁ ମାତ୍ରାଧିକ ଭ୍ରମଣ ମନକୁ ବିଭ୍ରାନ୍ତି କରାଇବ। ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ କରିପାରିବେ। ବୃଷ:-କୌଣସି…
Read More...