banner
Breaking
Monthly Archives

October 2020

ରାଜ୍ୟରେ ଆଜି ୧୨୪୭ ପଜିଟିଭ ଚିହ୍ନଟ ଓ ୧୩ ମୃତ।

ଭୁବନେଶ୍ୱର,୨୭।୧୦(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୨୪୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୨୯ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫୧୮ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୩,୯୪୨ରେ ପହଞ୍ଚିଛି।…
Read More...

ରାଜ୍ୟରେ ଆଜି ୧୪୮୦ ପଜିଟିଭ ଚିହ୍ନଟ ଓ ୧୪ ମୃତ।

ଭୁବନେଶ୍ୱର,୨୬/୧୦(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୪୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସ୍ଥାନୀୟ ଅଂଚଳରୁ ୬୨୨ ଏବଂ ସଙ୍ଗରୋଧରୁ ୮୫୮ ଜଣ ରହିଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତ ସଂଖ୍ୟା ୨ ଲକ୍ଷ ୮୨ ହଜାର ୬୯୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ…
Read More...

ନୀଳାଦ୍ରି ବିହାରରେ ଦୋକାନ ଉପରକୁ ମାଡିଗଲା କାର ଦୁଇ ଗୁରୁତର।

ଭୁବନେଶ୍ୱର,୨୬/୧୦(ଓଡ଼ିଆ ନ୍ୟୁଜ): ନୀଳାଦ୍ରି ବିହାର ଏଟିଏମ ଛକ ନିକଟରେ ମାଡିଗଲା କାର ଦୁଇ ଗୁରୁତର। ସୂଚନା ଅନୁସାରେ ଆଜି ରାତିରେ ନୀଳାଦ୍ରି ବିହାର ସେକ୍ଟର ୧ ଏଟିଏମ ଛକ ନିକଟସ୍ଥ ରାସ୍ତାରେ ଏକ କାର ଭାରସାମ୍ୟ ହରାଇ ଏକ ମେଡିସିନ ଦୋକାନ ଉପରକୁ ମାଡି ଯାଇଛି। ଫଳରେ ୫ଟି ବାଇକ ଭାଙ୍ଗିଯିବା…
Read More...

ବିଜେଡି ପକ୍ଷରୁ ପ୍ରଶାନ୍ତି ବିହାର ଓ ଶିଖରଚଣ୍ଡୀ ନଗରରେ ଜନ ସଚେତନତା କାର୍ଯ୍ୟକ୍ରମ।

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସାରା ରାଜ୍ୟରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଜନ ସଚେତନତା କାର୍ଯ୍ୟକ୍ରମ ଚାଲୁରହିଛି। ଏହି କ୍ରମରେ ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କ ନିର୍ଦେଶରେ…
Read More...

ଡିଷ୍ଟ୍ରିକ୍ଟ ସେଣ୍ଟର ୱନର୍ସ ଆସୋସିଏସନ୍ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ଚନ୍ଦ୍ରଶେଖରପୁର ସ୍ଥିତ ଡିଷ୍ଟ୍ରିକ୍ଟ ସେଣ୍ଟର ୱନର୍ସ ଆସୋସିଏସନ୍ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ ଉତ୍ସବ କମ୍ୟୁନିଟି ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ କାରଣରୁ ଡିଷ୍ଟ୍ରିକ୍ଟ ସେଣ୍ଟର ୱନର୍ସ ଆସୋସିଏସନ୍ ପକ୍ଷରୁ ଚଳିତ ବର୍ଷ…
Read More...

ରାଜ୍ୟରେ ଆଜି ପୁଣି ୧୬୯୩ ପଜିଟିଭ ଚିହ୍ନଟ ଓ ୧୮ ମୃତ

ଭୁବନେଶ୍ୱର,୨୩ା୧୦(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୭୯୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୦୩୧ ଜଣ ଚିହ୍ନଟ ହୋଇଥିବା ବେଳେ ୭୬୨ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୭,୮୮୭ରେ ପହଞ୍ଚିଥିବା…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆପଣ ପାରିବାରିକ କ୍ଷେତ୍ରରେ ଭୁଲ୍‌ ନିଷ୍ପତ୍ତି ନେଇ ପଶ୍ଚାନ୍ତେ ଅନୁତାପ କରିବେ।ଅବଶ୍ୟ ସାମାନ୍ୟ ବିଳମ୍ବିତ ସମୟରେ ଚେଷ୍ଟା କରୁଥିବା ଦିଗରୁ ଧନ ପାଇ ଖୁସି ହୋଇପାରନ୍ତି। ପରିବାର, ଯାନବାହନ, ପରିବହନ ଏବଂ ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ମଧ୍ୟ ଶିଥିଳତା ଦେଖାଦେଇପାରେ। ବୃଷ:-ଆଜି…
Read More...

କୋଭିରାପକୁ ମିଳିଲା ଅନୁମତି। ସହଜ ଓ ଶସ୍ତା ହେବ ପରୀକ୍ଷା।

ନୂଆଦିଲ୍ଲୀ : ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ କୋଭିଡ-୧୯ ଚିହ୍ନଟ ପାଇଁ ‘କୋଭିରାପ୍’ର ସଫଳତାକୁ ସ୍ୱୀକୃତି ପ୍ରଦାନ କରିଛି। ଖଡ଼ଗପୁର ଆଇଆଇଟିର ଗବେଷକମାନଙ୍କ ଦ୍ୱାରା ଏହି ରୋଗ ନିରୂପଣ ପଦ୍ଧତିର ବିକାଶ କରାଯାଇଛି। କୋଭିଡ-୧୯ ଚିହ୍ନଟ ପାଇଁ ବ୍ୟବହାର କରାଯାଉଥିବା ଏହି ପରୀକ୍ଷା ପଦ୍ଧତି…
Read More...

ଜଣେ ବି ଗରିବ ଲୋକ ଭୋକିଲା ରହିବେ ନାହିଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର,୨୨/୧୦(ଓଡ଼ିଆ ନ୍ୟୁଜ): ଜଣେ ବି ଗରିବ ଲୋକ ଭୋକରେ ରହିବେ ନାହିଁ। ସମସ୍ତ ଗରିବ ଲୋକଙ୍କୁ ମିଳିବ ରାସନ।ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ଧାନ ସଂଗ୍ରହ ପଞ୍ଜୀକରଣ ଠାରୁ ଆରମ୍ଭ କରି ରେସନ କାର୍ଡ ଆବେଦନ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ପାଇଁ ଅନ୍‌ଲାଇନ ବ୍ୟବସ୍ଥା ହେବ ଲୋକମାନେ ଏବେ…
Read More...

ରାଜ୍ୟରେ ଆଜି ପୁଣି ୧୯୧୩ ପଜିଟିଭ ଚିହ୍ନଟ ଓ ୧୫ ମୃତ।

ଭୁବନେଶ୍ୱର,୨୨।୧୦(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୯୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୦୯ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୮୦୪ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।…
Read More...