banner
Breaking
Monthly Archives

October 2020

୨୦୨୧ ପାଇଁ ସରକାରୀ ଛୁଟି ତାଲିକା। କେତେ ଛୁଟି ଅଛି ଜାଣନ୍ତୁ।

ଭୁବନେଶ୍ୱର,୨୨।୧୦(ବ୍ୟୁରୋ):୨୦୨୧ ମସିହା ପାଇଁ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ନିମନ୍ତେ ଛୁଟି ତାଲିକା ଘୋଷଣା କରିଛି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ। ଏନେଇ ବିଭାଗ ପକ୍ଷରୁ ବୁଧବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ୨୦୨୧ରେ ରାଜ୍ୟ ସରକାରଙ୍କ କର୍ମଚାରୀମାନେ ମୋଟ ୧୦୬ଦିନ ଛୁଟିରେ…
Read More...

ଆଜି ବିଲ୍ବବରଣ। ନିରାଡମ୍ବରେ ପୂଜା ପାଇବେ ମା।

ଭୁବନେଶ୍ବର: ଧରାବତରଣ କରିବେ ମା ଦୁର୍ଗତିନାସିନୀ। ଆଜି ମୃଣ୍ମୟୀ ଦେବୀଙ୍କୁ ବିଲ୍ବବରଣ କରାଯାଇ ଷଷ୍ଠୀପୂଜା ଆରମ୍ଭ ହେବ। ଏଥିପାଇଁ ସହରର ସମସ୍ତ ମୃଣ୍ମୟୀ ଦେବୀ ମଣ୍ଡପରେ ପ୍ରସ୍ତୁତି କାର୍ଯ୍ୟ ସରିଛି। କରୋନା କଟକଣା ମଧ୍ୟରେ ମା’ଙ୍କ ଘଟ ସ୍ଥାପନଠାରୁ ଆରମ୍ଭ କରାଯାଇ ମା’ଙ୍କୁ ଆରଧନା କରାଯିବ।…
Read More...

ଜଗନ୍ନାଥପୁର ପଞ୍ଚାୟତରେ ବିଜେଡି ବୈଠକ। ସବୁ ଭୋଟ ଯିବ ଶଙ୍ଖକୁ।

ଜଗତସିଂହପୁର,୨୨/୧୦(ଓଡ଼ିଆ ନ୍ୟୁଜ): ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଜଗନ୍ନାଥପୁର ଗ୍ରାମପଞ୍ଚାୟତର ଯୁବକ ଛାତ୍ର ମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇ ଥିଲା। ଏହି ବୈଠକରେ ୧୦୦ ରୁ ଉର୍ଦ୍ଧ୍ବ ଯୁବକ ଓ ଛାତ୍ର ଯୋଗ ଦେଇ ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ…
Read More...

ବିଶ୍ୱ ସ୍ତନ କର୍କଟ ଦିବସ ସଚେତନତା ଶିବିର ଅନୁଷ୍ଠିତ

ଭୁବନେଶ୍ୱର : ବିଗତ ୮ ବର୍ଷ ଧରି ସ୍ପର୍ଶ ହସ୍ପିଟାଲ୍‌ଏଣ୍ଡ କ୍ରିଟିକାଲ୍ କେୟାର୍ ଏବଂ ଲାଇଅନ୍ସ୍ ମିନତି ବେହେରା କ୍ୟାନସ୍‌ର ଫାଉଣ୍ଡନସ୍ ତରଫରୁ ବିଶ୍ୱ ସ୍ତନ କର୍କଟ ଦିବସ ସଚେତନତା ପାଳନ କରି ଆସୁଅଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହସ୍ପିଟାଲ୍ ପରିସରରେ ସାମାଜିକ ଦୂରତ୍ୱ ରଖି…
Read More...

ଗ୍ରାହକ ଅନୁଭୁତି ବର୍ଦ୍ଧନ କରିବା ପାଇଁ ଟାଟା ମୋଟର୍ସ ଲଂଚ କରିଛନ୍ତି ‘ଗ୍ରାହକ ସମ୍ବାଦ ୨୦୨୦’

ଗ୍ରାହକ ଅନୁଭୁତି ବର୍ଦ୍ଧନ କରିବାକୁ ଏବଂ ବିଶ୍ୱ ସ୍ତରୀୟ ଉତ୍ପାଦ ଅଫର କାରିବା ପାଇଁ ଏହାର ପ୍ରତିବଦ୍ଧତାକୁ ମଜଭୁତ କରି ଟାଟା ମୋଟର୍ସ ଭାରତର ବୃହତମ ବାଣିଜ୍ୟକ ଯାନ ନିର୍ମାତା କାରି ୨୩ ରୁ ୩୧ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ଗ୍ରାହକ ସମ୍ବାଦ ୨୦୨୦ ଘୋଷଣା କରିଛନ୍ତି । ୧ ନଭେମ୍ବରରୁ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ନିକଟ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ କରିବେ। କଳକାରଖାନା, ଜଳଜାତ ଦ୍ରବ୍ୟ, ତୈଳ କିମ୍ବା ବିଦ୍ୟୁତ୍‌ ବ୍ୟବସାୟରୁ ଲାଭବାନ ହେବେ। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ଅବଶ୍ୟ ଫେରିବା ବାଟରେ ବନ୍ଧୁଠାରୁ ଅର୍ଥ ସାହାଯ୍ୟ ପାଇ ଖୁସି ହେବେ।…
Read More...

ବାୟୁ ପ୍ରଦୂଷଣ ଯୋଗୁଁ ଯାଉଛି ଲକ୍ଷାଧିକ ଜୀବନ।

ନୂଆଦିଲ୍ଲୀ,୨୧।୧୦: ବାୟୁ ପ୍ରଦୂଷଣ ଯୋଗୁ ପୃଥିବୀରେ ସଙ୍କଟ ଧୀରେଧୀରେ ଘନେଇ ଆସୁଛି। ପୃଥିବୀରେ ୨୦୧୯ରେ ୬୭ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ଭାରତରେ ୧୬ ଲକ୍ଷ ୭୦ ହଜାରରୁ ଅଧିକ ଲୋକଙ୍କର ଜୀବନ ବାୟୁ ପ୍ରଦୂଷଣ ନେଇଛି। ଏସମ୍ପର୍କରେ ବୁଧବାର ପ୍ରକାଶ ପାଇଥିବା…
Read More...

ପ୍ରତିରକ୍ଷା ମନ୍ତ୍ରୀଙ୍କ ଏଲ ଏସି ଗ୍ରସ୍ତ ଓ ପୂଜାର୍ଚ୍ଚନା।

ନୂଆଦିଲ୍ଲୀ,୨୧।୧୦: ଚାଇନା ସୀମାରେ ନିୟୋଜିତ ଯବାନଙ୍କ ମନୋବଳ ବଢାଇବା ପାଇଁ ଏଥର ଦଶହରାରେ ବାସ୍ତବିକ ନିୟନ୍ତ୍ରଣ ରେଖ(ଏଲ୍‌ଏସି) ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ରାଜନାଥ ୨୩-୨୪ ଅକ୍ଟୋବରରେ ସିକ୍କିମ୍‌ ସେକ୍ଟରରେ ଏଲ୍‌ଏସି ଗସ୍ତ କରିବେ ଏବଂ ସେଠାରେ ଅସ୍ତ୍ର ପୂଜା କରିବେ।…
Read More...

ଆଗାମୀ ସିଜିନରେ ବାଜି ମାରିବେ ଲିପିକା।

ଭୁବନେଶ୍ବର ୨୧/୧୦: ଆଗାମୀ ସିଜିନରେ ବାଜି ମାରିଵେ ଲିପିକା। ଓଲିଉଡରେ ଅଭିନୟ ପାଇଁ ଲିପିକା ସେନାପତି (ସୁଇଟି) ‘ମୁଁ ବି ହିରୋଇନ୍‌ ହେବି’ ରିଅଲିଟି ସୋ’ରେ ଭାଗ ନେଇଥିଲେ । ଏଥିରେ ସେ ସଫଳ ହୋଇ ନଥିଲେ । ଏହା ପୂର୍ବରୁ ସେ ଅନେକ ଗୁଡ଼ିଏ ମ୍ୟୁଜିକ୍‌ ଆଲ୍‌ବମ୍‌ରେ ଅଭିନୟ କରିଥିଲେ । ସେହିପରି…
Read More...

ରାଜ୍ୟରେ ଆରୋଗ୍ୟଙ୍କ ସ°ଖ୍ୟା ବଢ଼ିବାରେ ଲାଗିଛି।

ଭୁବନେଶ୍ୱର, ୨୦।୧୦: ଓଡ଼ିଶାରେ କରୋନାରୁ ଆରୋଗ୍ୟ ହୋଇଥିବା ଲୋକ ସଂଖ୍ୟା ଅଢ଼େଇ ଲକ୍ଷ ଅତିକ୍ରମ କରିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ଦିଆଯାଇଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାଜ୍ୟରେ ଆଉ ୨,୬୨୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ…
Read More...