banner
Breaking
Monthly Archives

July 2022

ପ୍ରିୟଦର୍ଶୀ ମିଶ୍ରଙ୍କ ବିଶ୍ୱ ପରିବେଶ ସମ୍ମିଳନୀ ଏବଂ (GRIT) ପୁରସ୍କାର ଉତ୍ସବରେ ଯୋଗଦାନ

ଭୁବନେଶ୍ୱର : ପୂର୍ବତନ ବିଧାୟକ ତଥା ହାଉସିଂ ବୋର୍ଡ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ସିଂଘାପୁର ଠାରେ ଅନୁଷ୍ଠିତ ଦୁଇଦିନ ବ୍ୟାପୀ CROP STAGE ଆନୁକୂଲ୍ୟରେ ବିଶ୍ୱ ପରିବେଶ ସମ୍ମିଳନୀ ଏବଂ (GRIT) ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗଦେଇଛନ୍ତି I ଜାତିସଂଘ ପରିବେଶ ପ୍ରତିନିଧି…
Read More...

ଜଣେ ଗରିବ ବି ହୋଇପାରିବ ଭାରତର ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୭ : ଦ୍ରୌପଦୀ ମୁର୍ମୁ ଦେଶର ୧୫ ତମ ରାଷ୍ଟ୍ରପତି ଭାବରେ ସୋମବାର ଶପଥ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସଂସଦର ସେଣ୍ଟାଲ ହଲରେ ଆୟୋଜିତ ଏକ ସମାରୋହରେ ଦ୍ରୌପଦୀ ମୁର୍ମୁ ଦେଶର ପଥମ ନାଗରିକ…
Read More...

ପ୍ରଥମ ଆଦିବାସୀ ସର୍ବ କନିଷ୍ଠ ରାଷ୍ଟ୍ରପତି

ନୂଆଦିଲ୍ଲୀ/ଭୁବନେଶ୍ୱର,୨୫ା୭(ବ୍ୟୁରୋ): ସୋମବାର ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଶପଥ ନେଇଛନ୍ତି। ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ୍‌.ଭି ରମନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରପତି…
Read More...

ପଦ ଓ ଗୋପନୀୟତାର ଶପଥ ନେଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୨୫ ।୭: ଓଡ଼ିଆ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନକ ପଦ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଛନ୍ତି । ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ସୋମବାର ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନଭି ରମନା ରାଷ୍ଟ୍ରପତିଙ୍କୁ ପଦ ଓ ଗାପନୀୟତାର ଶପଥ ପାଠ କରାଇଛନ୍ତି ।…
Read More...

ଓମେଗା ସେକି ମୋବିଲିଟି ଓଡ଼ିଶାରେ ପ୍ରଥମ ଫାଷ୍ଟ ଊର୍ଜି ଇଲେକ୍ଟ୍ରି ଥ୍ରୀ ହୁଇଲର ଲଞ୍ଚ କରିଛି

ଭୁବନେଶ୍ଵର, ୨୪.୭ : ଓଡ଼ିଶାରେ ଓମେଗା ସେକି ମୋବିଲିଟି ପକ୍ଷରୁ ପ୍ରଥମ ଫାଷ୍ଟ ଉର୍ଜି ଥ୍ରୀ ହୁଇଲର ସୋରୁମ୍ ଭୁବନେଶ୍ଵର ମଞ୍ଚେଶ୍ଵରସ୍ଥିତ ଇଷ୍ଟଣ୍ଟ ସ୍କାଏ ଭେଞ୍ଚରକୁ ପ୍ରଦାନ କରିଛି । ଦୁଇଟି ଭାରିଏଣ୍ଟର ଇଲେକ୍ଟ୍ରି ଥ୍ରୀ ହୁଇଲର ଇବି ଲଞ୍ଚ କରିଛି । ପ୍ରଥମଟି ରେଜ+ ରାପିଡ଼ି ଓପନ…
Read More...

ତୁର୍କୀର ମଧ୍ୟସ୍ଥତାରେ ଶେଷ ହେବ ରୁଷିଆ ୟୁକ୍ରେନ ଯୁଦ୍ଧ

କ୍ୱିଭ୍‌ : ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୫୧ ଦିନରେ ପହଞ୍ଚିଛି। ଖୁସିର କଥା ହେଉଛି, ଏହି ଯୁଦ୍ଧରେ ପ୍ରଥମ ଥର ପାଇଁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଏକ ପ୍ରସଙ୍ଗରେ ଚୁକ୍ତି ହୋଇଛି। ଏହା ଅଧୀନରେ ୟୁକ୍ରେନ କଳା ସାଗର ଦେଇ ଶସ୍ୟ ରପ୍ତାନୀ କରିବାରେ ସକ୍ଷମ ହେବ। ଏହି ଚୁକ୍ତି…
Read More...

ପୂର୍ବତନ ଏମପି ସୁବାସ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

କେସିଙ୍ଗା : କଳାହାଣ୍ଡିର ପୂର୍ବତନ ଏମ୍‌ପି ସୁବାସ ଚନ୍ଦ୍ର ନାୟକଙ୍କ ରବିବାର ପରଲୋକ ହୋଇଛି । ସକାଳେ ଭବାନୀପାଟଣା ମେଡିକାଲରେ ତାଙ୍କର ହୃଦଘାତରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ କଂଗ୍ରେସରୁ କଳାହାଣ୍ଡିର ଏମ୍‌ପି ଥିଲେ ।…
Read More...

ଦ ଲିଡିଙ୍ଗ ଏଜ ପକ୍ଷରୁ ଫ୍ୟାସନ କର୍ଣ୍ଣିଭାଲ୍ ଅନୁଷ୍ଠିତ

ଭୁବନେଶ୍ୱର : ଦ ଲିଡିଙ୍ଗ ଏଜ ପକ୍ଷରୁ ପଟିଆ ସ୍ଥିତ ‘କ୍ରିଷ୍ଟାଲ କ୍ରାଉନ ଠାରେ ଇଣ୍ଡିଆ ଫ୍ୟାସନ କାର୍ଣ୍ଣିଭାଲ ଅନୁଷ୍ଠିତ ହୋଇଯାଇଛି। ଓଡିଶାର କଳା ସଂସ୍କୃତିକୁ ଉଜ୍ଜୀବିତ ରଖିବା ସହିତ ପ୍ରଚାର ଓ ପ୍ରସାର ପାଇଁ ଦ ଲିଡିଙ୍ଗ ଏଜ ନୂତନ ପଦକ୍ଷେପ ସ୍ବରୂପ ଏହି ଫ୍ୟାସନ୍ କାର୍ଣ୍ଣିଭାଲ ଆରମ୍ଭ…
Read More...

ରଷ୍ଟ୍ରପତିଙ୍କ ବିଜୟ ଓ ସ୍ୱାଗତ ଉତ୍ସବ ପାଳିଲା ଜଜ୍‌ବା

ଭୁବନେଶ୍ୱର, – ଓଡିଶା ଇତିହାସରେ ଯୋଡି ହୋଇଛି ଆଉଏକ ନୂଆ ଫର୍ଦ୍ଦ । ଓଡିଶା ମାଟିର ସୁଯୋଗ୍ୟ ମହିଳା ଦ୍ରୌପଦୀ ମୁର୍ମୁ ରଷ୍ଟ୍ରପତି ନିର୍ବାଚନରେ ବହୁ ସଂଖ୍ୟକ ଭୋଟରେ ବିଜୟ ଲାଭ କରି ଭାରତର ପ୍ରଥମ ନାଗରିକ ହୋଇଛନ୍ତି । ଭାରତର ମହାମହିମ ରଷ୍ଟ୍ରପତି ଭାବେ ଓଡିଶାର ଗର୍ବ ଓ ଗୌରବ ତଥା ଓଡିଆ ଝିଅ…
Read More...

ସିବିଏସଇ ପରୀକ୍ଷାରେ ଡୁନ୍ ଇଣ୍ଟରନ୍ୟାସନାଲ୍ ସ୍କୁଲର ସଫଳତା

ଭୁବନେଶ୍ୱର,- ସିବିଏସଇ ଦଶମ, ଦ୍ୱାଦଶ ଫଳ ପ୍ରକାଶ ପାଇଛି । ଏଥିରେ ଡୁନ ଇଣ୍ଟରନ୍ୟାସନାଲ ସ୍କୁଲ ଶତପ୍ରତିଶତ ସଫଳତା ହାସଲ କରିଛି । ଦ୍ୱାଦଶ ଓ ଦଶମ ଶ୍ରେଣୀରେ ସର୍ବମୋଟ ୪୮୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ସମସ୍ତେ କୃତକାର୍ଯ୍ୟ ହୋଇଛନ୍ତି । ଦ୍ୱାଦଶ ଶ୍ରେଣୀରେ ଅନୁଧ ମିଶ୍ର ଓ ଶ୍ରୀୟାସ…
Read More...