banner
Breaking

ପୁଣି ଆରମ୍ଭ ହେବ ଅପରେସନ ପରୀ। ଧରାହେବେ ପିଲା

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ଜୁଲାଇ ୩୦ରୁ ପୋଲିସ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ‘ଅପରେସନ ପରୀ-୩’ । ରାଜ୍ୟରେ ନିଖୋଜ ପିଲାମାନଙ୍କୁ ଖୋଜି ବାହାର କରିବାକୁ ମାସେ ଧରି ଚାଲିବ ଏହି ଅଭିଯାନ । ପ୍ରାୟ ଅଗଷ୍ଟ ୧୫ ତାରିଖ ଯାଏଁ ଏହି ଅପରେସନ ଚାଲିବ । ୧୫ ଦିନ ରାଜ୍ୟ ଭିତରେ ଓ ୧୫ ଦିନ ରାଜ୍ୟ ବାହାରେ ଅପରେସନ ଚାଲିବ । ଏନେଇ ଭିସି ଜରିଆରେ ଆଇଜି,ଡିଆଇଜି, ସିପି, ଡିସିପି ଓ ସବୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ।

Khansweb Solution Bhubaneswar

Leave A Reply

Your email address will not be published.